Latest Odisha News

BREAKING NEWS

Browsing Category

ସହର

City

ଗାଁ’ରେ ସୃଷ୍ଟି ହେବ ଆର୍ଥିକ ସ୍ରୋତ, ୨ ବର୍ଷରେ ହେବ ୬୫ ହଜାରରୁ ଅଧିକ ପଦବୀ ପୂରଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆର୍ଥିକବର୍ଷ ୨୦୨୫/୨୦୨୬ରେ ବଢିବ ଓଡିଶା ବଜେଟର ଆକାର । ଗତ ଆର୍ଥିକବର୍ଷ ତୁଳନାରେ ବଜେଟ୍ ପରିମାଣ ବଢ଼େଇବା ସହ ନିଯୁକ୍ତି ଓ ଉତ୍ପାଦନ ଉପରେ ଗୁରୁତ୍ୱ ଦେବେ ସରକାର । ଗାଁ'ରେ ଆର୍ଥିକ ସ୍ରୋତ ସୃଷ୍ଟି କରିବା ପାଇଁ ମୋହନ ସରକାର ଆଣିବେ ନୂଆ ଯୋଜନା । ପ୍ରାକ୍ ବଜେଟ ପରାମର୍ଶ ସଭା…

ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ତଥା ଗବେଷକ ବିଜୟ ସ୍ୱାଇଁ । ଗୁରୁବାର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଶ୍ରୀଯୁକ୍ତ ସ୍ୱାଇଁ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ଅଧ୍ୟୟନ ପାଇଁ…

କଡ଼ାକଡ଼ି ହେବ ଉପକୂଳ ସୁରକ୍ଷା ବ୍ୟବସ୍ଥା, ଗଠନ ହେବ ତଟରକ୍ଷୀ ବାହିନୀ ସହିତ ସ୍ୱାଧୀନ ବୋର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ ତଟରକ୍ଷକ ବଳ ସହ ମିଶି ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରିବା ସହ ଅନେକ ନୂଆ ଉପାୟକୁ ଲାଗୁ କରି ତଟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ପାଇଁ ପଦକ୍ଷେପ ନେଉଛି । ଏନେଇ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ…

ଭ୍ୟାକସିନ୍ ଲାଗିଥିବା କୁକୁର କାମୁଡିବା କେତେ ବିପଦଜ୍ଜନକ? କ’ଣ କୁହନ୍ତି ଏକ୍ସପର୍ଟ…

ଭୁବନେଶ୍ବର: କୁକୁର ହେଉଛି ସବୁଠାରୁ ସାଧାରଣ ପୋଷା ପ୍ରାଣୀ ଯାହାକୁ ପ୍ରାୟ ସବୁ ଲୋକମାନେ ନିଜ ଘରେ ରଖିଥାନ୍ତି । ଘରେ ରହୁଥିବା ପୋଷା କୁକୁରମାନଙ୍କୁ ଟୀକା ଦିଆଯାଏ । ଯେତେବେଳେ ଏହି କୁକୁରମାନେ କାମୁଡ଼ନ୍ତି, ମାଲିକ ମାନେ ସବୁବେଳେ କୁହନ୍ତି ଯେ ସେମାନଙ୍କ କୁକୁରକୁ ଭ୍ୟାକସିନ୍ ଇଞ୍ଜେକ୍ସନ…

‘ସାମୁଦ୍ରିକ ଅର୍ଥନୀତିକୁ ଆଗକୁ ନେବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ’

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’ ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି । ‘ଏମ୍‍ପାୱାରିଂ ସଷ୍ଟେନେବଲ୍‍ ଗ୍ରୋଥ ଥ୍ରୁ ମେରାଇନ୍‍ ଇକୋସିଷ୍ଟମ୍‍’ ଏହାର ମୁଖ୍ୟ ବିଷୟବସ୍ତୁ ରହିଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଲ…

ଏଟିଏମ୍ ଲୁଟ୍: ଟଙ୍କା ସହ ତାଡ଼ି ନେଲେ ମେସିନ୍

ଭୁବନେଶ୍ବର: ଟଙ୍କା ସହ ତାଡ଼ି ନେଇଗଲେ ଏଟିଏମ୍। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଶ୍ରୀରାମନଗର ସ୍ଥିତ ଏସବିଆଇ ଏଟିଏମ୍‌ ତାଡ଼ି ନେଲେ ଦୁର୍ବୃତ୍ତ। ଏଟିଏମ ମେସିନ୍ ତାଡି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ ହୋଇଥିବା ସୂଚନା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସର ଛାନବିନ ଆରମ୍ଭ କରିଛି ।…

ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୨୭ ତାରିଖ ଅର୍ଥାତ୍ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ…

ନିଶା କାରବାର ଉପରେ ଲାଗିବ ରୋକ; କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ

ଭୁବନେଶ୍ବର: ରାଜ୍ୟ ସମେତ ରାଜଧାନୀରେ ଦିନକୁ ଦିନ ବ୍ୟାଧି ପରି ବ୍ୟାପିଲାଣି ନିଶା ସେବନ । ବିଶେଷ କରି ଶିକ୍ଷାନୁଷ୍ଠାନ ବାହାରେ ଏହାର ବହୁଳ କାରବାର ଚାଲିଛି । ଯାହାକୁ ମୂଳପୋଛ କରିବାକୁ ତତପରତା ଦେଖାଇଛି କମିଶନରେଟ୍ ପୋଲିସ । ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ନଜର ରଖିବ ପୋଲିସ । ଯାହା…

କଲବଲ କରୁଛି ରାଜଧାନୀ ଟ୍ରାଫିକ୍

ଭୁବନେଶ୍ବର: ରସୁଲଗଡ଼ ହେଉ କି ଡମଣା, ନୟାନ୍ତ କରୁଛି ଭୁବନେଶ୍ବର ଟ୍ରାଫିକ୍ । ବିଶେଷ କରି ରବିବାର ଓ ଛୁଟିଦିନରେ ଟ୍ରାଫିକ୍ ଜାମ ବଢି ଯାଉଛି । ଫଳରେ ରାସ୍ତା ଉପରେ ଅଟକୁଛି ଗାଡି । ୧୦ମିନିଟର ରାସ୍ତା ପାର ହେବାକୁ ଲାଗୁଛି ଘଣ୍ଟାଏ ସମୟ । କେବଳ ସହର ଭିତର ରାସ୍ତା ନୁହେଁ ଜାତୀୟ ରାଜପଥ ଓ…

ନବ ଦାସ ହତ୍ୟାକାଣ୍ଡ ମାମଲା; ପ୍ରତିକ୍ରିୟା ରଖିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର…