Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବଲାଙ୍ଗୀର ଲଢେଇ : ବାପାଙ୍କ ଜାଗାରେ ପୁଅ

ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ…

କାହାକୁ ନେତା ବାଛିବ ନୂଆପଡା ?

ଭୁବନେଶ୍ବର: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା। ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର ? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ…

ବଢୁଛି ତାତି: ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ପୁଣି ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି…

ଓଃ କି ଗରମ: ଦିନ ସାଢେ ୧୧ ଟା ସୁଦ୍ଧା ୪୧ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଅସହ୍ୟ ହେଲାଣି ଖରାର ପ୍ରକୋପ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା…

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।  କେତେଦିନ ସହିବା, ପରିବର୍ତ୍ତନ ଆଣିବା' ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି ୨୫ ବର୍ଷ…

ନବୀନଙ୍କ ନାରୀଶକ୍ତି: କଥାରେ ନା କାମରେ ?

ଭୁବନେଶ୍ବର: ମାଆଙ୍କୁ ସମ୍ମାନର ନାରା ଦେଉଥିବା ବିଜେଡି ମହିଳାଙ୍କୁ ଟିକେଟ୍ ଦେବାରେ ଆଗରେ । ଲୋକସଭା ହେଉ କି ବିଧାନସଭା, ମଇଦାନକୁ ଅଧିକ ସଂଖ୍ୟାରେ ମହିଳା ଯୋଦ୍ଧା ଓହ୍ଲାଇଛି ବିଜେଡି । ମହିଳା ଭୋଟ୍ ହାତେଇବା ସହ ମହିଳା ସଶକ୍ତିକରଣର ନାରା ଦେଉଛି ଦଳ । ଲୋକସଭାରେ ୩୩ପ୍ରତିଶତ ସଂରକ୍ଷଣର…

୪ ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ; ଅମର ଶତପଥୀ ହେଲେ ବରିଷ୍ଠ ଉପ-ସଭାପତି

ଭୁବନେଶ୍ବର: ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦେଇଥିବାବେଳେ, ଶ୍ରୀମୟୀ ମିଶ୍ର ଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ନବୀନ ।…

କାଲି ଶଙ୍ଖ ଛାଡି ଆଜି ପଦ୍ମ ଧରିଲେ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନଙ୍କର ଦଳ ଡିଆଁ ପର୍ବ ଜାରି ରହିଛି । ଏହି ଅବସରରେ ଆଜି ବିଜେପିରେ ଯୋଗଦେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ।…

ଏମ୍‌ସ ଭୁବନେଶ୍ୱରରେ ‘ଲୋ ଭିଜନ୍‌ କ୍ଲିନିକ୍‌’ ଉଦ୍‌ଘାଟିତ, ରୋଗୀଙ୍କ ପାଇଁ ହେବ ଆଶାର କିରଣ

ଭୁବନେଶ୍ୱର: ଅତ୍ୟନ୍ତ କ୍ଷୀଣ ଦୃଷ୍ଟିଶକ୍ତି କାରଣରୁ ନିରାଶ ହୋଇପଡ଼ିଥିବା ରୋଗୀଙ୍କ ପାଇଁ ଆଶାର କିରଣ ଆଣିଦେଇଛି ଭୁବନେଶ୍ୱର ଏମ୍‌ସ । ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଉଦ୍‌ଘାଟିତ ହୋଇଛି…

ଆଜି ବି ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଛି। ଆଜି ବି ରାଜଧାନୀ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୧୧ଟା ସୁଦ୍ଧା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା…