Latest Odisha News

BREAKING NEWS

Browsing Category

ସହର

City

ପିସିଆର୍ ବାଇକର ଶୁଭାରମ୍ଭ ,ଅପରାଧୀ ହୁସିଆର

ବରଗଡ଼: ପିସିଆର୍ ବାଇକର ଶୁଭାରମ୍ଭ । ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନାଙ୍କ ଦ୍ୱାରା ଆଜି ୪ ଟି ପିସିଆର୍ ବାଇକର ଶୁଭ ଉଦ୍ ଘାଟନ କରାଯାଇଛି । ବରଗଡ଼ରେ ଦିନକୁ ଦିନ ଚୋରି ,ଡକାୟତ,ନିଶା କାରବାର ବଢ଼ୁଛି। ଏସବୁକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି…

ନକଲି ଜର୍ଦ୍ଦା ଜବତ,ଜଣେ ଗିରଫ

ଭଦ୍ରକ: ଧରା ପଡ଼ିଲା ନକଲି ଜର୍ଦ୍ଦା କାରବାର । ଅଟୋରେ ନକଲି ଜର୍ଦ୍ଦା ଯାଉଥିବା ସମୟରେ ଅଟୋ ସହ ଜର୍ଦ୍ଦାକୁ ଜବତ କରିଛି ଭଦ୍ରକ ପୁରୁଣା ବଜାର ପୋଲିସ । ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ପୁଣି ପ୍ରେମରେ ପେସ୍

ଭୁବନେଶ୍ୱର:ଇଣ୍ଡିଆନ୍ ଟେନିସ୍ ଆଇକନ୍ ଲିଆଣ୍ଡର ପେସ୍। ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଥିବା ଲିଆଣ୍ଡର ଏବେ ପୁଣି ଏକ ନୂଆ ଚର୍ଚ୍ଚାରେ ରହିଛନ୍ତି। ତା ପୁଣି ପ୍ରେମ ନେଇ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଲିଆଣ୍ଡରଙ୍କ ସହ ବଲିଉଡ଼ ଆକ୍ଟ୍ରେସ କିମ୍ ଶର୍ମାଙ୍କ ଫଟୋ। ତେବେ ପୁଣି ଥରେ ଚର୍ଚ୍ଚାକୁ…

ଲୋକ ବୋହି ନେଲେ ଆଳୁ

ଯାଜପୁର : ଓଲଟିଲା ଆଳୁ ବୋଝେଇ ଟ୍ରକ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଛତିଆ ଠାରେ ଏପରି ଅଘଟଣ ଘଟିଛି। ଆଳୁ ବୋଝେଇ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଛି । ଡ୍ରାଇଭର ଜଣକ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । କଟକ ଅଭିମୁଖେ ଯାଉଥିବା ଏହି ଟ୍ରକଟି ଛତିଆଠାରେ ରାସ୍ତା ଉପରେ ଠିଆ…

କଫ୍ ସିରପ ବୋତଲ ଜବତ,୨ ଗିରଫ

ବଲାଙ୍ଗୀର :ଏସ କଫ୍ ସିରପ ବୋତଲ ଜବତ । ପାଟଣାଗଡ଼ ବେଲପଡ଼ା ଅଞ୍ଚଳରୁ ବେଲପଡ଼ା ପୋଲିସ ୧୯୦ ଟି ଏସକଫ୍ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୦ ହଜାର ଟଙ୍କା ସହ ୨ପତା ଆଜୋଂଲାମ୍ ଟ୍ୟାବଲେଟ୍ ,ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ ବେଲପଡ଼ାର…

ଯୁବତୀଙ୍କ ଠାରୁ ଝାମ୍ପିନେଲେ ଟଙ୍କା

ବାଲେଶ୍ୱର : ଯୁବତୀଙ୍କ ଠାରୁ ଲୁଟ୍ । ବାଲେଶ୍ୱର ଗୋପୀନାଥ ମନ୍ଦିର ବଙ୍ଗଳାସାହି ଛକ ନିକଟରେ ଏପରି ଅଘଟଣ ହୋଇଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜଣେ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି। ଯୁବତୀ ଜଣକ ରେମୁଣା ଶାଖାରେ କାର୍ଯ୍ୟରତ ଅଛନ୍ତି । ସେ ଆଜି ଦ୍ୱିପ୍ରହରେ ମନ୍ଦିରସାହି ଅଞ୍ଚଳରୁ…

ବହୁ ଚର୍ଚ୍ଚିତ ଦାରା ସେନାର ମୁଖ୍ୟ ମୁକେଶ ଜେନ ମାମଲା ,କଟକ ଗସ୍ତରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ

କଟକ: ବହୁ ଚର୍ଚ୍ଚିତ ଦାରା ସେନା ମୁଖ୍ୟ ମୁକେଶ ଜେନ ମାମଲା । ଦାରା ସେନାର ମୁଖ୍ୟ ମୁକେଶ ଜେନଙ୍କ ବିରୋଧରେ ହୋଇଥିବା ମାମଲାର ଡିସଚାର୍ଜ ପାଇଁ କଟକ ଆସିଛନ୍ତି ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଏପି ସିଂହ । ଗତବର୍ଷ ରଥ ଯାତ୍ରାକୁ ନେଇ ଉପୁଜିଥିବା ବିବାଦ ସମୟରେ ମୁକେଶ ଜେନ  ଜଗନ୍ନାଥଙ୍କୁ…

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୩ ଗିରଫ,ଏକ ଟନ୍ ୮ କେ.ଜି ଗଞ୍ଜେଇ ଜବତ

ଜୟପୁର : ଜୟପୁର ପୋଲିସକୁ ସଫଳତା । ଜୟପୁର ସଦର ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ଗଞ୍ଜେଇ ସପ୍ଲାୟର ହୋଇଥିବା ବେଳେ ଜଣେ ବସ୍ ମାଲିକ ମଧ୍ୟ ଅଛନ୍ତି ବୋଲି ପୋଲିସ ସୂଚନା…

ଅନ୍ ଲାଇନ୍ ଠକେଇ ଅଭିଯୋଗ

ଜୟପୁର: ଫୋନ୍ ପେ ରେ ଠକାମିର ଶିକାର । ଥାନାର ଦ୍ୱାରସ୍ଥ ହେଲେ ଏକାଧିକ ମହିଳା । ବୈପାରିଗୁଡା ଥାନା ପୋଡେଇଗୁଡା ଗାଁ ରେ ଏପରି ଘଟଣା ଘଟିଛି। ଗାଁ ର ମହିଳାମାନେ ଜୟପୁର ସ୍ଥିତ ସ୍ୱତନ୍ତ୍ର ପାଇନାନ୍ସ କମ୍ପାନୀଠାରୁ ଋଣ ଆଣିଥିଲେ। କିସ୍ତି ହିସାବରେ ସେମାନେ ସପ୍ତାହକୁ ଥରେ ଟଙ୍କା ପୈଠ…

ନାବାଳିକାର ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି

ଜୟପୁର : ନାବାଳିକାଙ୍କ ମୃତଦେହ ଉଦ୍ଧାର। ଜୟପୁର ଜଗନ୍ନାଥ ସାଗରରୁ ନାବାଳିକାର ଶବକୁ ଉଦ୍ଧାର କରଛି ଟାଉନ ଥାନା ପୋଲିସ। ଆଜି ସକାଳୁ ଜୟନଗର ଧୋବା ତୁଠ ନିକଟରେ ଶବ ଭାଷୁଥିବା ଦେଖି କିଛି ଲୋକମାନେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ନାବାଳିକା ଜଣକ ଗୌଡ ସାହି ସୁନାଧାର ନାୟକଙ୍କ ଝିଅ ବୋଲି…