Latest Odisha News

BREAKING NEWS

Browsing Category

ସହର

City

ନଷ୍ଟ ହେବାରେ ଲାଗିଛି ସଂରକ୍ଷିତ ଜଙ୍ଗଲ

ବଲାଙ୍ଗିର : ଗନ୍ଧମାର୍ଦନ ଜଙ୍ଗଲ ରାସ୍ତା ନିର୍ମାଣରେ ରେଂଜରଙ୍କ ମନମାନି । ବେଆଇନ୍ ଭାବେ ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ତିଆରି କରିଛନ୍ତି ରାସ୍ତା । ଏପରିକି ଜଙ୍ଗଲରୁ ମାଟି ଉଠାଇବା ପାଇଁ ତହସିଲଦାରଙ୍କ ଠାରୁ ଅନୁମତି ମଧ୍ୟ ନିଆଯାଇ ନାହିଁ । ଏଭଳି  ଅଭିଯୋଗ ଆସିଛି ବଲାଙ୍ଗିର  ଖପ୍ରାଖୋଲ…

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…

ପୁରୀ ଅଠରନଳାରେ ଘନ ଘନ ବୋମାମାଡ଼

ପୁରୀ: ରଥଯାତ୍ରା ସରିବା ପରେ ପୁଣି ଅଶାନ୍ତ ହୋଇ ପଡିଛି ପୁରୀ ସହର । ତିନି ଦିନ ତଳେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ଗତକାଲି ରାତିରେ ଅଠର ନଳାରେ ଘନ ଘନ ବୋମାମାଡ଼ ହୋଇଛି । ଏକ ଦୋକାନ ଉପରେ ୫ଟି ବୋମାମାଡ଼ କରିଛନ୍ତି କିଛି ଦୁର୍ବୁତ୍ତ । ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ।…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି

ପୁରୀ: ଆଜି ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କପ ବନକଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା ସମ୍ପାଦନ କରିବେ । ଦ୍ଵିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ । ଅପରାହ୍ନରେ ଦତ୍ତମହାପାତ୍ର ସେବକ ମହାପ୍ରଭୁଙ୍କର…

‘ୱାର୍ଲଡ ହେପାଟାଇଟସ୍ ଡେ’ରେ ବାଲୁକା କଳା

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା । ‘ୱାର୍ଲଡ ହେପାଟାଇଟସ୍ ଡେ’ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଯାହା ପାଇଁ ତାଙ୍କୁ ଦୀର୍ଘ ୭ଘଣ୍ଟା ସମୟ ଲାଗିଥିଲା । ‘ହେପା ଟାଇଟସ୍ କ୍ୟାନ୍…

ମଙ୍ଗଳା ନଦୀର ବିଷ।କ୍ତ ପାଣିରେ ମାଛ ମଡ଼କ

ପୁରୀ : ବିଷାକ୍ତ ହୋଇପଡିଛି ମଙ୍ଗଳା ନଦୀର ପାଣି l ଫଳରେ ବିପୁଳ ସଂଖ୍ୟାରେ ମାଛ ମରୁଛନ୍ତି l ଏହି ମଲା ମାଛ ମଙ୍ଗଳା ମୁହାଣ ବାଲିରେ ପଡିଛନ୍ତି l ପଚା ମାଛ ଗନ୍ଧରେ ମୁହାଣ ଦେଖିବାକୁ ଯାଉଥିବା ଲୋକେ ଅତିଷ୍ଠ ହୋଇପଡୁଛନ୍ତି l ତେବେ ନଦୀ ପାଣି ବିଷାକ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ

ପୁରୀ: ପୁରୀ ବାସୀଙ୍କୁ ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏଣିକି ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହରର ସ୍ଥାନ ନେଇଛି ପୁରୀ । ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି…

ଜୁନ୍ ୨୦୨୨ ସୁଦ୍ଧା ସରିବ ବରମୁଣ୍ଡା ବସଷ୍ଟାଣ୍ଡ ଟର୍ମିନାଲ କାମ, ସ୍ଥିତି ପରଖିଲେ 5T ସଚିବ

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ ଭି. କେ. ପାଣ୍ଡିୟାନ୍ । ଆଜି ସକାଳୁ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ବରମୁଣ୍ଡାରେ ନିର୍ମାଣଧୀନ ଅତ୍ୟାଧୁନିକ ଇଣ୍ଟର ଷ୍ଟେଟ୍ ବସ୍ ଟର୍ମିନାଲ କାମର ଅନୁଧ୍ୟାନ କରିଛନ୍ତି ।…

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀବିଜେ

ପୁରୀ: ୧୨ ଦିନର ଲୀଳାଖେଳା ପରେ ଆଜି ନିଳାଦ୍ରୀବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ରଥରୁ ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ ଶ୍ରୀଜିଉମାନେ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟା ଭିତରେ ଶେଷ କରିବାକୁ ସମୟ ନିର୍ଘଣ୍ଟ ହୋଇଛି । ଗତକାଲି ଅଧରପଣା ନୀତି ଶେଷ ହେବା ପରେ…

ଆଜି ରଥାରୂଢ଼ ମହାପ୍ରଭୁଙ୍କୁ ଅଧରପଣା ଲାଗି

ପୁରୀ: ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି । ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ହେବ ।…