Latest Odisha News

BREAKING NEWS

Browsing Category

ଜୟପୁର

Joypore

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ନାବାଳିକାର ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି…

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅନ୍ବିତା

ଜୟପୁର: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଅନ୍ବିତା ।  ଜୟପୁର ୧୭୮ ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମାତା ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ବିତା ମିଶ୍ର । ବୟସ ମାତ୍ର ସାଢେ ୫ ବର୍ଷ । ଏହି ବୟସରେ ସ୍ପଷ୍ଟ ଭାବେ ବିଭିନ୍ନ ଦେଶ ଓ ତାହାର ରାଜଧାନୀ ନାମ କହି…

ରାସ୍ତାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପଥରରେ ଛେଚି ହତ୍ୟା

ଜୟପୁର: ଅଚିହ୍ନା ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରେ ପଡ଼ିଛି ଜଣେ ରକ୍ତ ଜୁଡୁବୁଡୁ ମୃତଦେହ । କୋରାପୁଟ ଜିଲ୍ଲା ଜୟପୁର କୁମ୍ଭାର ସାହିରେ ଏଭଳି ଘଟଣା ଦେଖିବାକୁ ମିଳିଛି । ରାସ୍ତାରେ ପଡ଼ିଛି ମର ଶରୀର । କେହି ତାଙ୍କୁ ପଥରରେ ଛେତି ଅତି ନିର୍ମମ ଭାବରେ ହତ୍ୟା କରିଥିବା ସନ୍ଦେହ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍, ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ

ଜୟପୁର: ପୋଲିସ ହାତରେ ବାଇକ ଚୋରି ରାକେଟ୍ । ଜୟପୁର ଟାଉନ୍ ଥାନା ପୋଲିସ୍ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ଏଥିରେ ୩ ଜଣ ଯୁବକ ଓ ୨ ଜଣ ନାବାଳକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ପୋଲିସ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ କରିଛି । ଅଭିଯୁକ୍ତମାନେ ଚୋରି ବାଇକ୍…

ଭଡାରେ କାର ନେଲେ, ଡ୍ରାଇଭରକୁ ମର୍ଡର କଲେ

କୋରାପୁଟ: ଭୁବନେଶ୍ୱରରୁ ଗାଡି ଭଡା ନେଇ ଯାଇଥିବା ଡ୍ରାଇଭରଙ୍କୁ କୋରାପୁଟରେ ନିର୍ମମ ଭାବେ ହତ୍ୟା । ମୃତକଙ୍କ ନାଁ ସୁଧୀର କୁମାର ସାହୁ ବୋଲି ଜଣାପଡିଛି । ସେ ଦୁଇ ଦିନ ତଳେ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋରାପୁଟ ଯାଇଥିବା ବେଳେ ଗତକାଲିଠାରୁ ତାଙ୍କ ଫୋନ ସୁଇଚ ଅଫ୍ ଆସିଥିଲା ।…

କେନାଲ ଭିତରେ ପଶିଗଲା କାର୍, ଜଣେ ମୃତ

ଜୟପୁର: ଭାରସାମ୍ୟ ହରାଇ କେନାଲରେ ପଶିଲା କାର୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। କୋରାପୁଟ ଜିଲ୍ଲା ଜୟପୁର ହାଇସ୍କୁଲ ନିକଟରେ ଦୁର୍ଘଟଣା ଘଟିଛି। ମୃତାହତମାନେ ପିକନିକ୍ ସାରି ଫେରୁଥିବା ବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ କେନାଲ…

ଜୟପୁରରେ ଭୁଶୁଡ଼ିଲା କେନାଲ ବନ୍ଧ, ଏକର ଏକର ଚାଷ ଜମି ଜଳମଗ୍ନ

କୋରାପୁଟ: ଜୟପୁର ଏକତାଗୁଡ଼ାରେ ଭୁଶୁଡ଼ିଲା କେନାଲ ବନ୍ଧ । ଏକର ଏକର ଚାଷ ଜମି ବୁଡ଼ି ଯାଇଛି । ନଷ୍ଟ ହୋଇଛି ବ୍ୟାପକ ଫସଲ । ଗତକାଲି ରାତିରେ ହଠାତ୍ ସବମାଇନର କେନାଲରେ କୋଲାବ ଡ୍ୟାମର ପାଣି ମାଡ଼ି ଆସିଥିଲା । ପାରାବେଡ଼ା-ଏକତାଗୁଡ଼ା ନିକଟରେ ଥିବା ଧନପୁର ସବମାଇନର କେନାଲରେ ଘାଇ ସୃଷ୍ଟି…

ବିଚ୍ ରାସ୍ତାରେ ଛୁରୀ ଭୁସି ଜଣଙ୍କୁ ହତ୍ୟା, ଜଣେ ଗୁରୁତର

ଜୟପୁର: ବିଚ୍ ରାସ୍ତାରେ ଛୁରାମାଡ଼ । ଛୁରୀ ଭୁସି ଜଣଙ୍କୁ ହତ୍ୟା । ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ । ଆହତଙ୍କ ନାଁ…