Latest Odisha News

BREAKING NEWS

Browsing Category

ସହର

City

ଖଲିକୋଟ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି

ବ୍ରହ୍ମପୁର:ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୧୧୨ଟି ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ରହିଛି। ମୋଟ ୧୬ଟି ବିଭାଗରେ ଏହି ୧୧୨ଟି ପଦବୀ ସୃଷ୍ଟି ହୋଇଥିବା…

ଜମି କହି ରାସ୍ତା ବିକିଦେଲେ ଦଲାଲ

ବ୍ରହ୍ମପୁର:ଜମି ନାହିଁ ହେଲେ ୧୫ ଲକ୍ଷରେ ବିକ୍ରି ହୋଇଛି ଜମି। କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ରତ୍ନପୁର ଅଞ୍ଚଳରେ ଏଭଳି ଏକ ଜମି ଠକେଇ ସାମ୍ନାକୁ ଆସିଛି। ଜମି କିଣିଥିବା ବ୍ୟକ୍ତି ଟଙ୍କା ମାଗିବା ପରେ ମଧ୍ୟସ୍ଥି ତାଙ୍କୁ ହତ୍ୟା ଧମକ ଦେଉଥିବା ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ ହୋଇଛି। ଏ…

ବ୍ରହ୍ମପୁରରେ ମାଙ୍କୁ ମେଲାଣି

ବ୍ରହ୍ମପୁର: ବର୍ଷା ମାଡ଼ ସତ୍ତ୍ବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ମାଁ ଦୁର୍ଗାଙ୍କ ପୂଜା ଶେଷ ହୋଇଯାଇଛି। ଶୁକ୍ରବାର ଭସାଣି ପର୍ବ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ସହରର ୪୦ଟି ସ୍ଥାନରେ ପୂଜା ଆୟୋଜନ ହୋଇଥିବା ବେଳେ ୪ଟି ସ୍ଥାନରେ…

ଦିନକରେ ୫୯ ଜୁଆଡ଼ିଙ୍କୁ ଧରି ଦୁଇ ଲକ୍ଷ ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଜୁଆ ଖେଳ ପ୍ରଚୁର ପରିମାଣରେ ଚାଲିଥାଏ। ଏହା ବେଆଇନ୍‌ ହୋଇଥିବା ଯୋଗୁ ବର୍ତ୍ତମାନ ଧରପଗଡ଼କୁ ଜୋର୍‌ଦାର୍‌ କରିଛି ବ୍ରହ୍ମପୁର ପୋଲିସ। ବୁଧବାର ଗୋଟିଏ ଦିନରେ ପୋଲିସ ୫୯ଜଣ ଜୁଆଡ଼ିଙ୍କୁ ଧରିବା ସହିତ ସେମାନଙ୍କ ପାଖରୁ…

ସମୁଦ୍ରରେ ନିଖୋଜ ଯୁବକଙ୍କ ଶବ ମିଳିଲା

ବ୍ରହ୍ମପୁର:ଗୋପାଳପୁର ସମୁଦ୍ରରେ ବୁଧବାର ୪ଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଉଦ୍ଧାର ହୋଇଯାଇଥିଲେ । ଆଉ ଜଣେ ନିଖୋଜ ହୋଇଥିବା ବେଳେ ଆଉ ଜଣକଙ୍କ ଶବ ଗୁରୁବାର ମିଳିଛି। ମୃତକ ଜଣକ ହେଲେ କୁକୁଡ଼ାଖଣ୍ଡି ଅଞ୍ଚଳର ସଞ୍ଜୟ ଦାସ(୧୭) ମିଳିଥିବା ସୂଚନା…

ବ୍ରହ୍ମପୁର ଉପକଣ୍ଠରୁ ୭ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମଦନମୋହନପୁରରୁ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଅଜଗର ସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପ ଲାଇନ। ଉକ୍ତ ଗ୍ରାମର ନାୟକ ସାହିରେ ଏକ ବିରାଟ ସାପକୁ ଦେଖି ସ୍ଥାନୀୟ ବାସିନ୍ଧାମାନେ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ଉକ୍ତ ସ୍ଥାନରେ…

ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବ ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ରାସ୍ତାର ରଙ୍ଗଣିପାଟଣା ଗାଁ ନିକଟରେ ଗୁରୁବାର ଜଣେ ଯୁବକଙ୍କ ଗୁପ୍ତାଙ୍ଗ କଟା କ୍ଷତାକ୍ତ ଶବକୁ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ବୁଗୁଡ଼ାର ସନ୍ତୋଷ କୁମାର ସାହୁ। ତାଙ୍କର ହାତ ଏବଂ ଗୁପ୍ତାଙ୍ଗକୁ ଧାରୁଆ ଅସ୍ତ୍ରରେ…

ମଦ ପିଇ ଝଗଡ଼଼ା ପରେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଦୁର୍ଗା ପୂଜାର ମାହୋଲ ଭିତରେ ବ୍ରହ୍ମପୁର ସହରରେ ଘଟିଯାଇଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମଦ ପିଇବା ପରେ ଟଙ୍କା ମାଗିବାକୁ ନେଇ ପ୍ରଥମେ ଝଗଡ଼଼ା ଏବଂ ଏହାକୁ ନେଇ ପଥରରେ ଛେଚି ହତ୍ୟା। ମିଳିଥିବା ସୂଚନା ଅନୁଯାୟୀ, ବଡ଼ବଜାର ଥାନା ଅର୍ନ୍ତଗତ ପ୍ରେମନଗରରେ ଥିବା ମଦ ଦୋକାନରେ…

ରାଉରକେଲାରେ ଗଡିବ ‘ମୋ ବସ’

ରାଉରକେଲା : ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ’ । ଆସନ୍ତା ଡିସେମ୍ବର ସୁଦ୍ଧା ମୋ ବସ ସେବା ଆରମ୍ଭ ହେବାକୁ ଯାଉଛି  । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଯୋଗାଇଦେବ ବୋଲି କ୍ରୁଟ୍‌ ପକ୍ଷରୁ…

ବିୟର ବୋତଲ ଭୁସି ବୃଦ୍ଧାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ଚିକିରିପଡ଼ା ଶାସନରେ ପିଲାମାନଙ୍କ ଝଗଡ଼଼ାକୁ ନେଇ ଜଣେ ବୃଦ୍ଧାଙ୍କୁ ବିୟର ବୋତଲରେ ଭୁସି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ବିପ୍ର ସାହୁ ଏବଂ ବସନ୍ତ ସାହୁ…