Latest Odisha News

BREAKING NEWS

Browsing Category

କଟକ

Cuttack

ଘରୋଇ ହସ୍ପିଟାଲରେ ଟିକା କରଣ

କଟକ: ଚାଲିଛି କୋଭିଡ ଟିକା କରଣ । ପ୍ରଥମେ ସରକାରୀ ସ୍ତରରେ ଏହି ଟିକା ଦିଆଯାଉଥିଲା ବେଳେ ଟୀକାକେନ୍ଦ୍ରରେ ପ୍ରବଳ ଭିଡ ଲାଗି ରହୁଥିଲା। ସାମାଜିକ ଦୁରତା ମଧ୍ୟ ରହୁ ନଥିଲା। ଏପରି ହେବା ପରେ ଏହି କୋଭିଡ୍ ଟିକା କୁ ଲୋକମାନଙ୍କୁ ଦେବା ପାଇଁ ଘରୋଇ ହସ୍ପିଟାଲ କୁ ସାମିଲ କରିଛନ୍ତି ସରକାର।…

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ…

କଟକ ଜବହାରଲାଲ ନେହରୁ ଇଣ୍ଡୋର୍‌ ଷ୍ଟାଡିୟମ୍‌ରେ ଦ୍ୱିତୀୟ ଡୋଜ୍ ଟିକାକରଣ ଶିବିର

କଟକ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଟିକାକରଣ ଅଭିଯାନ ବି ଜୋରଦାର ହୋଇଛି । ଆଜିଠାରୁ କଟକରେ ଆରମ୍ଭରେ ହୋଇଛି ମେଗା ଟିକାକରଣ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ପାଇଁ ଟିକାକରଣ ଆରମ୍ଭ ହୋଇଛି । ସକାଳ ୯ଟାରୁ ଚାଲିଛି…

କଟକରେ କରୋନାର ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି !

କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ…

ଟୁଇନ୍ ସିଟିରେ ସଟଡାଉନ୍ କଟକଣା କଡ଼ାକଡ଼ି, ଅମାନିଆଙ୍କ ଉପରେ ପୋଲିସ ଆଖି

ଭୁବନେଶ୍ୱର: ରାଜ୍ୟର ସବୁ ସହରାଞ୍ଚଳରେ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଟୁଇନ୍ ସିଟିରେ କଟକଣ କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଇଛି । କଟକରେ ୨୫ଟି ଓ ଭୁବନେଶ୍ୱରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ…

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

କଟକ: ସିଡିଏ ସେକ୍ଟର ୧୦ରେ ସ୍ୱରେଜ୍ କାମ ବେଳେ ଅଘଟଣ । ଆଜି ତିନି ଜଣ ଶ୍ରମିକ ସ୍ୱେରେଜ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଶ୍ରମିକ ଗୁରୁତର ଥିବା ଜଣାପଡିଛି । ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତିି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ,…

ଭୁବନେଶ୍ୱର ଓ କଟକରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର: ଦିନରେ ପ୍ରଚଣ୍ଡ ଖରା ଓ ଅପରାହ୍ନରେ ପବନ, ଘୂର୍ଣ୍ଣିଝଡ ସହ ବର୍ଷା । ଏହା ଥିଲା ଆଜିର ଟ୍ୱିନ ସିଟିର ଦୃଶ୍ୟ । ସନ୍ଧ୍ୟା ନ ହେଉଣୁ ଘୂର୍ଣ୍ଣିଝଡରେ ଚାରିଆଡ ଅନ୍ଧାର ହୋଇଯାଇଥିଲା । ହଠାତ୍ ପବନର ବେଗ ୪୦ରୁ ୬୦ କିମି ବେଗରେ ବୋହିଥିଲା । ଆଜିର କାଳବୈଶାଖୀ ସମ୍ପର୍କରେ ପୂର୍ବରୁ…

କଟକରେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି ପୋଲିସ

କଟକ: ଦିନକୁ ଦିନ ବଢିବାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେଣୁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ପୋଲିସ ଜନଗହଳି ପୂର୍ଣ୍ଣ ଅଂଚଳରେ ପହଞ୍ଚି କୋଭିଡ୍ ନିୟମ ପାଳନ ହେଉଛି ନା ନାହିଁ ତାର ଯାଞ୍ଚ କରୁଛି । ଲୋକମାନଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ…

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ…

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି । ଖବର ଦେବାରୁ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ୍ତ କରିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । କିଛି…