Latest Odisha News

BREAKING NEWS

Browsing Category

ସହର

City

[ଭିଡିଓ] କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ , ହୁତୁ ହୁତୁ ହୋଇ ଜଳିଲା ଟ୍ରାନ୍ସଫରମର

କଟକ : କଟକ ବଡ ମେଡିକାଲ ପରିସରରେ ଅଗ୍ନିକାଣ୍ଡ । ମେଡିକାଲ ପରିସରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଗେଟ୍ ସମ୍ମୁଖରେ ଏକ ଇଲେକ୍ଟ୍ରି ଟ୍ରାନ୍ସଫରମରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଟ୍ରାନ୍ସଫର୍ମରଟି ହଠାତ୍ ହୁତୁ ହୁତ ହୋଇ ଜଳିବା ଯୋଗୁଁ ସାଧାରଣ ଲୋକ ଆତଙ୍କିତ ହୋଇଯାଇଥିଲେ । ପରେ ଖବର ପାଇ…

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି, ପୁଲିସ-ଗାଁ ଲୋକେ ମୁହାଁମୁହିଁ

ଜଗତସିଂହପୁର : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢିଙ୍କିଆରେ ପୁଣି ଜନଶୁଣାଣି ।  ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଆଜି ଢ଼ିଙ୍କିଆରେ ୨ୟ ଥର ଆରମ୍ଭ ହୋଇଛି ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଂଚାୟତର …

[ଦେଖନ୍ତୁ ଭିଡିଓ] ଆଧୁନିକ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ  .... ଓଡିଆ ମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା । ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି । ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ଏବେ ବି ନିଜ ପାଇଁ ସ୍ୱତନ୍ତ୍ର ଜାଗା…

ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ…

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର…

ଭୁବନେଶ୍ୱର ,କଟକ ଓ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଜେଡି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା । ଭୁବନେଶ୍ୱର ମହାନଗର ନିଗମରୁ ସୁଲୋଚନା ଦାସ ହେଲେ ମେୟର ପ୍ରାର୍ଥୀ । ବ୍ରହ୍ମପୁର ମହାନଗର ନିଗମରୁ ସଂଘମିତ୍ରା ଦଳେଇ ଓ କଟକରୁ ସୁବାସ ସିଂ ହେଲେ ବିଜେଡିର ମେୟର ପ୍ରାର୍ଥୀ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଭୁବନେଶ୍ବରରେ ଥିବା ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ। ସେହିପରି ଫରେଷ୍ଟ…

ଦିଲ୍ଲୀ ଫ୍ଲାଇଙ୍ଗ୍ କ୍ଲବରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

ଦିଲ୍ଲୀ : ଆଜି ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀ ପ୍ଲାଇଙ୍ଗ୍ କ୍ଲବରେ ବିଜୁ ବାବୁଙ୍କ ଜୟନ୍ତି ପାଳନ ହୋଇଯାଇଛି । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଅଧ୍ୟକ୍ଷ ଡ. ବିବିଏଲ୍ ମଧୁକରଙ୍କ ସଭାପତିତ୍ୱରେ ଏହା ପାଳନ କରାଯାଇଛି । ବିଜୁ ବାବୁଙ୍କ ଜୟନ୍ତିକୁ…

ରାଜଧାନୀରେ ଚାଞ୍ଚଲ୍ୟ: ଇଟା ତଳୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର : ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହି ସ୍ଥିତ ବିଏମ୍‌ସିର ଅର୍ଦ୍ଧ ନିର୍ମିତ…

ବାଲୁକା କଳାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଆଜି ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବାଲୁକା କଳାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଜନଜନାୟ ବିଜୁ ପଟ୍ଟନାୟକଙ୍କ ବାଲୁକା…