Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗୋବିନ୍ଦାଙ୍କ କଥାରେ ଭାବପ୍ରବଣ ହେଲେ ନେହା କକ୍କର

ମୁମ୍ବାଇ: ନେହା କକ୍କର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନେଇବା ସହ ନିଜ ସ୍ଥାନ ବଜାୟ ରଛନ୍ତି। ଏକଦା ଜାଗରଣରେ ଗୀତ ଗାଉଥିବା ନେହା ବର୍ତ୍ତମାନ ବଲିଉଡ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ତାଙ୍କ ସ୍ୱରରେ ଦିୱାନା କରିଦେଇଛନ୍ତି। ଇଣ୍ଡିଆନ ଆଇଡଲର ଅଡିସନରେ ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା…

ବନ୍ଧାହେଲେ ରାହୁଲ, ଧରିବା ପାଇଁ ପୋଲିସ କ‘ଣ କରିଥିଲା ପ୍ଲାନିଂ ?

ମୁମ୍ବାଇ : ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ପାଇଁ ଦାୟୀ ରାହୁଲ । ଡାଏରୀରୁ ଖୁଲାସା ହୋଇଥିଲା ରାହୁଲଙ୍କ ନାଁ। ବୈଶାଳୀ ତାଙ୍କ ମୃତ୍ୟୁ ପୂର୍ବରୁ ଡାଏରୀ ରେ ପୋଲିସକୁ ଦେଇଥିଲେ କିଛି ଏଭଳି ତଥ୍ୟ । ଫ୍ୟାନ୍ସ  ମାନେ ବୈଶାଳୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିବା…

ଟାର୍ଗେଟ କିଲିଂକୁ ନେଇ ଧାରା ୩୭୦ ଉପରେ ଉଠିଲା ପ୍ରଶ୍ନ, ଜବାବ ରଖିଲେ ‘କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କାଶ୍ମୀର ଘାଟିରେ ଘଟୁଥିବା ଟାର୍ଗେଟ କିଲିଂ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ନ୍ୟାୟ ନମିଳିବ ସେପର୍ଯ୍ୟନ୍ତ ଏସବୁ ବନ୍ଦ ହେବ ନାହିଁ। ଫାରୁକ୍ ଅବଦୁଲ୍ଲା ଗଣମାଧ୍ୟମ ସହ…

ଫିଲ୍ମ ‘ଭେଡିଆ’କୁ ନେଇ କାହିଁକି ଟ୍ରୋଲ ହେଲେ ବରଣୁ ଧଓ୍ୱନ ?

ମୁମ୍ବାଇ: ବରୁଣ ଧୱନଙ୍କ ଫିଲ୍ମ 'ଭେଡିଆ'ର ଟ୍ରେଲର ରିଲିଜ ହୋଇଛି। ୨ ମିନିଟ ୫୫ ସେକେଣ୍ଡର ଟ୍ରେଲରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ବରୁଣଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍, ଅଭିଷେକ ବାନାର୍ଜୀ ଏବଂ ଦୀପକ ଡୋବ୍ରିଆଲ୍ ପ୍ରମୁଖ ଭୂମିକାରେ ଅଭିନୟ…

ସାଜିଦଙ୍କ ବିରୋଧରେ ମାମଲା ରୁଜୁ କଲେ ଶାର୍ଲିନ ଚୋପ୍ରା

ମୁମ୍ବାଇ: ବଲିଉଡର ବଦନାମ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାଁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଗବସରେ ୧୬ରେ ସାଜିଦ ସାମିଲ ହେବା ପରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ତାଙ୍କୁ ବିଗ ବସରୁ ବାହାର କରିବା…

ବନ୍ଦ ହୋଇଗଲା ନୀରଜ ପାଣ୍ଡେଙ୍କ ଐତିହାସିକ ଫିଲ୍ମ ଚାଣକ୍ୟ

ମୁମ୍ବାଇ: ୨୦୧୮ରେ ନୀରଜ ପାଣ୍ଡେ ଐତିହାସିକ ଫିଲ୍ମ ଚାଣ୍ୟକର ଘୋଷଣା କରାଯାଇଥିଲା । ଏବେ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ୪ ବର୍ଷ ହୋଇଯିବା ସତ୍ୱେ ଫିଲ୍ମର ଶୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ଶେଷରେ ମେକର୍ସ ଏହାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଅଜୟ ଦେବଗାନ ଏହାର ମୂଖ୍ୟ…

ରାଜ କୁନ୍ଦ୍ରା କାହିଁକି ସବୁବେଳେ ନିଜ ମୁହଁ ଲୁଚାନ୍ତି ? ଟ୍ରୋଲରମାନଙ୍କୁ ଦେଲେ ଉତ୍ତର

ମୁମ୍ବାଇ: ଗତ ବର୍ଷ ପର୍ଣ୍ଣୋଗ୍ରାଫି ମାମଲାରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ତେବେ ତାଙ୍କୁ କିଛି ମାସ ପରେ ଜାମିନ ପ୍ରଦାନ କରାଯାଇଥିଲା। ସେବେଠାରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ଟ୍ରୋଲ ହୋଇଆସୁଛନ୍ତି। ନିକଟରେ ରାଜ କୁନ୍ଦ୍ରା…

‘ତାରେ ଜମିନ୍ ପର୍’ କୁ ନେଇ ଅକ୍ଷୟ ଖାନ୍ନାଙ୍କ ବଡ଼ ଖୁଲାସା, ସେ ପାଇଥାନ୍ତେ ଏହି ଫିଲ୍ମ !

ମୁମ୍ବାଇ: ବଲିଉଡ଼ ଅଭିନେତା ଆମୀର ଖାନ ୨୦୦୭ ମସିହାରେ ଚଳଚ୍ଚିତ୍ର 'ତାରେ ଜମିନ୍ ପର୍' କୁ ନିର୍ଦ୍ଦେଶନା ଦେବା ସହ ଅଭିନେତା ମଧ୍ୟ ହୋଇଥିଲେ। ଏହି ଚଳଚ୍ଚିତ୍ରକୁ ଦର୍ଶକ ବେଶ ପସନ୍ଦ କରିଥିଲେ। ଏହା ସହିତ ଏହି ଚଳଚ୍ଚିତ୍ରଟି ଭାରତ ପକ୍ଷରୁ ଓସ୍କାରରେ ମନୋନୀତ ହୋଇଥିଲା। ବର୍ତ୍ତମାନ ଫିଲ୍ମ…

ଆର୍ୟାନ ଖାନ ମାମଲା: ଏନସିବିରେ ବଡ଼ ଖୁଲାସା, ଅଧିକାରୀଙ୍କ ବିରୋଧରେ ତଦନ୍ତ ଆରମ୍ଭ

ମୁମ୍ବାଇ: ଗତ ବର୍ଷ ଅକ୍ଟୋବରରେ ଏନସିବିର ମୁମ୍ବାଇ ୟୁନିଟ୍ ଡ୍ରଗ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ବର୍ଷ ପରେ ଏନସିବିର ଭିଜିଲାନ୍ସ ଟିମ୍ ଏହାର ନିର୍ଦ୍ଦେଶକଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏନସିବିର ମୁମ୍ବାଇ…

ଅଭିନେତ୍ରୀ ବୈଶାଳୀ ଠକ୍କର କାହିଁକି କଲେ ଆତ୍ମହତ୍ୟା ? ଜଣାପଡ଼ିଲା ରହସ୍ୟ..

ମୁମ୍ବାଇ: ସାମ୍ନାକୁ ଆସିଲା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟାର ରହସ୍ୟ । ଗତକାଲି ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ଠାରେ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କ ମନରେ ଗଭୀର ଦୁଃଖ ଦେଇଥିଲା। ତେବେ ଚର୍ଚ୍ଚିତ ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ…