Latest Odisha News
Browsing Category

ସହର

City

ଖୋଲିବ ପୁରୁଣା ପେଡି, ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର

ଭୁବନେଶ୍ଵର: ପୁଣି ଖୋଲିବ ପୁରୁଣା ପେଡି । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ମମିତା ମେହେର ହତ୍ୟା ମାମଲା, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଘଟଣାର ହେବ ଫାଇଲ ରିଓପନ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନବ ଦାସ ହତ୍ୟା, ମମିତା ମେହେର ହତ୍ୟା, ସ୍ୱାମୀ…

ନିର୍ବାଚନ ମାମଲା: ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ନୋଟିସ୍

ଭୁବନେଶ୍ଵର: ଭୁବନେଶ୍ଵର ମଧ୍ୟ ବିଧାୟକଙ୍କୁ ଲାଗିଲା ଝଟ୍‌କା। ନିର୍ବାଚନୀ ଅନିୟମିତତା ମାମଲାରେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି ।…

ଓଡ଼ିଶାରେ ନବୀନ ବାବୁଙ୍କ ନେତୃତ୍ୱରେ ଏକ “କରପ୍‌ସନ୍ କ୍ଲବ” ଚାଲିଥିଲା: ବିଜେପି

ଭୁବନେଶ୍ୱର: ବିଜେଡି ସରକାର ସମୟରେ ଯେଉଁଭଳି ଖୁଲମଖୁଲା ଦୁର୍ନୀତି ଚାଲୁଥିଲା ତା'ର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ ଆସୁଛି । ଆଗରୁ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କିରାଣୀ ଓ ପିଅନଙ୍କ ଦୁର୍ନୀତିକୁ ଧରପଗଡ କରି ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିଲେ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି…ବଢିଲା ରାଜନୀତି

ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ଆଇନ-୨୦୨୦ରେ ହେଉ ସଂଶୋଧନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିକୁ ନେଇ ବଢିଲା ରାଜନୀତି । ଆଇନରେ ରହିଥିବା ଅସଙ୍ଗତି ଦୂର କରିବା ସହ ଆବଶ୍ୟକ ସଂଶୋଧନ କରିବାକୁ ଚିଠିରେ ଧର୍ମେନ୍ଦ୍ର ଲେଖିଛନ୍ତି ।…

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା…

ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା: ଥାନାରେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର !

ଭୁବନେଶ୍ଵର:  ରସିକିଆ ପ୍ରେମିକ ସତ୍ୟଜିତ ସାମଲ ଗିରଫ ଘଟଣା । ଥାନାରେ ପହଞ୍ଚିଲେ ସତ୍ୟଜିତ ମହାନ୍ତିଙ୍କ ଲେଡି ପାର୍ଟନର । ହାଜର ପାଇଁ ତାଙ୍କ ପାଖକୁ ନୋଟିସ ଜାରି କରିଥିଲା କ୍ୟାପିଟାଲ ଥାନା ପୋଲିସ । ସତ୍ୟଜିତଙ୍କ ଆକାଉଣ୍ଟରୁ ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଯାଇଥିଲା ୧୦ ଲକ୍ଷ ଟଙ୍କା ।…

‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନଠାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି । ଏହି କ୍ରମରେ,…

ବିବାଦ…ବିତ୍ତିହୋତ୍ର…ବିଦାୟ

ଭୁବନେଶ୍ବର: ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କର ଭୁବନେଶ୍ବର ଏମସରେ ମୃତ୍ୟୁ ହୋଇଛି । ସେ ଷ୍ଟୋମାକ କ୍ୟାନସରରେ ଆକ୍ରାନ୍ତ ଥିଲେ । ପ୍ରଥମେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲ ଓ ପରେ ଭୁବନେଶ୍ବର ଏମସରେ…

ଭତ୍ତାଧାରୀ ବୟସ୍କଙ୍କ ସହ ପ୍ରତାରଣା କରିଛି ବିଜେପି: ନବୀନ

ଭୁବନେଶ୍ୱର: ବୟସ୍କଙ୍କ ଭତ୍ତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ l ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ l ନବୀନ ଲେଖିଛନ୍ତି ଯେ, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ…

କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ବରରେ ୭ଟି ଫ୍ଲାଟ୍

ଭୁବନେଶ୍ୱର: କୁବେର ପୂର୍ବତନ ଯନ୍ତ୍ରୀ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କଠାରୁ ଅମାପ ସଂପତ୍ତି ଜବତ କରିଛି ଭିଜିଲାନ୍ସ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ସହ ଭୁବନେଶ୍ବର, କଟକ ଓ ଜଟଣୀରେ ୭ଟି…