Latest Odisha News

BREAKING NEWS

Browsing Category

ସୁବର୍ଣ୍ଣପୁର

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ…

ଫେଲ୍ ମାରିଛି ଅମୃତଧାରା ପ୍ରକଳ୍ପ: ପାଣି ପାଇଁ ଅସୁବିଧାରେ ଲୋକେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୌର ପରିଷଦ ପକ୍ଷରୁ ତିଆରି କରାଯାଇଛି ଅମୃତ ଧାରା ପ୍ରକଳ୍ପ । ବିଶୁଦ୍ଧ ଥଣ୍ଡା ପାଣି ବାହାରିବା ତ ଦୁରର କଥା ପାଣି ମୁନ୍ଦାଏ ବି ବାହାରୁ ନାହିଁ । ଦୀର୍ଘ ଦିନ ହେଲା ପ୍ରକଳ୍ପ ତିଆରି ହେବା ପରଠୁ ଏହି ପ୍ରକଳ୍ପଗୁଡିକରୁ ପାଣି ବାହାରୁ ନ…

୧୦ କେଜିର ୩ଟି ହାତୀ ଦାନ୍ତ ଜବତ, ଜଣେ ଗିରଫ

ଭୁବନେଶ୍ୱର: ହାତୀ ଦାନ୍ତ ଏବଂ ବନ୍ୟ ଜନ୍ତୁ ଚୋରା ଚାଲାଣକାରୀ ରଞ୍ଜନ ମହାକୁଡ ଗିରଫ । ସୋନପୁର ଜିଲ୍ଲା ଯୁବରନିସିତାପୁର ଗାଁ ନିକଟରେ ସକାଳୁ ହାତୀ ଦାନ୍ତ ନେଇ ଡିଲ୍ ଚାଲିଥିବା ବେଳେ ଏସଟିଏଫ ରଞ୍ଜନଙ୍କୁ ରଙ୍ଗେହାତ ଗିରଫ କରିଛି । ଗିରଫ ବେଳେ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ ହୋଇଛି।…

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ…

ରାଜ୍ୟର ୧୬ ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା…

[ଭିଡିଓ] ପୌର ନିର୍ବାଚନ : ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ କଲେ ବିଜେଡି କାଉନସିଲର

ସୁବର୍ଣ୍ଣପୁର : ପୌର ନିର୍ବାଚନ ଜିତଲେ । ହେଲେ ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲ। ସୁବର୍ଣ୍ଣପୁର ଜିଲ୍ଲା ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା । ଫଳାଫଳ ଘୋଷଣା ସମୟରେ ନିଜ ୱାର୍ଡର…

ପୌର ନିର୍ବାଚନ : ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ

ସୁବର୍ଣ୍ଣପୁର  : ପୌର ନିର୍ବାଚନ ନେଇ ଜୋରସୋରରେ ପ୍ରସ୍ତୁତି ।ଏଥର ପ୍ରଚାର ମଇଦାନରେ ସାମ୍ବାଦିକ ପ୍ରାର୍ଥୀ ।ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜମୁଛି ପ୍ରଚାର ।ସୁବର୍ଣ୍ଣପୁର ଜିଲ୍ଲା ସଦର ପୌର ପରିଷଦରେ ଏବେ ନିର୍ବାଚନ ମାହୋଲ ସରଗରମ ହୋଇ ଉଠିଛି । କଂଗ୍ରେସ ବିଜେପି ବିଜେଡି ଓ…

ମହାନଦୀ ପୋଲ ଉପରୁ ଡେଇଁ ଯୁବକ ଗୁରୁତର ,କାରଣ ଅସ୍ପଷ୍ଟ

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ବନିକା ମହାନଦୀ ବ୍ରିଜ ଉପରେ ନଦୀକୁ ଡେଇଁ ଜଣେ ଯୁବକ ଗୁରୁତର  ।ଯୁବକ ଜଣକ ବନିକା ଭଣ୍ଡାର ପଞ୍ଚାୟତ ଆମ୍ବପାଲି ଗାଁର ରୋହିତ ସୁନା ବୋଲି ଜଣାପଡିଛି । ସ୍ଥାନୀୟ ଲୋକ ଯୁବକଙ୍କୁ ଦେଖି ତୁରନ୍ତ ବନିକା ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହାନୀ…

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

ସୁବର୍ଣ୍ଣପୁର: ଭିଜିଲାନ୍ସ ହାତରେ ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ଦେବାନନ୍ଦ ନାୟକ ଓ ଭାରପ୍ରାପ୍ତ ସମ୍ପାଦକ କୁନା ନାୟକ । ଋଣ ନାଁରେ ଚାଷୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧାନ ବିକ୍ରି ସଂପର୍କରେ ଜଣେ ଅଭିଯୋଗକାରୀଙ୍କ ଠାରୁ ଆଠ ହଜାର ଟଙ୍କା ଗ୍ରହଣ…

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି: ୨ ମୃତ, ୫ ଗୁରୁତର

ସୋନପୁର: ଗଛରେ ପିଟି ହେଲା ବରଯାତ୍ରା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୫ ଜଣ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ବରଯାତ୍ରୀ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ…