Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱର ଚାରା ଦୁର୍ନୀତିର ଅଭିଯୁକ୍ତମାନେ କେବେ ବନ୍ଧା ହେବେ?

ଭୁବନେଶ୍ଵର; ଭୁବନେଶ୍ୱରରେ ଗଛ ଲଗାଇବାରେ ୭ କୋଟି ଟଙ୍କାର ଦୁର୍ନୀତି ଏବେ ସାମନାକୁ ଆସିଛି। ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି। ହକି ବିଶ୍ୱକପ୍ ସମୟରେ ଲାଗିଥିବା…

ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ, ବସ୍ ରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଭୁବନେଶ୍ଵର: ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ । ଗାଇଡଲାଇନ ଆଣିଛି ସଡକ ଓ ପରିବହନ ବିଭାଗ। ଏଣିକି ସ୍କୁଲ୍ ବସ୍ କିମ୍ବା ଭ୍ୟାନର ଆଗ ଓ ପଛରେ ପ୍ରାଞ୍ଜଳ ଭାବରେ ‘ସ୍କୁଲ ବସ୍’ ଲେଖାଯିବ । ସେହିପରି ଭଡାରେ ଲାଗିଥିବା ସ୍କୁଲ ବସ୍ କିମ୍ବା ଭ୍ୟାନରେ ‘ ଅନ୍ ସ୍କୁଲ୍ ଡ୍ୟୁଟି’ ଲେଖା ରହିବ ।…

ଧରାପଡ଼ିଲେ ୮ ଜଣିଆ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ଵର; କମିସନରେଟ୍ ପୁଲିସ ହାତରେ ରାଜ୍ୟ ବାହାରର ଗୋଟିଏ ବଡ଼ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛି। ଏହି ଗ୍ୟାଙ୍ଗ ମୋବାଇଲ୍ ଫୋନ୍ ଲୁଟି ଏଥିରୁ ସିମ୍ କାଢ଼ିବା ପରେ ମୋବାଇଲ୍ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଥିଲେ। ଏହି ମାମଲାରେ ଝାଡ଼ଖଣ୍ଡ ସାହେବ ଗଞ୍ଜର ସେରଶାହା…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରଜ୍ଞାପୁରୁଷ ତଥା ଲକ୍ଷ ଲକ୍ଷ ଆଦିବାସୀମାନଙ୍କର ଆଶାର ପ୍ରାଣକେନ୍ଦ୍ର ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ଆଜି ୧୫ବର୍ଷ ବିତିଗଲାଣି । କିନ୍ତୁ ବଡ ଆଶ୍ଚର୍ଯ୍ୟର ବିଷୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାର ତଦନ୍ତ କମିଶନ ରିପୋର୍ଟ…

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ, ମୋବାଇଲ ଚୋରି କରି ଖାଲି କରୁଥିଲେ ଆକାଉଣ୍ଟ

ଭୁବନେଶ୍ବର: ପୋଲିସ ହାତରେ ପାହାଡି ଗ୍ୟାଙ୍ଗ । ୨୨ ଟି ମୋବାଇଲ୍‌ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କଲା କମିଶନରେଟ ପୋଲିସ । ତେବେ ଗିରଫ ସମସ୍ତ ୮ ଜଣ ଲୁଟେରା ଝାଡ଼ଖଣ୍ଡର ହୋଇଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୂସାରେ, ଏହି ପାହାଡି ଗ୍ୟାଙ୍ଗ ଦୀର୍ଘ କିଛି ଦିନ ହେବ ମୋ ବସ୍ ଓ…

କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ, କହିଲେ ଆଉ ନିର୍ବାଚନ ଲଢିବିନାହିଁ

ଭୁବନେଶ୍ଵର: କିଛି ଦିନର ଅନ୍ତରାଳ ପରେ ମୁହଁ ଖୋଲିଲେ ସୌମ୍ୟ । ଖୋର୍ଦ୍ଧାରେ ସ୍ଵର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି-  ଓଡିଶାକୁ ଭଲପାଇବାର କିଛି ନମୁନା ଯଦି ଖୋଜିବାକୁ ଚାହାଁନ୍ତି ମୁଁ ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସେଥିପାଇଁ…

ଏମିତି ବି ଆସେ ମୃତ୍ୟୁ, ଟ୍ରେନିଂ ଚାଲିଥିବାବେଳେ ଟଳିପଡିଲେ ହୋମଗାର୍ଡ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସ୍ ରେ ଅଘଟଣ । ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ । ମୃତ ହୋମଗାର୍ଡ ଜଣଙ୍କ ହେଲେ ବାସୁଦେବ ମାନସିଂହ । ବାସୁଦେବ ଏୟାରଫିଲ୍‌ଡ ଥାନାରେ ଡ୍ୟୁଟି କରୁଥିଲେ । ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ନେଉଥିବାବେଳେ ହୋମଗାର୍ଡ ବାସୁଦେବ ଙ୍କ ର…

ରାଜ୍ୟରେ ଆଉ ୫ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୭ କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମଧ୍ୟ ଧୀରେ ଧୀରେ ଉପରମୁହାଁ ହେଉଛି ସଂକ୍ରମିତଙ୍କ ଗ୍ରାଫ । ଆଜି ମଧ୍ୟ ରାଜ୍ୟରେ ଆଉ ୫ ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ…

ଯାତାୟତରେ ବାଧକ ସାଜୁଛି ଘନ କୁହୁଡି, ଆସନ୍ତା ୬ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ ବଢୁଛି କୁହୁଡି । ସକାଳୁ ସକାଳୁ ଚାରିଆଡେ ଘନ କୁହୁଡିର ବଳୟ ଦେଖିବାକୁ ମିଳୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ, ହଇରାଣ ହେଇଯାଉଛନ୍ତି ଲୋକେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବା ନେଇ ଆଲର୍ଟ କରିଛି ପାଣିପାଗ…

ଆଜି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା ସହିତ ଆଜି ୩୦୫ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ର ଉଦଘାଟନ ଓ ସହ ୨…