Latest Odisha News

BREAKING NEWS

Browsing Category

କଟକ

Cuttack

ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଚାଲିଛି ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୭ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିର ଦାସଙ୍କ ଅସୁସ୍ଥ ଖବର ଶୁଣି ଓଲିଉଡ଼ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା…

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

କଟକ ରେଲୱେ ଷ୍ଟେସନରେ ଆତଙ୍କବାଦୀ ନିପାତର ଡେମୋ

କଟକ : ବନ୍ଧୁକ ଧରି ରେଳଷ୍ଟେସନ ପରିସରରେ ସଜାଗ୍ ଅଛନ୍ତି ଯବାନ । ଆତଙ୍କବାଦୀଙ୍କୁ ମାତ୍ ଦେବା ପାଇଁ ଏମାନଙ୍କ ପ୍ରତିଟି ମୂହୁର୍ତ୍ତ ହୋଇପଡିଛି ଗୁରୁତ୍ୱପୂର୍ଣ୍ଣ । ଯାତ୍ରୀଙ୍କୁ ଆତଙ୍କବାଦୀଙ୍କ କବଳରୁ ରକ୍ଷା କରିବା ପାଇଁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବା ଓସଓଜିର ଯବାନ ମାନେ । କଟକ…

[ଭିଡ଼ିଓ] ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ ପ୍ରଭାତ

କଟକ: ଆନ୍ତର୍ଜାତୀୟ ବୁକ୍ ଅଫ ରେକର୍ଡସରେ କଟକ ପୁଅ । କଟକ ଚାଉଳିଅଗଞ୍ଜ ମଠସାହିର ପ୍ରଭାତ ସାହୁ । ପ୍ରଭାତ ୬ ସେଣ୍ଟି ମିଟର ଉଚ୍ଚତାର ଜଗନ୍ନାଥଙ୍କ ଗଜାନନ ବେଶ କରି ରେକର୍ଡ କରିଛନ୍ତି । ବିଶ୍ୱର ସବୁଠୁ କ୍ଷୁଦ୍ରତମ ଚିତ୍ର ନିଜ ରଙ୍ଗ ତୂଳୀରେ ସଜାଇଛନ୍ତି ପ୍ରଭାତ । ଆୟୋଜିତ ହୋଇଥିବା ଏହି…

ମାମୁଁ ଘର କୂଅରେ ବୁଡି ଭଣଜାର ଜୀବନ ଗଲା

ନରସିଂହପୁର : କୂଅରେ ବୁଡି ନାବାଳକର ଜୀବନ ଗଲା । ମାମୁଁ ଘରକୁ ବୁଲିବାକୁ ଯାଇଥିଲା ଭଣଜା । ହେଲେ କାଳ ହୋଇ ବସିଥିଲା ଯମ । ନରସିଂହପୁର କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧ ଗାଁ ର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନରଞ୍ଜନ ବେହେରା । ତାଙ୍କୁ ବୟସ ୮ ବର୍ଷ ହେବ । ଜ୍ଞାନ ନରସିଂହପୁର ଥାନା…

ପୁଣି ଏସସିବିର ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

କଟକ: କଟକ ଏସସିବି ସମ୍ପ୍ରସାରଣ ଲାଗି ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଏସସିବି ସମ୍ପ୍ରସାରଣ ପାଇଁ ହିନ୍ଦ୍ ସିନେମା ହଲ ଉଚ୍ଛେଦ କରାଯାଉଛି । ଏହି ପ୍ରକ୍ରିୟାରେ ରାଣୀହାଟ କେନାଲ ରୋଡ଼ର ପୋଲଠୁ ଏସସିବି ପର୍ଯ୍ୟନ୍ତ ହେବ ଉଚ୍ଛେଦ । ଏହି ମଧ୍ୟରେ ୩୦ ଦୋକାନର ହେବ ଉଚ୍ଛେଦ । ସହରର ପୁରାତନ ହିନ୍ଦ୍…

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ…

[ଭିଡ଼ିଓ] ଦେଶ ଦେଶରେ ମଜବୁତ ହେବ ସମ୍ପର୍କ: ଯୁବ ଯାଦୁଗର ସାରାଂଶଙ୍କ ମ୍ୟାଜିକ୍

କଟକ : ଦେଶ ଦେଶ ମଧ୍ୟରେ ସମ୍ପର୍କର ସେତୁ ପାଲଟିବ ମ୍ୟାଜିକ୍ । ଏବେ ବି ଭାରତ ଓ ଇଣ୍ଡେ।ନେସିଆ ସମ୍ପର୍କ ମଜବୁତ ଥିବା ବେଳେ ଏହି ସମ୍ପର୍କକୁ ଆହୁରି ଯୋଡିବାକୁ ପ୍ରୟାସ ହୋଇଛି । ଆଉ ଏହି ପ୍ରୟାସ କରିଛନ୍ତି କଟକର ଜଣେ ଯୁବକ ସାରାଂଶ ଦାସ । ବିଭିନ୍ନ ଦେଶ ବୁଲି ବୁଲି ସାରାଂଶ  ଯାଦୁ ବିଦ୍ୟା…

ବୃଦ୍ଧାଙ୍କ ମହନୀୟତା : ରିକ୍ସାବାଲା ନାଁରେ କୋଟିଏ ଟଙ୍କାର ସମ୍ପତ୍ତି

କଟକ : ବୃଦ୍ଧାଙ୍କ ମହନୀୟତା । ରିକ୍ସାବାଲାକୁ ଦାନ କରିଦେଲେ କୋଟିଏ ଟଙ୍କାର ସମ୍ପତ୍ତି । ସ୍ୱାମୀ ଓ ଝିଅଙ୍କର ମୃତ୍ୟୁ ପରେ ଏକାକୀ ରହୁଥିବା ବୃଦ୍ଧା ନିଜର କୋଟି କୋଟି ଟଙ୍କାର ସଂପତ୍ତି ରିକ୍ସା ଚାଳକଙ୍କୁ ଦାନ କରିଦେଇଛନ୍ତି । ସୂତାହାଟରେ ରହୁଥିବା ୬୩ ବର୍ଷୀୟ ମିନତୀ ପଟ୍ଟନାୟକ ନିଜର ୩…