Latest Odisha News

BREAKING NEWS

Browsing Category

ସହର

City

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବିଜେଡିର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ୨୦୨୨ ନିର୍ବାଚନ ବିଜୁ ଜନତା ଦଳ ବିଜୟୀ ହୋଇଥିବାରୁ ମୋର ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ଏହି ଜନମତ ସେବା ଆମ ସଙ୍କଳ୍ପକୁ ଆହୁରି…

ଭଦ୍ରକରେ ବିଜେଡିର ବାଜିମାତ୍ ,୨୮ ଜିଲ୍ଲା ପରିଷଦ ଆସନ ପୋଛିନେଲା ବିଜେଡି

ଭଦ୍ରକ : ସରିଲା ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ରାଜ୍ୟରେ ବିଜେଡି ରେକର୍ଡ ଭାଙ୍ଗିଛି । ଭଦ୍ରକରେ ଜିଲ୍ଲାର ସମସ୍ତ ୨୮ ଟି ଜିଲ୍ଲା ପରିଷଦ ଆସନ ପୋଛିନେଇଛି ବିଜେଡି । ଶଙ୍କନାଦରେ ଫିକା ପଡିଲା ପଦ୍ମ । ଭଦ୍ରକରେ ଗଡ ରକ୍ଷା କରିପାରିଲାନି ବିଜେପି । ୧. ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ…

ମହାଶିବରାତ୍ରୀରେ ଲୋକନାଥ ମନ୍ଦିରରୁ ଚୋରି ,ମହିଳାଙ୍କ ବେକରୁ ୧୪ ଗ୍ରାମର ସୁନା ଚେନ୍ ଲୁଟିନେଲେ ଦୁବୃର୍ତ୍ତ

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ଏବେ ପୁରୀ ଲୋକନାଥ ମନ୍ଦିର । ମହାଶିବରାତ୍ରୀରେ ଦର୍ଶନ ପାଇଁ ଆସିଥିବା ବେଳେ ପୁରୀ ଲୋକନାଥ ମନ୍ଦିରରେ ଲୁଟର ଶିକାର ହୋଇଛନ୍ତି ମହିଳା ଭକ୍ତ ।ମନ୍ଦିର ଗମ୍ଭୀରା ଭିତରେ ମହିଳାଙ୍କ ବେକରୁ ଦବୃର୍ତ୍ତ ମାନେ ଲୁଟି ନେଇଛନ୍ତି ସୁନା ଚେନ୍ । ଲୁଟରେ ଶିକାର ହୋଇଥିବା…

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ବାବା କପିଳାଶ ପୀଠ , ଭୋର ୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ :ଆଜି ପବିତ୍ର ମହାଶିବ ରାତ୍ରୀ ।ଏନେଇ ସମସ୍ତ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇ ପଡିଛି । ଶଙ୍ଖ ହୁଳ ହୁଳିରେ କମ୍ପୁଛି ପରିବେଶ । ସକାଳୁ ସକାଳୁ ବାବାଙ୍କ ଦର୍ଶନ ପୀଠରେ ଭିଡ ଜମିଛି । ଭୋର ୪ଟା୨୦ରେ ଉଠିବ ମହାଦୀପ । ସମସ୍ତ ରୀତୀନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। । ତେବେ କରୋନା…

ଜାଗର ପାଇଁ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆସନ୍ତା କାଲି ଜାଗର । ମହାଦୀପ ପ୍ରଜ୍ୱଳନ ଲାଗି ମନ୍ଦିରମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ରାଜଧାନୀରେ ଟ୍ରାଫିକ ଏକ ବଡ଼ ସମସ୍ୟ ହୋଇଥିବା ବେଳେ ଏ ନେଇ…

ମାର୍ଚ୍ଚ ମାସର ଗାଇଡଲାଇନ୍: ରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ, କଟକଣାରେ ପାଳନ ହେବ ଶିବରାତ୍ରୀ

ଭୁବନେଶ୍ୱର: ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ହଟିଲା ସମ୍ପୂର୍ଣ୍ଣ କଟକଣା । ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ…

ପଞ୍ଚାୟତ ନିର୍ବାଚନ ଫଳାଫଳ : ୭୬୦ ଜୋନରେ ଆଗରେ ବିଜେଡି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡିର ବିଜୟ ଧାରା ଜାରି ରହିଛି । ୮୪୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ ଜୋନରେ ବିଜେଡି ଆଗୁଆ ରହିଛିା ପ୍ରଥମ ଦିନ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିବା ବେଳେ ବିଜେପି ଓ କଂଗ୍ରେସକୁ ପଛରେ…

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତରେ କଣ୍ଠଦାନ କଲେ ରାଜ୍ୟପାଳ

କଟକ: ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ସେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ କଟକର ମିଲନ ଷ୍ଟୁଡିଓରେ ନିଜ କଣ୍ଠରେ ସଜାଇଛନ୍ତି । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଏହି ଗୀତକୁ ଆସନ୍ତା ଉକ୍ରଳ ଦିବସରେ ରିଲିଜ କରିବା…

୩୨୨ ଗ୍ରାମ ବ୍ରାଉନସୁଗର ଜବତ: ୬ ଗିରଫ, ପିସ୍ତଲ ଓ ଜୀବନ୍ତ ଗୁଳି ଜବତ

ରାଉଲକେଲା: ରାଉରକେଲା ପୋଲିସ ୬ଜଣ ପ୍ଲାଣ୍ଟ ସାଇଡ଼ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ସମ୍ପୃକ୍ତ ଆଉ ଦୁଇ ଜଣ ଫେରାର ହୋଇଯାିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି । ଗିରଫ ହୋଇଥିବା ୬ ଜଣଙ୍କ ଠାରୁ ୩୨୨…

ଭଦ୍ରକ: ତୃତୀୟ ଦିନର ଗଣତିରେ ୧୨ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଆଗୁଆ

ଭଦ୍ରକ: ତୃତୀୟ ଦିନର ଭଦ୍ରକ ଜିଲ୍ଲାରେ ୭ଟି ବ୍ଲକରେ ୧୨ଟି ଜିଲ୍ଲାପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭରୁ ସମସ୍ତ ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଚାନ୍ଦବାଲି ବ୍ଲକର ୪ ନମ୍ବର ଜୋନରେ ବିଜେଡି ପ୍ରାଥୀ ସ୍ମରଣୀକା ସମଦର୍ଶନୀ ବଳ ଆଗୁଆ, ଚାନ୍ଦବାଲି ବ୍ଲକର ୫ନମ୍ବର ଜୋନରେ ବିଜେଡି…