Latest Odisha News

BREAKING NEWS

Browsing Category

ସହର

City

ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ୱାର୍ଲ୍ଡ ସ୍କିଲ କମ୍ପିଟିସନର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ଏବଂ…

ତିରୁପତି ମନ୍ଦିର ବିବାଦ ନେଇ ଶ୍ରୀମନ୍ଦିରରେ ଛନକା: ଯାଞ୍ଚ ହେବ ଘିଅ!

ପୁରୀ:  ତିରୁପତି ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ଯେଉଁ ବିବାଦ ଦେଖାଦେଇଛି ତାହା ଏବେ ପୁରା ଦେଶରେ ହଇଚଇ ସୃଷ୍ଟି କରିଛି । ଭକ୍ତଙ୍କ ଆବେଗକୁ ମଧ୍ୟ ଠେସ୍ ପହଞ୍ଚିଛି । ସେପଟେ ଏହାର ପ୍ରଭାବ ମଧ୍ୟ ଦେଶର ସମସ୍ତ ମନ୍ଦିରରେ ଦେଖାଦେଲାଣି ।  ଏନେଇ ସବୁ ମନ୍ଦିର ପ୍ରଶାସନ ଏନେଇ ସଜାଗ ହେଲେଣି ।…

ମାସେ ପରେ ନିଦ ଭାଙ୍ଗିଲା !

ଭୁବନେଶ୍ବର: ନେଇଗଲା ମହାରାଷ୍ଟ୍ର, ଚାହିଁ ଜଳକା ଓଡିଶା। ରାଜ୍ୟ ହାତରୁ ଖସିଗଲା ଜେଏସଡବ୍ଲୁ ଇଭି ପ୍ରକଳ୍ପ। ଅଗଷ୍ଟ ୨୨ତାରିଖରେ ଏନେଇ ଖବର ପ୍ରକାଶ କରିଥିଲା ଓଡିଶା ସମ୍ବାଦ । ଜେଏସଡବ୍ଲୁ ଗ୍ରୁପ ମହାରାଷ୍ଟ୍ରରେ ଇଭି ଓ ବ୍ୟାଟେରୀ ପ୍ଲାଣ୍ଟ ନେଇ ୫୨ହଜାର ୨ଶହ କୋଟି ଟଙ୍କା ନିବେଶ କରିବା…

ତିରୁପତି ପ୍ରଭାବ; ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଛି । ଯାହା ଦ୍ବାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି । ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ…

ତେଜୁଛି ବିବାଦ: ଥାନାରେ ପହଞ୍ଚିଲା ବିଜେଡି କଳି

ଭୁବନେଶ୍ବର: ତେଜିବାରେ ଲାଗିଛି ଭୁବନେଶ୍ବର ବିଜେଡି ବିବାଦ । ଶଙ୍ଖଭବନରୁ ଏବେ ଥାନାରେ ପହଞ୍ଚିଲା ବିଜେଡି କଳି । ବିରଞ୍ଚି ମହାସୁପକାରଙ୍କ ସମର୍ଥକ ଅବିନାଶ ପାତ୍ର ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ରାକେଶ ପାତ୍ରଙ୍କ ନାଁରେ ଏୟାରଫିଲ୍ଡ ଥାନାରେ ଫେରାଦ ହୋଇଛନ୍ତି । ଅଶୋକ ପଣ୍ଡା, ରାକେଶ…

କ୍ୟାପିଟାଲ ହସ୍ପିଟାଲରେ ପଡିରହିଛି ଅଳିଆ, କୁଆଡେ ଗଲେ ସଫେଇ କର୍ମଚାରୀ?

ଭୁବନେଶ୍ବର: ଭୁବନେଶ୍ବର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ । ଯେଉଁଠିକି ଦୈନିକ ଶହ ଶହ ରୋଗୀ ଆସନ୍ତି । ହେଲେ ଏବେ ସେଠି ନାକ ଦେଇହଉନି । ଯେଉଁଠି ଦେଖ ପଡିରହିଛି ଅଳିଆ, ସିରିଞ୍ଜ । ଡଷ୍ଟବିନ୍ ପୂରିଗଲାଣି । ଅଳିଆରୁ ଗନ୍ଧ ବି ଆସିଲାଣି । ସେଠି ସେମିତି ଅସ୍ବାସ୍ଥ୍ୟକର ପରିବେଶ…

ଶିଶୁ ଯୌନ ଶୋଷଣ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟକୁ ରାଜ୍ୟ ସରକାରଙ୍କ ସମର୍ଥନ

ଭୁବନେଶ୍ୱର: ଶିଶୁ ଯୌନ ଶୋଷଣ ବିରୁଦ୍ଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବେ । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ସରକାର ପୂର୍ଣ୍ଣ ସମର୍ଥନ ଜଣାଇବା ସହ ରାଜ୍ୟରେ କୌଣସି ପ୍ରକାର ଶିଶୁ ଯୌନ ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ…

ଦରଦାମ କଥା ଉଠାଇ ସରକାରଙ୍କୁ ଘେରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡି ସରକାରର ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କମିଛି । କଳାହାଣ୍ଡି ଓ ନବରଙ୍ଗପୁର ସମେତ ସାରା ରାଜ୍ୟର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି । ବିଭିନ୍ନ କ୍ଷେତ୍ରରେ କଳାହାଣ୍ଡିର ବିକାଶ ଯଥା, ମେଡିକାଲ କଲେଜ,…

ସିସିଟିଭିରେ ଭରତପୁର ସତ !

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ଜଟିଳ ରୂପ ନେଉଛି । ଘଟଣା ରାତି ଓ ପରବର୍ତ୍ତୀ ସମୟର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପୀଡିତା ଥାନାକୁ ଆସିବା ପୂର୍ବରୁ ଯାଇଥିବା ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ…

ଚର୍ଚ୍ଚିତ ଭରତପୁର ଥାନାରେ ନୂଆ ଆଇଆଇସିଙ୍କ ପୂଜାପାଠ

ଭୁବନେଶ୍ବର: ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ପରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ରାଜଧାନୀର ଭରତପୁର ଥାନା । ଆଜି ଥାନାରେ ହୋମ-ଯଜ୍ଞ ସହ ପୂଜାପାଠ କରିଛନ୍ତି ନୂଆ ଆଇଆଇସି ଭାବେ ଯୋଗ ଦେଇଥିବା ଦୀପକ ଖଣ୍ଡାୟତ ରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ନୂଆ…