Latest Odisha News
Browsing Category

ସୁବର୍ଣ୍ଣପୁର

[ଦେଖନ୍ତୁ ଭିଡିଓ] ପୌରପରିଷଦ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ

ଗୁଣୁପୁର: ଚଳିତ ପୌର ନିର୍ବାଚନ ପାଇଁ ଗୁଣୁପୁର ପୌର ପରିଷଦରେ ବିଜୁ ଜନତା ଦଳ ତରଫରୁ ଶୋଭାଯାତ୍ରା । ପୌରପରିଷଦର ସମସ୍ତ ୧୯ ୱାର୍ଡର ଆଜି ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ନିଜ ନିଜର ଦାଖଲ କରିଛନ୍ତି ନାମାଙ୍କନପତ୍ର । ଜିଲ୍ଲା ସଭାପତି ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗଙ୍କ…

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ…

ବ୍ୟାଙ୍କରେ ଲାଗିଲା ନିଆଁ, ଜଳିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ସୁବର୍ଣ୍ଣପୁର: ଉଲୁଣ୍ଡା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ବ୍ୟାଙ୍କର ରେକର୍ଡ ରୁମରେ ନିଆଁ ଲାଗିଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଛାରଖାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ବହୁ ସମୟ ପରେ ନିଆଁ…

ପ୍ରାର୍ଥୀପତ୍ର ନାକଚକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର : ପ୍ରାର୍ଥୀପତ୍ର ନାକଚକୁ ନେଇ ତେଜିଲା ବିବାଦ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ବିନା କାରଣରେ ପ୍ରାର୍ଥୀ ପତ୍ର ନାକଚକୁ ନେଇ ଗ୍ରାମବାସୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସରପଞ୍ଚ ପ୍ରାର୍ଥୀ ମହେଶ୍ୱର…

ସୋନପୁର ବୋଲେରୋ ଦୁର୍ଘଟଣା, ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ସହାୟତା ଘୋଷଣା

ସୁବର୍ଣ୍ଣପୁର : ସୋନପୁର ବୋଲେରୋ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା । ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର…

ବୋଲେରୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ବାପା ଓ ଝିଅ ସମେତ ୫ ମୃତ

ସୋନପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଗତକାଲି ରାତିରେ ସୋନପୁର ନିକଟ ମହାନଦୀ ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଆଉ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏକ ବରଯାତ୍ରୀ ଦଳ ବୋଲେରୋରେ ଫେରିବା ବେଳେ ବ୍ରିଜ ଉପରେ…

କାର-ବାଇକ୍ ମୁହାଁମୁହିଁ, ଜଣେ ମୃତ

ସୋନପୁର: ଶୁକ୍ରବାର ରାତି ୮.୩୦ ମିନିଟ୍ ସମୟରେ ବିନିକା-ରାମପୁର ରାସ୍ତା ରାଜପାଲି ଛକ ନିକଟରେ କାର ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଇଥିଲା । ଘଟଣାରୁ ପ୍ରକାଶ ଯେ, ବିନିକା ପଟରୁ ଏକ ବାଇକ ଯୋଗେ ଜଣେ ଯାଉଥିବା ବେଳେ ଵିଶାଲପାଲି ପଟରୁ…

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ…

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର…

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ…