Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ…

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ

ଭଦ୍ରକ: ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ କେନ୍ଦ୍ର । ଭଦ୍ରକରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ଗ୍ରହଣ ଚାଲିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଲୋକମାନେ ସକାଳ୯ ଟା ଠାରୁ ଲମ୍ବା ଲାଇନରେ ଆସି ପ୍ରବଳ ଖରାରେ ପୁରୁଷ ଓ…

ଭଦ୍ରକର ଅଭିଷେକଙ୍କୁ ଆବଶ୍ୟକ ଇକମୋ ଚିକିତ୍ସା, ସାହାଯ୍ୟ ପାଇଁ ପରିବାରର ନିବେଦନ

ଭଦ୍ରକ: ବାସୁଦେବପୁର ଅଂଚଳର ଅଭିଷେକ ମହାପାତ୍ର ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଙ୍କ କହିବାନୁସାରେ ତାଙ୍କୁ ଇକମୋ ଚିକିତ୍ସାର ଆବଶ୍ୟକ । ଏଥି ପାଇଁ ତାଙ୍କୁ କୋଲକାତାକୁ…

ନିଶା କାରବାରର ଏନ୍ତୁୁଡିଶାଳ ପାଲଟିଛି ଭଦ୍ରକ, ମଦ ଜବତ ୭ ଗିରଫ

ଭଦ୍ରକ: କେତେବେଳେ ବ୍ରାଉନ୍ ସୁଗାର ତ ପୁଣି କେତେବେଳେ ଆସ୍କା ଫୋର୍ଟି କିମ୍ବା ଅନ୍ୟ ନିଶା କାରବାର ପାଇଁ ଚର୍ଚ୍ଚା ମୁଣ୍ଡାଇଛି ଭଦ୍ରକ ଜିଲ୍ଲା । ଏବେ ପୁଣିଥରେ ଦେଶୀ ଓ ବିଦେଶୀ ମଦ ଜବତ ହେବା ପରେ ୭ଜଣଙ୍କ ଗିରଫଦାରୀ ଘଟଣା ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁଯାୟୀ ୧୬ ନମ୍ବର ଜାତୀୟ…

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ…

ଧସୁଛି ନଦୀ ବନ୍ଧ, ବିପଦରେ ଭଦ୍ରକର ଦୁଇଟି ଗାଁ

ଭଦ୍ରକ: ବାତ୍ୟା ୟାସ୍ ପରେ ଭଦ୍ରକରେ ବୃଦ୍ଧି ପାଇଥିଲା ବନ୍ୟା ଜଳ । ହେଲେ ଏବେ ହ୍ରାସ ପାଇଛି ବନ୍ୟା ଜଳ, ଧସୁଛି ନଦୀ ବନ୍ଧ । ଏ ନେଇ ଭଦ୍ରକର ଦୁଇଟି ଗାଁର ଲୋକେ ଭୟଭୀତ ହୋଇପଡିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ବନ୍ୟା ଜଳ ହ୍ରାସ ପାଇବା ପରେ ବୈତରଣୀ ନଦୀର ଶାଖା ନଦୀ ଗେଙ୍ଗୁଟିର ୫୦…

ବ୍ରାଉନ୍ ସୁଗାରର ଗନ୍ତାଘର ପାଲଟିଛି କି ଭଦ୍ରକ ?

ଭଦ୍ରକ: ଜିଲ୍ଲାର ପରିସୀମା ତୁଳନା କଲେ ଏତେଟା ବଡ ନୁହେଁ । ଓଡିଶାକୁ ବାତ୍ୟା ଆସିଲେ ଏହି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ବାତ୍ୟା ପରେ ପୁଣିଥରେ ଭଦ୍ରକ ଜିଲ୍ଲାର ନାଁ ଚର୍ଚ୍ଚାକୁ ଆସିଛି । ହେଲେ କୌଣସି ଗୌରବାନ୍ୱିତ କାମ ପାଇଁ ନୁହେଁ ବରଂ ବ୍ରାଉନ୍ ସୁଗାର କାରବାରକୁ ନେଇ…

କରୋନା ଯୋଦ୍ଧାଙ୍କୁ ଭଦ୍ରକରେ ଭକ୍ତିପୁତ ଶ୍ରଦ୍ଧାଂଜଳୀ

ଭଦ୍ରକ: ସାରା ବିଶ୍ୱରେ କରୋନା କରିଛି କାୟା ବିସ୍ତାର । ଏଥିରୁ ବାଦ୍ ପଡିନି ଓଡିଶା । ଖାସ କରି ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ଅଧିକ ସାମ୍ବାଦିକ ତଥା କରୋନା ଯୋଦ୍ଧାଙ୍କ ଜୀବନହାନୀ ଘଟିଛି । ସମାଜ ତଥା ଦେଶ ପାଇଁ କର୍ତ୍ତବ୍ୟ ସମ୍ପାଦନ କରି ରାଜ୍ୟରେ ଏ ଯାବତ ୩୪ଜଣ ସାମ୍ବାଦିକଙ୍କୁ କରୋନା…

ୟାସ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା । ବାତ୍ୟା ୟାସ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାର ଯେଉଁ ସବୁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କିପରି କରାଯାଉଛି । ତା ସହିତ ଓ ରିଲିଫରୁ ନେଇ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି, ତାହାର ସମୀକ୍ଷା କରିଛନ୍ତି ରାଜ୍ୟ…

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ୱାମୀ ଗିରଫ

ଭଦ୍ରକ : ପୁଣି ଯୌତୁକ ଜୁଇରେ ବଳି ପଡ଼ିଲା ବଧୂ । ଯୌତୁକ ପାଇଁ ଜଣେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପାଞ୍ଚପଡା ଗ୍ରାମରେ ଘଟିଛି ଘଟଣା । ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ଥାନା ଆଲଦାର ସସ୍ମିତାଙ୍କ ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା…