Latest Odisha News

BREAKING NEWS

Browsing Category

ସହର

City

କଡ଼ା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି । ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଯେଉଁ ସବୁ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି ପ୍ରାୟ ସେ ସମସ୍ତ ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ଆଗୁଆ ରହିଛନ୍ତି । ମିଳିଥିବା ସୂଚନା…

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ…

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକବାର୍ତାରେ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ ଦକ୍ଷ ଓ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମାଜର ଅବହେଳିତ ବର୍ଗର ଲୋକଙ୍କ…

ସେତୁ ନିକଟରୁ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ୱର: କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଗୋପିନାଥପୁର ମଧୁସୂଦନ ବିଜୁ ସେତୁ ନିକଟରୁ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଶିଶୁଟି ମୁହଁ ମାଡ଼ି ପଡ଼ିଛି । ଏହା ପୁତ୍ର ସନ୍ତାନ କି କନ୍ୟା ସନ୍ତାନ ଜଣାପଡ଼ି ନାହିଁ । ଶିଶୁର ମୃତଦେହଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିକୁ ଖବର…

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଉଦ୍ଧାର ପାଇଁ ଖୋଲିଲା ହେଲ୍ପ ଲାଇନ୍ ସେବା

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ସହାୟତା ସେଲ । ଏହା ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲା ଯାଇଛି । ଏହି ସହାୟତା କେନ୍ଦ୍ର ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବ । ଏଥିପାଇଁ ନୋଡାଲ ଅଫିସର…

ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଋଷ୍ ଓ ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ର ଓ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ୍ . ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନରେ…

ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ,୧୧ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଜିଲ୍ଲାକୁ କାଳବୈଶାଖୀ ସହ ବର୍ଷା ସମ୍ଭାବନା ରହିଛିା ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛିି ଜିଲ୍ଲାରେ ଘଡ ଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ସୂଚନା ଅନୁସାରେ କେନ୍ଦୁଝର…

ହାରିବା ଭୟରେ ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ବିଜେପି ସଭାପତି ଉଦ୍ୟମ କରୁଛନ୍ତି : ବିଜେଡି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ ବ୍ୟବଧାନର ପରାଜୟ ଜାଣିବା ପରେ ଓଡିଶାର ବିଜେପିର କର୍ମୀମାନେ ଗଭୀର ଅବସାଦଗ୍ରସ୍ତ ଓ ହତାଶ ହୋଇଛନ୍ତି ।ମନୋବଳ ଭାଙ୍ଗି ଯାଇଥିବା ଏହି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶା ବିଜେପି ସଭାପତି ଉଦ୍ୟମ ଚଳାଇଥିବା କହିଛନ୍ତି…

କୋଭିଡ ସ୍ଥିତିରେ ସୁଧାର, ବନ୍ଦ ହେବ କୋଭିଡ଼ କେୟାର ସେଣ୍ଟର

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ରାଜଧାନୀରେ ସମସ୍ତ କୋଭିଡ କେୟର ସେଣ୍ଟର ବନ୍ଦ ହେବ । କୋଭିଡ ସ୍ଥିତିରେ ସୁଧାର ଆସୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହା ସୂଚନା ଦିଆଯାଇଛି । ହାଇଟେକ୍ ଓ କିମସ୍ ମେଡ଼ିକାଲକୁ କ୍ଲୋଜର ନୋଟିସ ଦେଇଛି ବିଏମସି । ସମ୍ ହସ୍ପିଟାଲ ଓ…

ଆରପାରିରେ ପୂର୍ବତନ ବିଧାୟକ ଦେବରାଜ ସାହୁ

ଅନୁଗୁଳ : ପରଲୋକରେ ପୂର୍ବତନ ବିଧାୟକ ଦେବରାଜ ସାହୁ । ପୂର୍ବତନ ଡେପୁଟି ମିନିଷ୍ଟର ଅଫ୍ ହୋମ୍ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୫ବର୍ଷ ହୋଇଥିଲା ।ସେ ଗତ ୧୫ ଦିନ ହେଲା ନିମୋନିଆ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱର କଳିଙ୍ଗ…