Latest Odisha News

BREAKING NEWS

Browsing Category

ସହର

City

ଦେଖନ୍ତୁ, ଭୁବନେଶ୍ୱର ଝିଅଙ୍କ ଡ୍ୟାନ୍ସରେ କେମିତି ଦିଓ୍ୱାନୀ ହେଲେ ମାଧୁରୀ

ଭୁବନେଶ୍ୱର: ରିଆଲିଟି ସୋ ଡ୍ୟାନ୍ସ ଦିଓ୍ୱାନେ ସିଜିନ-୩ରେ କମାଲ କଲେ ଓଡ଼ିଆ ଝିଅ । ଭୁବନେଶ୍ୱରର ଅରୁନ୍ଧତୀ ଗଡ଼ନାୟକଙ୍କ ଡ୍ୟାନ୍ସ ଜଲଓ୍ୱାରେ ଦିଓ୍ୱାନୀ ହେଲେ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ବିଚାରକଙ୍କ ମନ ଜିଣିଲେ ଅରୁନ୍ଧତୀ । ତାଙ୍କ ଡ୍ୟାନ୍ସ ଦେଖି ୩ ଜଣ ଜଜ୍ ଖୁବ ତାରିଫ…

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାରି ହେବ ୧୪୪ ଧାରା

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଲଗୁ କରାଯାଇଥିବା ଜଣାପଡ଼ିଛି । ଆରଡ଼ି ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରା ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ତାରିଖ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।…

୨୦ ଦାଦନ ଶ୍ରମିକ ଉଦ୍ଧାର, ତାମିଲନାଡୁକୁ ହେଉଥିଲେ ଚାଲାଣ

ଆଠମଲ୍ଲିକ: ୨୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ଏକ ଢ଼ାବାରେ ଚଢାଉ କରି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ୯ ଜଣ ନାବାଳକ ଥିବାବେଳେ ୧୧ ଜଣ ସାବାଳକ ଅଛନ୍ତି । ସମସ୍ତ ଶ୍ରମିକଙ୍କ ଘର ସୁବର୍ଣ୍ଣପୁର…

ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ମାଳଦା ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ପରେ ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ବିଭାଗ ନିଲମ୍ବନ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ବିରଳ ଧଳା ପେଚା ଉଦ୍ଧାର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ଠାରେ ଗୁରୁବାର ଦିନ ଏକ ବିରଳ ଧଳା ପେଚା ଉଦ୍ଧାର କରାଯାଇଛି। ସୂଚନାନୁସାରେ, ନୀଳଗିରି ବାଇପାସ୍ ରାସ୍ତା ନିକଟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସ୍ଥାନୀୟ ଲୋକ ଏକ ଆହତ ପେଚାକୁ ପାଇଥିଲେ। ପରେ ସେମାନେ ଏହି ପେଚାକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।…

କୋଭିଡ କଟକଣାରେ ପୁରୀ ଲୋକନାଥ ମନ୍ଦିରରେ ଜାଗର ଯାତ୍ରା

ପୁରୀ: କୋଭିଡ୍ କଟକଣାରେ ଏବର୍ଷ ପୁରୀର ଶ୍ରୀଲୋକନାଥଙ୍କ ଜାଗର ଯାତ୍ରା । ଭୋର ୪ଟାରୁ ଆରମ୍ଭ ହେବ ଦର୍ଶନ। ଏବର୍ଷ ଭିତର ଗମ୍ଭୀରାରେ ଦର୍ଶନ ମନା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ ତାରିଖରେ ପଙ୍କୋଦ୍ଧାର ହେବ। ବର୍ଷକରେ ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ଶ୍ରଦ୍ଧାଳୁ…

ରାଜ୍ୟରେ ପୁଣି ବଢ଼ିଲା ବସ ଭଡ଼ା, ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି 

କଟକ: ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି ହୋଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।  ବର୍ଦ୍ଧିତ ଭଡା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୫ ପଇସା ବଢିଛି । ସାଧାରଣ ବସ୍…

ସମ୍ବଲପୁର ହୁମା ବକ୍ର ମନ୍ଦିରରେ ହେବନି ଶିବରାତ୍ରି ମେଳା

ସମ୍ୱଲପୁର: କରୋନା ଯୋଗୁଁ ଏବର୍ଷ ସମ୍ୱଲପୁର ଜିଲ୍ଲାର ହୁମା ବକ୍ର ମନ୍ଦିରରେ ଶିବରାତ୍ରି ମେଳା ହେବ ନାହିଁ । ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପୂର୍ବଭଳି ମନ୍ଦିରରେ ରୀତିନୀତି ଅନୁସାରେ କେବଳ ବାବା ବିମଳେଶ୍ୱରଙ୍କ ପୂଜାର୍ଚ୍ଚନା କରାଯିବ । ମନ୍ଦିରକୁ ପ୍ରବେଶ ଓ…