Latest Odisha News

BREAKING NEWS

Browsing Category

ସହର

City

ରାଉରକେଲା ବାସୀଙ୍କ ଲାଗି ପ୍ରସ୍ତୁତ ହେଉଛି ରାଉରକେଲା ୱାନ୍ ପ୍ରକଳ୍ପ

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଅଧିନରେ ଏବେ ବିଭିନ୍ନ ପ୍ରକଳ୍ପ ଜୋରସୋରରେ ଚାଲିଛି। ତନ୍ମଧ୍ୟରୁ ମୁଖ୍ୟ ପ୍ରକଳ୍ପ ହେଲା ରାଉରକେଲା ୱାନ୍ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ସହରବାସୀଙ୍କୁ ବିବିଦ୍ଧ ସୁବିଧା ଗୋଟିଏ ସ୍ଥାନରେ ମିଳିପାରିବ। ଏହି ପ୍ରକଳ୍ପ ବର୍ତ୍ତମାନ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ୮ ମାସ ପରେ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର: ୮ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର । ଭୁବନେଶ୍ୱର ଓ ଢେଙ୍କାନାଳରେ ଥିବା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର କୋଭିଡ୍ କଟକଣା ଯୋଗୁଁ ବନ୍ଦ ରହିଥିଲା । କୋଭିଡ୍ ଗାଇଲାଇନ୍ ଓ କଟକଣା ଭିତରେ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲା ପର୍ଯ୍ୟଟନ ବିଭାଗ ।…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା । ମୃତକମାନେ…

ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ପରଲୋକ

କଟକ: ଜଣାଶୁଣା ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ତାଙ୍କ ପୁଅ ରାଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।  ଆଜି ହଠାତ୍ ସେ ଘରେ ଖାଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ…

ଦର୍ଶକଙ୍କ ଲାଗି ଆଜିଠୁ ଖୋଲୁଛି ‘ଗାନ୍ଧୀ ସ୍ମୃତିପୀଠ’

ପୁରୀ: ଦର୍ଶକଙ୍କ ଲାଗି ପୁରୀର ଗାନ୍ଧୀ ସ୍ମୃତିପୀଠ ସୋମବାର ଦିନଠାରୁ ଖୋଲାଯାଉଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ଦୀର୍ଘ ୭ ମାସ ଧରି ବନ୍ଦ ରହିଥିଲା । ଗାନ୍ଧୀ ସ୍ମୃତିପୀଠ ପୁରୀର ଅନ୍ୟ ଏକ ଆକର୍ଷଣ ପାଲଟିଥିବା ବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ…

ଆସୁଛି ଭିନ୍ନ ଧରଣର ୱେବ୍ ସିରିଜ୍ “ପି ସେ ପ୍ଲେଜର”

ଭୁବନେଶ୍ୱର: ଏକ ୱେବ୍ ସିରିଜ୍‌କୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ନଜର ଆସିବେ ଦୁଇଦୁଇଜଣ ଓଡିଆ ନାୟିକା । ଦେଖିବାକୁ ମିଳିବ ବୋଲ୍ଡନେସ୍‌ର ଜବରଦସ୍ତ ତଡକା । ତେବେ ନର୍ମାଲ୍ ନୁହେଁ ବରଂ ଲେସ୍‌ବିଆନ୍ ଲଭ ଉପରେ ଆଧାରିତ ହୋଇଛି ୱେବ୍ ସିରିଜ୍‌ର କାହାଣୀ । ତେବେ ଖୁବଶୀଘ୍ର ଓଟିଟି…

କୂଳଡିହା ଅଭୟାରଣ୍ୟ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ ପକ୍ଷୀ

ବାଲେଶ୍ୱର: ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ବିରଳ ରେଡ୍ ନେପଡ୍ ଆଇବିସ୍ (ନାଲି ମଥା ବାଜେଣି) ପକ୍ଷୀ ଚିହ୍ନଟ । ନୀଳଗିରି ନିକଟ ପୋଡାଶୂଳ ଅଞ୍ଚଳରେ ଏକ ସାଙ୍ଗରେ ଏଭଳି ଅନେକ ବିରଳ ପକ୍ଷୀ ମୋବାଇଲ ଟାୱାରରେ ବସିଥିବା ଦେଖିବାକୁ ମିଳିଛି । କୂଳଡିହା ଅଭୟାରଣ୍ୟର ରିଷିଆ, ଖୋମକୁଟ ଓ କେନ୍ଦୁଝର…

ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ: ଆଜିଠାରୁ ପାରାଦୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ । ଚଳିତବର୍ଷ ସମରାଭ୍ୟାସ ନାଁ ‘ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ’ ରଖାଯାଇଛି ।ଏଥିରେ ସାମିଲ ହୋଇଛନ୍ତି ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ପୋର୍ଟ,  ବନବିଭାଗ, ମତ୍ସ୍ୟ ବିଭାଗ, ଓଡିଶା ପୋଲିସ ସମେତ ୯ରୁ ଅଧିକ…

ବ୍ୟକ୍ତି ଏକ, ବ୍ୟକ୍ତିତ୍ୱ ଅନେକ; ରାଜଗୋପାଳ ମିଶ୍ର !

ଭୁବନେଶ୍ୱର: ଆଉ ନାହାନ୍ତି ରାଜଗୋପାଳ ମିଶ୍ର । ଚଳଚ୍ଚିତ୍ର ନିର୍ଦ୍ଦେଶକ, ଅଭିନେତା, ଚିତ୍ରନାଟ୍ୟ ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେ ଜଗତରେ ସେ ହାସଲ କରିଥିଲେ ଏକ ଅବର୍ଣ୍ଣନୀୟ ଉପାଧି । ଏହି ମହାନ ବ୍ୟକ୍ତିତ୍ୱ ୧୯୪୯ ମସିହା ଅକ୍ଟୋବର ୨୬, ବୁଧବାର ଦିନ ଜନ୍ମ ଗ୍ରହଣ କରିଥିଲେ । ବାପା…

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହାର ଉଦଘାଟନ କରିଛନ୍ତି । ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦୁଇ ଶହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ଟ୍ରେନିଂ ଦିଆଯିବ । ଦିନକୁ ଦିନ ସାଇବର କ୍ରାଇମ ବଢୁଛି । ଏହାର…