Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା , ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ଭଦ୍ରକ : ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ପଡିଲା ମହଙ୍ଗା । ଭଦ୍ରକରେ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ । ୨୫ ହଜାର ୬ ଶହ ଟଙ୍କା ଜବତ କରିଛି ପୋଲିସ । ଭଦ୍ରକ ପୌର ପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଦେବଦ୍ରତ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ଓଡ଼ିଶା ଛାତ୍ରୀ

ଭଦ୍ରକ : ଦିନକୁ ଦିନ ଋଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ରତର ହେଉଥିବା ବେଳେ ସେଠାରେ ଫସି ରହିଥିବା ଭାରତୀୟ ଫେରିବାରେ ଲାଗିଛନ୍ତି । ଏବେ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ଫେରିବାକୁ ଅନୁରୋଧ କରିଚାଲିଛନ୍ତି । ସେହିଭଳି ଓଡ଼ିଶାର  ଜଣେ ଛାତ୍ରୀ ସେଠାରୁ ନିଜ ଘରକୁ ଫେରିଛନ୍ତି।…

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି…

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି । ୧ _ଚାନ୍ଦବାଲି ବ୍ଲକର ୨…

ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଚାଲିଛି ପ୍ରସ୍ତୁତି

ଭଦ୍ରକ : ଆସନ୍ତା କାଲି ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣି ପୀଠ । ମନ୍ଦିରରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ନୀତିକାନ୍ତି ଅନୁସାରେ ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ ହେବ । ସକଳା ୫ ଟା ସମୟରେ ମହାପ୍ରଭୁଙ୍କ ପାଇଁ ଖେଚୁଡି…

[ଦେଖନ୍ତୁ ଭିଡିଓ] କଡ଼ା ସୁରକ୍ଷା ବଳୟ ଭିତରେ ସାନି ମତଦାନ ଶେଷ

ପୁରୀ : ଆଜି ପୁରୀ ଜିଲ୍ଲାର ପୁରୀ ୫ଟି ବୁଥରେ ସ୍ଥାନରେ ସାନି ମତଦାନ ହୋଇଛି । ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇ ଥିଲା । ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର…

ନିଆରା ନେତା: ଚାଷୀ ପରିବାରରୁ ରାଜନୀତିରେ ପିଏଚଡି ପ୍ରାର୍ଥୀ

ଭଦ୍ରକ :ସବୁଠି ଏବେ ନିର୍ବାଚନୀ ଉଷ୍ମତା । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଶିକ୍ଷିତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି। ଯାହାକି ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରୁଛି। ଗାଁ ରାଜନୀତିରେ ପାଠୁଆଙ୍କ ଲାଗିଛି ଭିଡ , ସେମତି ଭଦ୍ରକରେ ଜଣେ ପିଏଚଡି ପ୍ରାର୍ଥୀ ଲଢୁଛନ୍ତି…

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା । ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ…

ବଞ୍ଚିଛି ମାନବିକତା, ବଳକା ଅର୍ଥ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ

ଭଦ୍ରକ: ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତଙ୍କ ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…