Latest Odisha News

BREAKING NEWS

Browsing Category

କଟକ

Cuttack

କାଁ ଭାଁ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏହି ସବୁ ଜିଲ୍ଲା ଗୁିଡିକ ହେଉଛି କଟକ ,ଖୋର୍ଦ୍ଧା .ଭୁବନେଶ୍ୱର,ନୟାଗଡ଼,ପୁରୀ ବୌଦ୍ଧ ଏବଂ କଳାହାଣ୍ଡି । ଆଗାମୀ…

ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି

କଟକ: ପବିତ୍ର ମହାଳୟା ବା ଖଡିଲାଗି ଅମାବାସ୍ୟା ।  କଟକର ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରାଯାଇଛି । ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଗପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଖଡି ଚଢାଯାଇଛି ।  ଆଜି ମୂର୍ତ୍ତିରେ ଖଡିଲାଗି କରାଯାଇଥିବା ବେଳେ…

ପଚା ଅଣ୍ଡାରୁ କେକ୍‌, ଜବତ କଲା ସିଏମ୍‌ସି

କଟକ: ଲୋକଙ୍କ ଜୀବନ ସହିତ ଖେଳ । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ…

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । …

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ…

ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି…

ହାଇକୋର୍ଟରେ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ: କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରୁ ଭରଷା ତୁଟାଇଲେ ମୃତ ଏସିଏଫ୍ ସୌମ୍ୟରଞ୍ଜନଙ୍କ ପରିବାର । ସେହି ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପର୍ଦ୍ଦା ଉଠାଇବା ଲାଗି ସୋମବାର ସୌମ୍ୟଙ୍କ ବାପା ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି । ପୁରା ଘଟଣା କ୍ରମର ତଦନ୍ତ, ସିବିଆଇ କିମ୍ବା ହାଇକୋର୍ଟଙ୍କ ଦ୍ଵାରା ଗଠିତ…

ଶକ୍ତିପୀଠରେ ଷୋଡଷ ପୂଜା , ମାତଙ୍ଗୀ ବେଶରେ ମାଆ କଟକ ଚଣ୍ଡୀ

କଟକ: କଟକ ସହରରେ ଶକ୍ତିପୀଠରେ ଚାଲିଛି ଷୋଡଷ ଉପଚାର ପୂଜା । ଏହି ଅବସରରେ ସହରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ମାତଙ୍ଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମାଆଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ମନ୍ଦିରରେ ଗହଳି ଲାଗି ରହିଥିଲା । ଷୋଡଷ ପୂଜା ଆରମ୍ଭରୁ ହିଁ ମାଆ ଙ୍କୁ ସ୍ୱତନ୍ତ୍ର…

ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚଢାଉ

ଭୁବନେଶ୍ବର: ସୁନା ଦୋକାନରେ GST ରେଡ୍, ୧୨ଟି ସହରରେ ଚାଲିଛି ଚଢାଉ । ସୁନା ଅଳଙ୍କାର ଦୋକାନଗୁଡିକରେ ସିଟି ଜିଏସଟି ବିଭାଗ ପକ୍ଷରୁ ବଡ ଧରଣର ଚଢାଉ ହୋଇଛି । ୧୨ଟି ସହରର ୧୭ଟି ଜୁଏଲାରୀ ଦୋକାନରେ ଏହି ଚଢ଼ାଉ ଜାରି ରହିଛି । ସୁନାର ଓଜନ, ମାନ ପରୀକ୍ଷା କରାଯାଉଛି । ଜିଏସଟି ଠକେଇ ହୋଇଛି…

BMC କଟକଣା : ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ବର: BMC ଜାରି କଲା କଟକଣା ।  ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ସାମିଲ ହେବେ ୫୦ଜଣ ।  ଅତିଥିଙ୍କର ହେବ ଥର୍ମାଲ ସ୍କ୍ରିନିଂ ।  ବିଏମସି ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ଗାଇଡଲାଇନ୍ । ବାହାଘର, ବ୍ରତଘର ଏବଂ ଶୁଦ୍ଧିକ୍ରିୟାରେ ୫୦ ଜଣଙ୍କୁ ଅନୁମତି । ଏସବୁ ପାଇଁ ସ୍ଥାନୀୟ ପ୍ରଶାସନର…