Latest Odisha News

BREAKING NEWS

Browsing Category

ସହର

City

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ,ଲାଞ୍ଚ ନେବାବେଳେ ଧରାପଡିଲେ

କଟକ : ଭିଜିଲାନ୍ସ ଜାଲରେ ଜୁନିୟର ଇଞ୍ଚିନିୟର । କନିଷ୍ଠ ଯନ୍ତ୍ରୀ ଦେବେନ୍ଦ୍ର ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । (ଆର ଆଣ୍ଡ ବି) ସେକ୍ସନ ୱାନ ,ଏସିସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ବିଲ୍ ପେମେଣ୍ଟ କରିବା ପାଇଁ କଣ୍ଟ୍ରାକ୍ଟର ଠାରୁ ୧୫ ହଜାର ଟଙ୍କା ଲାଞ୍ଚ…

[ଭିଡିଓ] ଚାହୁଁ ଚାହୁଁ ଜଳିଗଲା ଟ୍ୟାଙ୍କର ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କୋରାପୁଟ : ବୋରିଗୁମ୍ମା –କୋଟପାଡରେ ଅଘଟଣ । ଚଳନ୍ତା ଟ୍ୟାଙ୍କରରେ ଲାଗିଲା ନିଆଁ । ବୋରିଗୁମ୍ମା କୋଟପାଡ ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ଟ୍ୟାଙ୍କରରେ ନିଆଁ ଲାଗି ଯାଇଛି ।ଖବର ପାଇ ଅଗ୍ନିସମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି…

[ଭିଡିଓ] ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ ,୩ ଅଭିଯୁକ୍ତ ଗିରଫ

କଟକ : କଟକରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ଆଜି ଲୁଟପାଟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କଟକ ଚୌଦ୍ୱାର ଥାନା ପୋଲିସ । ଏହ ଲୁଟେରା ମାନଙ୍କ ଠାରୁ ପୋଲିସ ୨୨ ଟି ସୁନା ଚେନକୁ ଜବତ କରିଛି ପୋଲିସ । ମହିଳା ମାନଙ୍କୁ ଟାର୍ଗଟ କରି ଲୁଟପାଟ କରୁଥିଲା ଏହି ଗ୍ୟାଙ୍ଗ । ତା ସହ ପୋଲିସ ଆଖିରପେ…

କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଭୁବନେଶ୍ୱରରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ପୂର୍ବତନ ବିଧାୟକ ଧର୍ମଶାଳାଙ୍କ ବୋହୁ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଵି ଏମ ସି ମେୟର ପ୍ରାଥୀ ଘୋଷଣା । ଆଜି କଂଗ୍ରେସ ଭବନରେ ସାମ୍ବାଦିକ…

ଜଳୁଛି ଜଙ୍ଗଲ ସଙ୍କଟରେ ବନ୍ୟଜନ୍ତୁ : ନିଆଁରେ ମୂଲ୍ୟବାନ ଗଛଲତା ଜଳି ନଷ୍ଟ

ତେଲକୋଇ : ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ । ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ। ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି । ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର…

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ଭୁବନେଶ୍ୱର: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର…

AIIMSରେ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ AIIMS ଭୁବନେଶ୍ୱରର ମେଡିସିନ୍ (ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ…