Latest Odisha News
Browsing Category

ମନୋରଞ୍ଜନ

‘ମି ଠୁ’ ପରେ ତନୁଶ୍ରୀଙ୍କ ନୂଆ ଅଭିଯୋଗ, କହିଲେ ହତ୍ୟା କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, 'ମି ଠୁ' ଖୁଲାସା ହେବା ପରେ ତାଙ୍କୁ ବାରମ୍ବାର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ସୂଚନା ଥାଉକି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ…

ହସ୍ପିଟାଲ ବେଡରେ ବାବୁସାନ୍, ଏହି ରୋଗରେ ହୋଇଛନ୍ତି ଅସୁସ୍ଥ

ଭୁବନେଶ୍ୱର: ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ। ସେ ଏବେ ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ପୂର୍ବ ଅପେକ୍ଷା ସେ ଏବେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତିନି- ଚାରି ଦିନ ତଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି…

ପିଲାଙ୍କ ନାମକରଣ ବେଳେ ଦ୍ୱନ୍ଦ ଉପୁଜିଲେ ରଖନ୍ତୁ ଏହି ସ୍ୱତନ୍ତ୍ର ନାମ

ମୁମ୍ବାଇ: ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ବହୁତ ଖୁସି ହୁଅନ୍ତି। ଘରେ ଆନନ୍ଦ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଥାଏ। ପିଲା ଜନ୍ମ ହେବା ପୂର୍ବରୁ ହିଁ ଶିଶୁର ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଆଜିକାଲି ମର୍ଡେନ ନାମ କିମ୍ବା ବିଦେଶୀଙ୍କ ନାମରେ…

ପୁଅ ଆର୍ଯ୍ୟାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ

ମୁମ୍ବାଇ: ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ପୁଅ ଆର୍ଯ୍ୟାନ ଖାନଙ୍କ ଗିରଫଦାରୀକୁ ନେଇ ନୀରବତା ଭାଙ୍ଗିଲେ ଗୌରୀ ଖାନ। ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଟକ୍ ଶୋ 'କଫି ୱିଥ୍ କରଣ-ସିଜନ 7' ରେ ଅତିଥି ଭାବେ ଆସିଥିବା ଗୌରୀ ଖାନ, ମନ ଖୋଲି ନିଜ ପରିବାର ସମ୍ପର୍କରେ ଆଲୋଚନା କରିଛନ୍ତି।…

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  । ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ…

୪୨ ବର୍ଷରେ ପାଦ ଦେଲେ ବେବୋ

ମୁମ୍ବାଇ: ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ୪୨ ବର୍ଷରେ ପାଦ ଥାପିଛନ୍ତି ବେବୋ। ପରିବାରକୁ ଗୁରତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଥିବା ବେବୋଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା.... କରୀନା କପୁର ଖାନ…

ଅମିତାଭଙ୍କ ‘ଦିଓ୍ୱାର’ ଫିଲ୍ମ ଦେଖି ହିରୋ ହେବାକୁ ଇଚ୍ଛା ରଖିଥିବା ରାଜୁଙ୍କ ଅସଲି ନାମ ଜାଣନ୍ତି ?

ନୂଆଦିଲ୍ଲୀ: ନିଜସ୍ବ ଶୈଳୀରେ ଦୁନିଆକୁ ହସି ହସି ବେଦମ କରାଉଥିବା କଳାକାର ରାଜୁ ଶ୍ରୀବାସ୍ତବ ଏବେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ପରପାରିରେ। ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ପରଲୋକ ଘଟିଛି। ସେ ହସ୍ପିଟାଲ ବେଡରେ ୪୧ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ…

ପରଲୋକରେ କମେଡିଆନ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରାଜୁଙ୍କ ପରିବାର ଲୋକେ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଅଗଷ୍ଟ ୧୦ରେ…

‘ଛେଲୋ ସୋ’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ: ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଆର୍‌ଆର୍‌ଆର୍‌କୁ’ ପଛରେ ପକାଇ ‘ଛେଲୋ ସୋ ଓସ୍କାରକୁ ମନୋନୀତ ହୋଇଛି । ଗୁଜରାଟୀ ଚଳଚ୍ଚିତ୍ର ହେଉଛି ଛେଲୋ ସୋ’ ।  ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ ଏହି ଫିଲ୍ମ। ଫିଲ୍ମ ଫେଡେରେସନ ଅଫ୍‌…

ଆରଆରଆର ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ ଓସ୍କାର ପୁରସ୍କାର ଦୌଡରେ ସାମିଲ ହେଲା ଛେଲୋ ଶୋ

ନୂଆଦିଲ୍ଲୀ: ୨୦୨୩ ଓସ୍କାର ପୁରସ୍କାର ବିଦେଶୀ କାଟାଗୋରିରେ ଭାରତର କେଉଁ ଫିଲ୍ମ ପ୍ରବେଶ କରିବ ସେ ନେଇ ଆଲୋଚନା ଜୋର ଧରିଥିଲା । ଏହି ଦୌଡରେ ଆରଆରଆର ଓ ଦି କଶ୍ମୀର ଫାଇଲ୍ସ ଆଗରେ ଥିଲେ । ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଗୁଜରାଟୀ ଫିଲ୍ମ ଛେଲୋ ଶୋଙ୍କୁ ଏଥିପାଇଁ ମନୋନୀତ କରାଯାଇଛି ।…