Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱରରୁ ୪୪ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୩୨ ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୪୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨ ଓ ସ୍ଥାନୀୟ ଅଂଚଳରୁ ୩୨ ଜଣ କରୋନା…

ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ…

ଭୁବନେଶ୍ୱରରେ ୪୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୭ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫ ଓ ସ୍ଥାନୀୟ ଅଂଚଳରୁ ୨୨ ଜଣ କରୋନା…

ପରୀକୁ ନ୍ୟାୟ ପାଇଁ ବିଜେପି କରିବ ପଦଯାତ୍ରା

ଭୁବନେ‌ଶ୍ୱର:  ପରୀକୁ ନ୍ୟାୟ ଦେବାକୁ ବିଜେପି ପକ୍ଷରୁ କରାଯିବ ପଦଯାତ୍ରା । ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଦଳ ପକ୍ଷରୁ ଏହି ପଦଯାତ୍ରା ୨୦ରୁ ବାହାରି ପରୀ ଗାଁ ନୟ।ଗଡ ଯଦୁପୁରକୁ ଯିବ ।  ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।…

କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ହୋଟେଲକୁ ୨୦ ହଜାର ଟଙ୍କା ଫାଇନ କଲା ବିଏମସି

ଭୁବନେଶ୍ବର: କୋଭିଡ ଗାଇଡ ଲାଇନ ଅବମାନନା ଅଭିଯୋଗରେ ରାଜଧାନୀର ହୋଟେଲ ପ୍ରିୟାକୁ ଜୋରିମାନା କରାଯାଇଛି । ବିଏମସି ପକ୍ଷରୁ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କରୋନା ସଂକ୍ରମଣର ଭୟ ଥିଲେ ସୁଦ୍ଧା ହୋଟେଲରେ କୋଭିଡ ଆବଶ୍ୟକତାଠାରୁ ଅଧିକ ଗ୍ରାହକ ବସି ଖାଉଥିବା ବେଳେ ସାମାଜିକ…

ମାଷ୍ଟରକ୍ୟାଣ୍ଟିନରେ ଆତ୍ମାହୂତି ଉଦ୍ୟମ କଲେ ଦୁଇ ଜଣ ଏଏନଏମ୍

ଭୁବନେଶ୍ୱର: ରାଜଧାନୀରେ ଧାରଣା ଚଳାଇଥିବା ଏଏନଏମଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ନିକଟରେ ଦେହରେ କିରାସିନି ଢ଼ାଳି ସେମାନେ ଆତ୍ମାହୂତି ଉଦ୍ୟମ କରୁଥିଲେ । ଏତିକିବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ…

ଭୁବନେଶ୍ୱରରେ ୨୩୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ୩୪ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଓ ସ୍ଥାନୀୟ ଅଂଚଳରୁ ୨୪ ଜଣ କରୋନା…

ଭୁବନେଶ୍ୱରରୁ ଆଜି ୪୧ ପଜିଟିଭ, ସେଥିରୁ ୩୪ ଲୋକାଲ୍ କେସ୍

ଭୁବନେଶ୍ୱର: ଦିନକରେ ଭୁବନେଶ୍ୱରରୁ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

କୁହୁଡ଼ି ଚାଦର ତଳେ ଲୁଚିଗଲା ଟୁଇନ୍ ସିଟି

ଭୁବନେଶ୍ୱର: ଟୁଇନ୍ ସିଟିରେ ଆଜି ବି ଘନ କୁହୁଡ଼ିର ଆସ୍ତରଣ । ସକାଳୁ ସକାଳୁ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଛି । ଏତେ ମାତ୍ରାରେ କୁହୁଡ଼ି ପଡିଥିଲା ଯେ, ୫୦ ମିଟର ଭିତରେ କିଛି ଦେଖା ଯାଉ ନଥିଲା । ଦିଲ୍ଲୀ ଭଳି ଏଠାରେ କୁହୁଡ଼ିର ଭ୍ରମ ସୃଷ୍ଟି…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୧ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୬ ଓ ସ୍ଥାନୀୟ ଅଂଚଳରୁ ୧୫ ଜଣ କରୋନା ପଜିଟିଭ…