Latest Odisha News

BREAKING NEWS

Browsing Category

ସହର

City

ଧାମନଗରରେ ସୂରଜ ନା ସଞ୍ଜୟ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ…

ଯାଜପୁରରେ ଭାଙ୍ଗିବ ବିଜେଡି ଗଡ଼ !

ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ…

ଜଗଦ୍ଦେବଙ୍କୁ ଫସାଇବାକୁ ହୋଇଥିଲା ପ୍ଲାନ୍ !

ଭୁବନେଶ୍ବର: ଇଭିଏମ୍ ଭାଙ୍ଗିନଥିଲେ ପ୍ରଶାନ୍ତ ଜଗଦ୍ଦେବ । ସିସିଟିଭି ଫୁଟେଜରେ ହେଲା ସ୍ପଷ୍ଟ। ପ୍ରଶାନ୍ତଙ୍କୁ ଫସାଇବାକୁ ହୋଇଥିଲା କି ଷଡଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା, ଏହା ପଛରେ କିଏ ? କାହିଁକି ପ୍ରଶାନ୍ତଙ୍କୁ ଜେଲ୍ ପଠାଇବାକୁ ହୋଇଥିଲା ପ୍ଲାନ୍ ? ପ୍ରିଜାଇଡିଂ ଅଫିସରଙ୍କ ଭୂମିକା…

ଆରମ୍ଭରୁ ହିଁ ଗର୍ଜିଲେ ଶାହା, ନବୀନ ବାବୁ ଓଡିଶାକୁ ତାମିଲ ମୁଖ୍ୟମନ୍ତ୍ରୀ ଦେବାକୁ ଚାହୁଁଛନ୍ତି

ଭଦ୍ରକ: ଆଜି ଚାନ୍ଦବାଲି ନିର୍ବାଚନୀ ସଭାରେ ଆରମ୍ଭରୁ ହିଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । କହିଲେ ଓଡିଆ ଅସ୍ମିତାକୁ ବଞ୍ଚେଇବା କି ନାହିଁ ?, ତେଣୁ ଓଡିଶାରେ ବିଜେପି ସରକାର ଗଢିବା । ୨୫ ବର୍ଷ ପରେ ଓଡିଶାରେ ଓଡିଆ କହି ଆଉ ଲେଖି ପାରୁଥିବା ଲୋକ…

ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର: ଅଂଶୁଘାତ ନେଲାଣି ୪ ଜୀବନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ଘଟିଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ…

ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି, ୯ ମହିଳା ପୋଲିସ ଆହତ

ଭୁବନେଶ୍ବର: ଭୁବନେଶ୍ବରରେ ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯାଉଥିବା ବେଳେ ପୋଲିସ ଗାଡି ସହ ପିଟି ହେଲା ବସ୍ । ଏଥିରେ ଥିବା ୯ ଜଣ ମହିଳା ପୋଲିସ୍ ଆହତ ହୋଇଛନ୍ତି । ଆହତ ମହିଳା ପୋଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଆଜିଠୁ ବଢିବ ତାତି; ୨ ରୁ ୩ ଡିଗ୍ରୀ ଯାଏ ବଢିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢ଼ିବ ପାରଦ। ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ଏହାର ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି…

ଶାସକ ଦଳ ପାଇଁ ପୋଲିସ କର୍ମଚାରୀମାନେ କାମ କରିବା ଗଣତନ୍ତ୍ର ପ୍ରତି ବିପଦ: ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ବରିଷ୍ଠ ପୋଲିସ ଅଧିକାରୀ ଡି.ଏସ୍ କୁଟେ ଏବଂ ଏସଡିପିଓ ଶ୍ରୀ ଦାସ ମିଳିତ ଭାବେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ଭ୍ରାନ୍ତ ବାଟରେ ନେବା ପାଇଁ ଚକ୍ରାନ୍ତ କରିଛନ୍ତି । ତାଙ୍କର କଲ୍ ରେଡର୍କ ଯାଂଚ କରାଯାଉ । ପୋଲିସକୁ ଆୟୁଧ କରି…

ବିରୋଧୀଙ୍କୁ କଡା ଜବାବ; ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଆ ଅସ୍ମିତା ସୁଦୃଢ ହୋଇଛି’

ଭୁବନେଶ୍ୱର: ବିରୋଧୀ ଉଠାଉଥିବା ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉପରେ ଆଜି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଡ଼ଃ ସଂତୃପ୍ତ ମିଶ୍ର । ସେ କହିଛନ୍ତି ଯେ, ବିରୋଧୀ ନିର୍ବାଚନ ପାଇଁ ପ୍ରସଙ୍ଗ ବିହୀନ ହୋଇ ପଡିଛନ୍ତି ଓ ଇଆଡୁ ସିଆଡୁ ଅନେକ କଥା କହୁଛନ୍ତି । ଗତ କିଛି ଦିନ ହେଲା ବିରୋଧୀ ଓଡ଼ିଆ ଅସ୍ମିତା…

ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା: ‘ଡ୍ରାଇଭରଙ୍କୁ ମିଛ କହିବାକୁ ଧମକାଉଛି ପୋଲିସ’

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭାଙ୍ଗିବା ମାମଲାରେ ମିଛ କହିବାକୁ ବାଧ୍ୟ କରୁଛି ପୋଲିସ । ଘାଟିକିଆ ନିବାସୀ ବନମାଳୀ ଗାଡି ଡ୍ରାଇଭର ଉପରେ ଚାପ ପକାଉଛି ପୋଲିସ । କିଛି ଏମିତି କହି ଅଭିଯୋଗ କରିଛି ବିଜେପି । ଏହା ସହିତ ପ୍ରମାଣରେ ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଜାରି କରିଛି…