Latest Odisha News

BREAKING NEWS

Browsing Category

ଅନୁଗୁଳ

Anugul

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ପଡିଲା ମହଙ୍ଗା: ଜଣେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ଜଣେ ଯୁବକଙ୍କୁ ବନ୍ୟଜନ୍ତୁଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ଗିରଫ କରିଛି ବନ ବିଭାଗ  । ଗିରଫ ଯୁବକ ଜଣକ କୁଲାଡ ଗାଁର ଦିନେଶ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦୀର୍ଘ ଏକ ବର୍ଷ ହେବ ବଅଁରପାଳ ବ୍ଲକ ଅଞ୍ଚଳ ହାତୀ ମାନଙ୍କର…

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…

ତାଳଚେରରେ ପୁଣି ହାତୀ ଉପଦ୍ରବ, ଉଜାଡ଼ିଦେଲେ ସୁନାର ଫସଲ

ଅନୁଗୁଳ: ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଶଣରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ। ଗତ ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟଭିତ ହୋଇ ରହୁଛନ୍ତି ଅଞ୍ଚଳବାସୀ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀପଲ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ…

ଧରାପଡିଲା ବ୍ରାଉନସୁଗାର ବେପାରୀ, ୪୧ ଗ୍ରାମ ବ୍ରାଉନସୁଗର ଜବତ

ଅନୁଗୁଳ: ବଢିଚାଲିଛି ବ୍ରାଉନସୁଗାର ବେପାରୀଙ୍କ ରାଜ୍। ପୁଣି ଅନୁଗୁଳ ଅବକାରୀ ବିଭାଗ ହାତରେ ଧରାପଡିଲେ ବ୍ରାଉନସୁଗର ବେପାରୀ। ଅନୁଗୋଳ ଜିଲ୍ଲା ତାଳଚେର ଟାଉନ ଅରା ସାହି ନିକଟରୁ ୪୧ ଗ୍ରାମ ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସୁନୀଲ…

ତାଳଚେରରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ତାଳଚେର: ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି ଏସଟିଏଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସେହି ସାହିର ସୁନୀଲ କୁମାର ଭୁତିଆ । ସୂଚନା ଅନୁସାରେ ଅରା ସାହିର…

ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ

ଅନୁଗୁଳ: ଝଗଡା ବେଳେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର ଦାଣ୍ଡିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ସ୍ଵାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସ୍ତ୍ରୀ ନାଁରେ ଥାନାରେ ଏତଲା । ସୂଚନା ଅନୁସାରେ,…

କୋଟିପତି ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଅନୁଗୁଳ: ପାଲଲହଡା ବିଇଓ ଅଫିସର ଜେଇ ଗିରଫ  । ଜେଇ ପ୍ରସନ୍ନ କୁମାର ପାଣି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।  ଫଳରେ ବିପୁଳ ପରିମାଣର ସମ୍ପତ୍ତି ଠାବ…

ତାଳଚେରରେ ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା: ବର୍ଷକୁ ଥରେ ଅଗ୍ନି ରୂପେ ଭକ୍ତଙ୍କୁ ଦର୍ଶନ…

ତାଳଚେର: ଆସୁଛି ପାର୍ବଣ  । ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କର ଷୋଡଶ ଉପଚାର ପୂଜା  । ଏଥିଲାଗି ଚଳଚଞ୍ଚଳ ହୋଇପଡିଛି ଗାଁଠୁ ସହର  । ଚଣ୍ଡିପାଠରେ କମ୍ପୁଛି ସାରା ପରିବେଶ  । ସମସ୍ତ ଶକ୍ତିପୀଠ ଗୁଡିକ ମଧ୍ୟରେ ତାଳଚେରର ମା ହିଙ୍ଗୁଳାଙ୍କ ପୀଠ ଅନ୍ୟତମ  । ତାଳଚେର ର ଗୋପାଳଗଡରେ…

ଅନୁଗୁଳ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳାତା । ଏକ ବଡ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଅନୁଗୁଳ ପୋଲିସ । ପୂର୍ବରୁ ଅନେକ ଲୁଟ, ଛିନତାଇ ମାମଲାରେ ଏହି ଲୁଟେରା ମାନେ ସମ୍ପୃକ୍ତ ଥିବା ବେଳେ ଚଳିତ ମାସ ୧୨ ତାରିଖରେ ଦୁଇଜଣ ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ କରିଥିଲେ । ପୋଲିସ ସେମାନଙ୍କୁ…