Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର: ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୧୯ଟି ବୁଥରେ ଭୋଟ ଜାଲିଆତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଅଞ୍ଜଳି ପ୍ରଧାନ । ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ଓ ବସ୍ତା ଈଊଙଙ୍କ ଅବହେଳା ଓ ସଂପୃକ୍ତି…

ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ: ଜଣେ ମୃତ, ୨ ଗୁରୁତର

ବାଲେଶ୍ୱର: ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲର ସହ ପିଟି ହେଲା ଆମ୍ବୁଲାନ୍ସ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।…

[ଭିଡିଓ] ନୀଳଗିରିରେ ଭାଲୁ ଆତଙ୍କ

ବାଲେଶ୍ୱର: ନୀଳଗିରିରେ ଭାଲୁ ଆତଙ୍କ । ରାତି ଅଧରେ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି ଭାଲୁ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ସ୍ୱର୍ଣ୍ଣଚୂଡ ପାହାଡ଼ ଚାରିପଟେ ଏବେ ଭାଲୁ ଉପଦ୍ରବ୍ୟ ବୃଦ୍ଧି ପାଇଛି । ଗାଁ ଭିତରକୁ ଭାଲୁ ପଶି ଲୋକଙ୍କୁ…

ରାସ୍ତା ଉପରେ ନବଜାତକ ମୃତଦେହ, ଝୁଣି ଖାଇଲା ବୁଲା କୁକୁର

ବାଲେଶ୍ୱର: ରାସ୍ତା ଉପରେ ପଡ଼ି ରହିଛି ନବଜାତ ଶିଶୁଙ୍କ ମୃତଦେହ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖର। ଯେଉଁଠି ଆଜି ସକାଳେ ଏଭଳି କିଛି ବିଚଳିତ କଲା ଭଳି ଘଟଣା ଘଟିଛି। ବର୍ଷା ହେବା ଯୋଗୁଁ ରାସ୍ତା ଉପରକୁ ଭାସି ଆସିଛି ନବଜାତଙ୍କ ମୃତଦେହ । ଆଉ ବୁଲା…

ଶାଶୁ ଘର ଲୋକଙ୍କ ଆକ୍ରମଣରେ ବାପ ଘର ଲୋକ ଗୁରୁତର

ଜଳେଶ୍ୱର: ବାପଘର ଲୋକ ଝିଅକୁ ଶାଶୁ ଘରକୁ ଆଣିବାକୁ ଯାଇ ମା’, ଭାଇ, ଭଉଣୀ ଭିଣୋଇ ଆକ୍ରମଣର ଶିକାର ହୋଇଥିଲେ । ଶାଶୁ ଘର ଆକ୍ରମଣରେ ଛଅ ଆହତ ଜଣେ ଗୁରୁତର ହୋଇଛନ୍ତି । ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର…

ରାଜନୀତି ମଇଦାନରେ ରିକ୍ସା ଚାଳକ ସନାତନ ଦାସ

ବାଲେଶ୍ୱର: ପେଶା ହେଉଛି ରିକ୍ସା ଚଳାଇବା ଆଉ ନିଶା ପାଲଟିଛି ରାଜନୀତି । ରାଜନୀତି ମୈଦାନ ଏବେ ଚଳଚଞ୍ଚଳ ହୋଇଉଠିଛି । ଦଳ ଦଳ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ତେବେ ଏମିତି କିଛି ନିଆରା ପ୍ରାର୍ଥୀଙ୍କୁ ରାଜନୀତି ରଣାଙ୍ଗାନରେ ଦେଖିବାକୁ ମିଳିଛି। ବାଲେଶ୍ୱର ରେମୁଣା ବ୍ଲକର ମନ୍ଦାରପୁର…

ଝୋଟ ହସ୍ତକଳା ଗ୍ରାମୀଣ ମହିଳାଙ୍କୁ କରିବ ସ୍ୱାବଲମ୍ବୀ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ସଦର ବ୍ଳକ ଅନ୍ତର୍ଗତ ଗୁଆଁଳ ପଞ୍ଚାୟତର କୁଡିଆଠାରେ ଆୟୋଜିତ ‘ଝୋଟ ହସ୍ତକଳାର…

ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ଜିଲ୍ଲା ଜଜ୍

ବାଲେଶ୍ୱର: ବହୁଚର୍ଚ୍ଚିତ ବାଲେଶ୍ୱର ଖନ୍ତାପଡା ସୁକାନ୍ତି ନାୟକ ହତ୍ୟା ମାମଲାର ରାୟ ଶୁଣାଇଲେ ମାନ୍ୟବର ଜିଲ୍ଲା ଜଜ୍ । ସ୍ତ୍ରୀହନ୍ତା ସ୍ୱାମୀ ତଥା ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ମିଳିଲା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ । ୨୦୧୬, ଅଗଷ୍ଟ ୨୦ ତାରିଖ । ଖନ୍ତାପଡା ଥାନା ଅନ୍ତର୍ଗତ…

[ଭିଡ଼ିଓ] ସୋର ବସ୍ ଦୁର୍ଘଟଣାରେ ୮ମୃତ, ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୁଇ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଡ ଧରଣର ବସ ଦୁର୍ଘଟଣା । ସୋର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ବିଦୁ ଛକ ନିକଟରେ  ମର୍ମନ୍ତୁଦ ବସ ଦୁର୍ଘଟଣା । ଦୁର୍ଘଟଣାରେ ୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିରେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପରିବାର ବର୍ଗଙ୍କୁ ଗଭୀର…

ଚାନ୍ଦିପୁରରୁ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ । ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ସକାଳ ୧୦ଟା ୪୫ ମିନିଟରେ ମିସାଇଲ ଉତକ୍ଷେପଣ କରାଯାଇଥିଲା । ଏହାର ପରୀକ୍ଷଣ ସଫଳ ହୋଇଛି । ଏହା ହେଉଛି…