Latest Odisha News
Browsing Category

ଅନୁଗୁଳ

Anugul

ବିଦ୍ୟୁତ ତାର ନେଲା ଦନ୍ତାର ଜୀବନ

ଅନୁଗୋଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ହାତୀଟି ମାଧପୁର ଜଙ୍ଗଲ ନିକଟରେ…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିଡି ଗାଁର କିଛି ବ୍ୟକ୍ତି…

ତୃତୀୟ ଦିନରେ ବିଜେଡିର ଜୟଯାତ୍ରା ଜାରି , ୧୫ଟି ଜିଲ୍ଲା ପରିଷଦ ଆସନରୁ ବିଜୟୀ

ଅନୁଗୁଳ: ତୃତୀୟ ଦିନରେ ଚାଲିଥିବା ଗଣତିରେ ମଧ୍ୟ ବିଜେଡିର ଜୟଯାତ୍ରା ଜାରି ରହିଛି । ପ୍ରଥମ ଦୁଇ ଦିନର ଗଣତିରେ ୧୫ଟି ଆସନ ହାସଲ କରି ବିଜେଡି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଆଜି ଗଣତି ଚାଲିଥିବା ୧୨ଟି ଜୋନ ଭିତରୁ ବିଜେଡି ୧୦ଟିରେ ଆଗୁଆ ରହିଥିଲା ବେଳେ ବିଜେପି ୨ଟି ଆସନରେ…

[ଭିଡିଓ] ୟୁକ୍ରେନରେ ଫସିଲେ ଅନୁଗୁଳ ପୁଅ ଆଲୋକ ,ଉଦ୍ଧାର ପାଇଁ ପରିବାର କଲେ ନିବେଦନ

ଅନୁଗୁଳ : ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଭୀଷଣ ଯୁଦ୍ଧ । ଏହି ସମୟରେ ୟୁକ୍ରେନରେ ଫସିଛନ୍ତି ଓଡିଆ ଯୁବକ ଯୁବତୀ । ଅନଗୁଳ ବଳରାମ ପ୍ରସାଦର ଆଲୋକ ସାମଲ ୟୁକ୍ରେନରେ ଏବିବିଏସ୍ ପାଠପଢୁଥିଲେ । ୟୁକ୍ରେନ ଉପରକୁ ଋଷ୍ ଆକ୍ରମଣ କରିବା ପରେ ଫସି ଯାଇଛନ୍ତି ଆଲୋକ । ୟୁକ୍ରେନରେ ଆଲୋକ…

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍…

ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି ସନ୍ଧ୍ୟା ୫ଟା ବେଳେ ଘରୁ ବାହାରି କୁଆଡେ ଯାଇଥିଲେ । ବାହାରକୁ ଯାଇ ସେ ଆଉ ଘରକୁ ଫେରି ନାହାନ୍ତି । ତାଙ୍କ ମୋବାଇଲ ମଧ୍ୟ ସ୍ୱିଚ…

ସ୍ପେୟାର୍ ପାର୍ଟସ୍ ଆଳରେ ଚାଲିଥିଲା ନକଲି ମଦ ବୋତଲ ଠିପି ଓ ଷ୍ଟିକର୍ କାରବାର

ଅନୁଗୁଳ: ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ୱାର୍ଡକୁ ମିଳିଲା ବଡ ଧରଣର ମିଳିତ ସଫଳତା । ଅନୁଗୁଳ ଜିଲ୍ଲା ରାଣୀଗୁଡାରେ ଜବତ ହେଲା ବିପୁଳ ପରିମାଣର ବିଦେଶୀ ମଦ ବୋତଲ ଠିପି ଓ ଷ୍ଟିକର୍ । ସ୍ପେୟାର ପାର୍ଟସ୍ ଆଳରେ ଏହି କାରବାର ଚାଲିଥିବା ନେଇ ସୂଚନା ରହିଛି । ରାଣୀଗୁଡାର ଜୟ ପ୍ରକାଶ…

ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ

ଅନୁଗୋଳ: ଭିଜିଲାନ୍ସ ଜାଲରେ ତାଳଚେର ବିଡିଓ ଅଫିସର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ୪ଟି ସ୍ଥାନରେ ଭିଜିଲାନ୍ସର ୪ଟି ଟିମ୍ ରେଡ୍ ଚଳାଇଛନ୍ତି ।ତାଙ୍କର ସରକାରୀ ବାସଭବନ ସହ କୁମଣ୍ଡ ଓ…

ସିନ୍ଦୁର ନେଲା ଜୀବନ !

ଅନୁଗୁଳ: ସ୍ୱାମୀ ଓ ଦେଢସୁର ମିଶି ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତନା ଘନା ଆରମ୍ଭ କରିଛି । ଏହି ଘଟଣାରେ ସମ୍ପୃକ୍ତ ସ୍ୱାମୀ ଓ ଦେଢସୁରଙ୍କୁ ପୋଲିସ ଅଟକ ରଖି ଅଧିକ ପଚରାୁଚରା କରୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ…