Latest Odisha News

BREAKING NEWS

Browsing Category

ସହର

City

ବିବନ ବିଶ୍ବାଳ ଗିରଫ ପରେ,ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ତଦନ୍ତର ଅଗ୍ରଗତି ନେଇ ଆଲୋଚନା 

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୨କୋଭିଡ୍ ପଜିଟିଭ୍ 

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭…

ରାଜଧାନୀରେ ଫୁଲ ତୋଳୁଥିବା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଲୁଟେଲା

ଭୁବନେଶ୍ୱର: ରାଜଧାନୀରେ ମର୍ଣ୍ଣିଂ ଲୁଟେରାଙ୍କ ଆତଙ୍କରାଜ । ନିଳାଦ୍ରୀ ବିହାର ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଇକରେ ଆସିଥିଲେ ତିନି ଜଣ ଦୁର୍ବୃତ୍ତ । ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍ ଲୁଟିଥିଲେ । ଏମିତିବେଳେ ମହିଳାଙ୍କ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ‘ସାଇ ଥଟ୍ ଲିଡରସିପ୍’ର ପ୍ରଥମ ଅଧିବେଶନ ଆୟୋଜିତ ହୋଇଛି । ଅଧିବେଶନରେ ଦେଶର ବିକାଶ ଉପରେ ଆଲୋଚନା କରାଯାଇଛି । ଓଡ଼ିଶା ଦକ୍ଷତା ବିକାଶ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଆବାହତ ତଥା…

ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅଙ୍ଗନବାଡି କର୍ମୀ: ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି

ଅନୁଗୁଳ: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଅନୁଗୋଳ ଜିଲ୍ଲା ଅଙ୍ଗନବାଡି କର୍ମୀ । ସରକାରୀ ମାନ୍ୟତା ସହ ମାସିକ ଦରମା ୧୮ ହଜାର ଟଙ୍କା ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍‌ ୱାର୍କରସ ଆସୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ବିକ୍ଷୋଭ…

୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର

ଭୁବନେଶ୍ବର:ଗଣମାଧ୍ୟମ ଆଗରେ ୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର । ସେ କହିଛନ୍ତି ୨୨ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି । ଘରେ ପାଟି ଚୁପ କରି ବସିବା ପାଇଁ ଧମକ ଦିଆଯାଇଛି । ମୋତେ ଓ ମୋ ଘର ଉପରକୁ ବାରମ୍ବାର ଆକ୍ରମଣ କରାଯାଇଛି । ମୁଁ କେସ ଫାଇଲ…

୧୧ ଦିନ ହେଲା ଆଇଜିଏଚ ଶବ ଗୃହରେ ପଡିଛି ମୃତଦେହ, କ୍ଷତିପୂରଣ ନ ମିଳିବା ଯାଏ ନେବାକୁ ନାରାଜ ପରିବାରଲୋକ

ରାଉରକେଲା:୧୧ଦିନ ହେଲା ରାଉରକେଲା ଆଇଜିଏଚ ଶବ ଗୃହରେ ପଡିରହିଛି ମୃତଦେହ । କ୍ଷତିପୂରଣ ନ ମିଳିବା ଯାଏ ମୃତଦେହ ନେବାକୁ ନାରାଜ ପରିବାର ଲୋକ । ସୂଚନାଅନୁସାରେ, ଗତ ୧୧ ତାରିଖ ରାତିରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିୟୁ ପ୍ଲେଟ୍ ମିଲ୍ ବିଭାଗରେ କାମ କରୁଥିଲେ ରାଇସନ ମାରାଣ୍ଡି ।…

ଭୁବନେଶ୍ୱରରେ ଖୋଲିଲା ରିହାବିଲିଟେସନ କ୍ଲିନିକ ‘ରିହାବସ୍କେପ୍’

ଭୁବନେଶ୍ୱର : ପିଲାମାନଙ୍କ କ୍ଷେତ୍ରରେ ଅଟିଜିମ୍ ଓ ବାକ୍ ତଥା ଶ୍ରବଣଜନିତ ସମସ୍ୟା ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଉଦଘାଟିତ ହୋଇଛି ‘ରିହାବସ୍କେପ୍’ କ୍ଲିନିକ । ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଏହି ରିହାବିଲିଟେସନ ସେଣ୍ଟର ‘ରିହାବସ୍କେପ୍‌’କୁ…

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…