Latest Odisha News

BREAKING NEWS

Browsing Category

ସହର

City

ଓଡିଶାର ମନୋଜ ମହାପାତ୍ର ହେବେ ଏଲ୍ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଓଡିଶାର ମନୋଜ ମହାପାତ୍ର ହେବେ ଏଲ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ । ମନୋଜ ମହାପାତ୍ର ଏଲ ସାଲଭାଡୋରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି ବୋଲି ସେଣ୍ଟାଲ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ମନୋଜ ୨୦୦୦ ବ୍ୟାଚର ଆଇଏଫ୍ଏସ୍…

ପୌର ନିର୍ବାଚନ : ମାର୍ଚ୍ଚ ୨ରୁ ନାମାଙ୍କନ ,୨୬ରେ ଭୋଟ୍ ଗଣତି

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ  । ରାଜ୍ୟରେ ମୋଟ ୧୦୬ ଟି ପୌର ପରିଷଦ ୪୭ଟି ମ୍ୟୁନିସପାଲଟି ଓ ୫୯ ଟି ଏନଏସି ଏବଂ ୩ ଟି ପୌର ନିଗମରେ ସାଧାରଣ ନିର୍ବାଚନ ହେବ । ମାର୍ଚ୍ଚ ୨୬ରେ ହେବ ଭୋଟ୍ ଗଣତି। ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ…

ୟୁକ୍ରେନରୁ ଫେରିବେ ଓଡ଼ିଆ: ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ନିଜେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…

କଳାହାଣ୍ଡି ଧର୍ମଗଡରୁ ଆସିଲା ସାଙ୍ଘାତିକ ଅଭିଯୋଗ,ମୃତକଙ୍କ ନାମରେ ପଡିଛି ଭୋଟ୍

କଳାହାଣ୍ଡି : କଳାହାଣ୍ଡି ଧର୍ମଗଡରୁ ଆସିଛି ସାଂଙ୍ଘାତିକ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ ମୃତକଙ୍କ ନାମରେ ଫଲ୍ସ ଫୋଟିଂ କରାଯାଇଥିବା ଅଭିଯୋଗ ହୋଇଛି । ଶୁକ୍ରବାର ଦୁଇଟି ଅଭିଯୋଗ ଧର୍ମଗଡ ବିଡିଓ ତଥା ନିର୍ବାଚନୀ ଅଧିକାରୀଙ୍କ…

ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଫେରିବା ପ୍ରସଙ୍ଗ : କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୟୁକ୍ରେନରେ ଫସି ରହିଥିବା ଓଡିଆ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇଛନ୍ତି । ଶୁକ୍ରବାର ସକାଳେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ସଙ୍ଗେ ଟେଲିଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।…

ୟୁକ୍ରେନରେ ଫସିଲେ ନବରଙ୍ଗପୁର ପୁଅ ନରସିଂହ, ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ନବରଙ୍ଗପୁର : ୟୁକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଏହି ସମୟରେ ୟୁକ୍ରେନରେ ନବରଙ୍ଗପୁର ଜିଲ୍ଲାର ଜଣେ ଛାତ୍ର ମଧ୍ୟ ଫସି ରହିଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର କେଉଟ ସାହିର ରଜନୀ ପାତ୍ରଙ୍କ ପୁଅ ନରସିଂହ ପାତ୍ର ୟୁକ୍ରେନକୁ ଡାକ୍ତରୀ ପାଠ ପଢିବା ପାଇଁ ଯାଇଥିଲେ…

ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଚଢାଉ ହୋଇଛି । ଝାରସୁଗୁଡ଼ା OMVD ଏଏସ୍ଆଇ ହରେକୃଷ୍ଣ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬…

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ । ଉପସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ

ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂହ । ସେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟପାୟଙ୍କୁ ଅପରାହ୍ନ ୫.୩୦ ମିନିଟରେ ସାକ୍ଷାତ କରିଥିଲେ । ସୂଚନା ଥାଉକି, ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରୁ ଏକ…

ୟୁକ୍ରେନରେ ଫସି ରହିଛନ୍ତି ରାଉରକେଲାର ୨୦ ମେଡିକାଲ ଛାତ୍ରଛାତ୍ରୀ

ରାଉରକେଲା: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ ଜାରି ରହିଛି। ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ରଛାତ୍ରୀ ଏବେ…