Latest Odisha News
Browsing Category

କେନ୍ଦ୍ରାପଡ଼ା

Kendrapara

ରାଜନୈତିକ ଶତ୍ରୁତାକୁ ନେଇ ବୋମା ମାଡ, ଜଣେ ମୃତ

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାରୁ ଗଲା ଜୀବନ । ରାଜନୈତିକ ଶତ୍ରୁତାରୁ ବୋମା ମାଡ଼ । ଏହି ଘଟଣାରେ ଜଣେ ମୃତ । ଏଭଳି ଘଟଣା ଘଟିଛି ଖଣ୍ଡପଡ଼ା ବୋଦସା ଗାଁରେ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ବୋଦସା ଗାଁରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ପ୍ରଶାନ୍ତ…

[ଦେଖନ୍ତୁ ଭିଡିଓ] ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର, ଅଣ୍ଡର ଗ୍ରାଉଣ୍ଡ ଘର ନେଇ ବଢୁଛି ରହସ୍ୟ

ଢେଙ୍କାନାଳ : ରସାତଳକୁ ଯାଉଛି ରସିକିଆ ଡାକ୍ତରଙ୍କ କଳାକାରନାମା। ଧୀରେ ଧୀରେ ଫିଟୁଛି କାରନାମାର ଗୁମର। ହେଲେ ତାଙ୍କର ଏହି କେଳେଙ୍କାରୀର ଲମ୍ବାଚେର ଢେଙ୍କାନାଳ କାମାକ୍ଷାନଗର ଯାଏ ବି ଲମ୍ବିଛି । ଯେଉଁଠି ଲମ୍ବା ସମୟ ଭୋଗ ବିଳାସରେ ବିତାଇଛନ୍ତି ରସିକିଆ ରମେଶ। ଦେଖନ୍ତୁ କାମାକ୍ଷାନଗରରେ…

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

ଢିଙ୍କିଆରେ ପ୍ରକଳ୍ପ ପାଇଁ ୨୪ଟି ପାନବରଜ ମାପ

ପାରାଦୀପ: କିଛିଦିନ ହେବ ଏରସମା ତହସିଲ ଢିଙ୍କିଆ ପଞ୍ଚାୟତବାସୀ ଜେଏସଡବ୍ଲ୍ୟୁ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରି ଆସୁଛନ୍ତି । ପ୍ରକଳ୍ପ ପାଇଁ କିଛି ଲୋକ ବିରୋଧ କରିଆସୁଥିବା ବେଳେ ଅନ୍ୟ କିଛି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି । ଗତ ବର୍ଷ ଢିଙ୍କିଆ ଗାଁର ତିନୋଟି ପାନବରଜ ମାପଚୁପ…

୨ ମାସର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କଲା ପିଶାଚୀ ମା’

କେନ୍ଦ୍ରାପଡା : ଜନ୍ମ କଲା ଶିଶୁକୁ ମାରିଲା ମା’ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନ କାନପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ୨ ମାସର ଶିଶୁପୁତ୍ରକୁ ତଣ୍ଟି ଚିପି ହତ୍ୟା କରି କୁଅରେ ଫିଙ୍କିଦେଲା ଡାହ।ଣୀ ମା’ । ସୂଚନା ମିଳିଛି କୁଆଡେ ପରକୀୟା ପ୍ରତିଯୋଗୁଁ ଏଭଳି ହତ୍ୟା…

କୁମ୍ଭୀର ଗଣନା ଲାଗି ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ରାଜନଗର: କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ଜାନୁଆରୀ ୨ରୁ ୧୧ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଏହି ଗଣନା କରାଯାଉଛି । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଡ଼ା ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡ଼ିଶାଳ…

[ଭିଡ଼ିଓ] ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡା: ବରିଷ୍ଠ ବିଜେଡି ନେତା ତଥା ପୁର୍ବତନ ମନ୍ତ୍ରୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ସହରରେ ପାଳିତ ହୋଇଯାଇଛି । ଏ ଅବସରରେ ବେଦ ପ୍ରକାଶ ଅଗ୍ରୱାଲ ସ୍ମୃତି ପରିଷଦ ଆନୁକୂଲ୍ୟରେ ବିଭିନ୍ନ ବର୍ଗର ୨୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ ହେଲା କେନ୍ଦ୍ରାପଡା

କେନ୍ଦ୍ରାପଡା : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା କେନ୍ଦ୍ରାପଡା ଜିଲ୍ଲା । ଭିଡିଓ କନଫରେନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରାପଡାର ୩ ଲକ୍ଷ ପରିବାର ଏହି ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଉପକୃତ…

ଆରପାରିରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି

କେନ୍ଦ୍ରାପଡା : ପରଲୋକରେ ବରିଷ୍ଠ ଓକିଲ ସଚ୍ଚିତାନନ୍ଦ ମହାନ୍ତି । ୯୩ ବର୍ଷ ବୟସରରେ କେନ୍ଦ୍ରାପଡା ସ୍ଥିତ ବାସଭବନରେ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟଜନିତ କରାଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଶ୍ରୀ ମହାନ୍ତି ପରିବାରରେ ତିନି ପୁଅ ଓ…

ଦୁଇ ଭଉଣୀଙ୍କ ସଲିଳ ସମାଧି

ବାରିମୂଳ: କେନ୍ଦ୍ରାପଡା ସଦରଥାନା ଜଅଁରା ବାରିମୂଳ ଗାଁରେ ଅଘଟଣ । ପାଣିରେ ବୁଡ଼ି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଧ୍ୟରୁ ଜଣେ ୩ବର୍ଷର ଓ ଅନ୍ୟ ଜଣେ ୨ ବର୍ଷର ଝିଅ । ଯୋର ଭିତରୁ ଡଙ୍ଗା ଗୋଟାଉଥିବା ବେଳେ ଏହି ଅଘଟଣ ଘଟିଛି । ଯୋର ଭିତରୁ ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି…