Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

କୋର୍ଟ ପରିସରରେ ବିଷ ପିଇଦେଲେ ମହିଳା ଓକିଲ

ବାଲେଶ୍ୱର: ଛାଡ଼ପତ୍ର ପାଇଁ ଦୀର୍ଘ ୧୧ ବର୍ଷ । ନିଜେ ଓକିଲ ହୋଇ ବି ହୋଇ ପାରିଲାନି ଛାଡ଼ପତ୍ର । ଶେଷରେ ବାଲେଶ୍ୱର ପରିବାର ଅଦାଲତରେ ବିଷ ପିଇଦେଲେ ମହିଳା ଓକିଲ ।  ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଓକିଲ ଜଣକ ନିଜେ ନିଜ ଛାଡ଼ପତ୍ର ମାମଲା ଲଢ଼ୁଥିଲେ । ତେବେ ନ୍ୟାୟିକ ପ୍ରକ୍ରିୟାରେ…

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ…

ସାମ୍ବାଦିକଙ୍କୁ ନିର୍ଯାତନା ଘଟଣା: ଆଜି ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା

ନୀଳଗିରି : ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ବୁଧବାର ନୀଳଗିରି ୧୨ଘଣ୍ଟିଆ ବନ୍ଦ ଡ଼ାକରା । ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ । ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।…

ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକା ଘଟଣା:କାର୍ଯ୍ୟାନୁଷ୍ଠାନ ନ ହେଲେ ବୁଧବାର ନୀଳଗିରି ବନ୍ଦ

ବାଲେଶ୍ୱର: ନୀଳଗିରି ଆଇଆଇସି ଦ୍ରୌପଦୀ ଦାସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି । ଆଗାମୀ ଦୁଇ ଦିନ ମଧ୍ୟରେ ଦ୍ରୌପଦୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେଲେ ନୀଳଗିରି ବନ୍ଦ ପାଇଁ ଚେତାବନୀ ଦିଆଯାଇଛି ।  ଏ ନେଇ ନୀଳଗିରିରେ ସର୍ବଦଳୀୟ ବୈଠକ ବସିଥିଲା । ବୈଠକରେ…

ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ ଆଜି ଚାନ୍ଦିପୁର ଆଇଟିଆର ରେଂଜରେ ସଲିଡ ଫୁଏଲ ଡକ୍ଟେଡ ରାମଜେଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପୂର୍ବାହ୍ନରେ ଆକାଶମାର୍ଗରେ ଏହାର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହାର ବୁଷ୍ଟର ମୋଟର ଏବଂ ନୋଜଲ ଲେସ୍ ମୋଟର…

ଦିଲ୍ଲୀରେ ସାମ୍ବାଦିକଙ୍କ ବେଡ଼ି ମାମଲା: କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଲା ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ

ଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିଲାଣି ନୀଳଗିରିରେ ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଯିବା ମାମଲା । ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଏହି ଘଟଣା ନେଇ ଗଭୀର ଉଦବେଗ୍ ପ୍ରକାଶ କରିବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି । ସାମ୍ବାଦିକଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ କଡା…

ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର

ସୋର (ବାଲଶ୍ୱର): ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ । ବିଲ ଭିତରୁ ମିଳିଲା କ୍ଷତାକ୍ତ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ବିଲ ଭିତରୁ ମିଳିଛି ମୃତଦେହ । ମୃତକଙ୍କ ନାଁ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କୁ ଗୁରୁତର…

ବୀଭତ୍ସ ହତ୍ୟା: ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟିପିଟି ମାରିଦେଲା ଅଭିଯୁକ୍ତ

ବାଲେଶ୍ୱର: ସାମାନ୍ୟ ବଚସାରୁ ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଶାବଳରେ ପିଟି ପିଟି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ଏଭଳି ବର୍ବର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ରାକେଶ ପଣ୍ଡା । ସେ ରାସ୍ତାକାମରେ ନିୟୋଜିତ ଠିକାଦାରଙ୍କ ସଂସ୍ଥାରେ ସୁପରଭାଇଜର ଭାବରେ କାମ…

ଯାତ୍ରା ଦେଖାରୁ ଶେଷଯାତ୍ରା: ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ

ସୋର(ବାଲେଶ୍ୱର): ଯାତ୍ରା ଦେଖି ଯିବା ବାଟରେ ଛକିଥିଲା ମୃତ୍ୟୁ । ଯାତ୍ରା ଦେଖାରୁ ଶେଷ ଯାତ୍ରା । ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ନିକଟ କାନପୁର ଛକ ନିକଟରେ ଗତକାଲି ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ…

ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗର ଜବତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଳେଶ୍ବରରୁ ୨୬୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗୁପ୍ତଚରଙ୍କ ସୂଚନା ଆଧାରରେ ଭୋଗରାଇ ପୁଲିସ ଓ ଅବକାରୀ ବିଭାଗ ଦ୍ବାରା ବାଲେଶ୍ବର ଜିଲ୍ଲାର ଜଳେଶ୍ବରର କମର୍ଦ୍ଦା ରୋଡରେ ଚଢାଉ କରାଯାଇଥିଲା।…