Latest Odisha News

BREAKING NEWS

Browsing Category

ସହର

City

ଶ୍ରୀମନ୍ଦିରରେ ଲାଗି ହେବ ରାହୁରେଖା ନୀତି,ଅପରାହ୍ନରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଶୁକ୍ରବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ସମ୍ପନ୍ନ ହେବ। ଏଣୁ ଅପରାହ୍ନ ୨ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନରେ ଦଇତା ପତି ସେବକ ମାନେ ରାହୁରେଖା ନୀତି ପାଇଁ…

ସରକାରୀ ଡିଗ୍ରୀ କଲେଜ ରିଫ୍ରେସର୍ କୋର୍ସ, ସେପ୍ଟେମ୍ବର ୧ରୁ ପଂଜିକରଣ ଆରମ୍ଭ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟର ୫୮ଟି ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପାଇଁ ରିଫ୍ରେସର୍ କୋର୍ସ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ବିଧିବଦ୍ଧ ଭାବେ ଶେଷ ହୋଇଛି। ରିଫ୍ରେସର୍ କୋର୍ସରେ ସାମିଲ ହେବା ପାଇଁ ଅନଲାଇନ୍…

ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ

ସାନ୍‍ଫ୍ରାନ୍‍ସିସ୍‍କୋ: ଓଡ଼ିଶୀ ନୃତ୍ୟରେ ଝୁମିଲେ ବିଦେଶୀ ।  ନିକଟରେ ‘ରଙ୍ଗ ପୂଜା’ ଶୀର୍ଷକ ସଂସ୍କୃତିଙ୍କର ମଞ୍ଚ ପ୍ରବେଶ କାର୍ଯ୍ୟକ୍ରମ କାଲିଫର୍ଣ୍ଣିଆର କବ୍ୱରଲେ ଥେଟରଠାରେ ଅନୁଷ୍ଠିତ ହୋଇଥିଲା । ସାନ୍‍ଫ୍ରାନ୍‍ସିସ୍‍କୋ ସ୍ଥିତ ଜ୍ୟୋତି କଳାମନ୍ଦିର ତରଫରୁ ଆୟୋଜିତ ଏହି ଏକକ ନୃତ୍ୟ…

ଅନୁଗୁଳରେ ଭିନ୍ନ ଧରଣର ଚୋରି

ଅନୁଗୁଳ:ଦୋକାନ ଘର ଉପରେ ଚଢି ଏସିର ପାଇପ୍ ଚୋରି କଲା ଚୋର। ଏଭଳି ଏକ ଘଟଣା ଅନୁଗୁଳରେ ଦେଖିବାକୁ ମିଳିଛି। ଆଉ ଏହି ଚୋରି ବେଳର ସିସିଟିଭ୍ ଫୁଟେଜ ଏବେ ଭାଇରାଲ୍ ହେବାରେ ଲାଗିଛି।ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି ମାର୍କେଟରେ ଥିବା ବିଭିନ୍ନ ଦୋକାନରୁ ଚୋର ଚୋରି କରିଥିବା ଅଭିଯୋଗ…

ବ୍ଲୁ ଫ୍ଲାଗ୍ ବିଚ୍ କୁ ସୁର ରାଉତରାୟଙ୍କ ବିରୋଧ

ପୁରୀ:ପୁରୀ ସମୁଦ୍ର କୁଳ ବ୍ଲୁ ଫ୍ଲାଗ୍ ବିଚ୍ କୁ ବିରୋଧ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଳାଭୂମି ସୁରକ୍ଷା ସମିତି ବୈଠକରେ ଯୋଗଦେଇଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ପୁରୀ ସମୁଦ୍ରକୂଳ ବ୍ଲୁ ଫ୍ଲାଗ୍ ବିଚ୍ ଯୋଜନାକୁ ସମାଲୋଚନା କରିଥିଲେ।…

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ…

ଯଶୋଧାରାଙ୍କୁ ମିଳିବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଭାଷା ପାଇଁ ୨୦୨୦ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଓଡିଆ ଗଳ୍ପ ସଂକଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫକଳ ସହିତ…

ବଡ ପରଦାକୁ ଫେରୁଛନ୍ତି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ୱର: ବେଶ କିଛିଦିନ ହେଲା ସାଂସଦ ତଥା ଅଭିନେତା ସ୍ୱାମୀ ଅନୁଭବ ମହାନ୍ତିଙ୍କଠାରୁ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ହେଲେ ନିକଟରେ ଏକ ନୂଆପୁରୁଣା ଘଟଣାକୁ ନେଇ ବର୍ଷା ଚର୍ଚ୍ଚା ସାଉଣ୍ଟିଛନ୍ତି । ଖୁବଶୀଘ୍ର ବଡ ପରଦାକୁ ଫେରିବା ନେଇ ଖୋଦ…

ରହସ୍ୟମୟ ଝୁଲନ୍ତା ଖମ୍ବ

ଭୁବନେଶ୍ୱର: ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ପ୍ରତିଦିନ ଆମ ଚାରିପଟେ…

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର:ଜାମ୍ମୁକୋଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବିଂଝାରପୁର ଥାନା ଶିଶିରଣା ଗାଁ ନିକଟରେ ଥିବା ଜାମ୍ମୁ କୋଳି ଗଛରେ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ହେଇଛନ୍ତି ରାମ ମଲ୍ଲିକଙ୍କ ପୁଅ ଅଞ୍ଜନ ମଲ୍ଲିକ। ପାରିବାରିକ କଳହ…