Latest Odisha News

BREAKING NEWS

Browsing Category

ସହର

City

ଲଟେରୀ ଅଫର୍ ମାଧ୍ୟମରେ ଭୋଟରଙ୍କ ମନ ମୋହୁଛନ୍ତି ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା ନାଏକ

କଳାହାଣ୍ଡି : ଭୋଟ ପାଇଁ ଭୋଟରଙ୍କୁ ଲଟେରୀ ଲୋଭ ଦେଖାଇଲେ ପ୍ରାର୍ଥୀ । ନିର୍ବାଚନୀ ମଇଦାନରେ ପ୍ରାର୍ଥୀମାନେ ନିଜ ନିଜ ଶୈଳିରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏବେ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ…

ଭୋଟ ପାଇଁ କଙ୍ଗାରୁକୋର୍ଟ: ଦଳିତ ପରିବାରକୁ ନିର୍ଯାତନା

ବଲାଙ୍ଗୀର : ଭୋଟ୍‌ ପାଇଁ କଙ୍ଗାରୁକୋର୍ଟ । ଜଣେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାପାଇଁ ମନା କରିଦେବାରୁ ଏକ ଦଳିତ ପରିବାରକୁ ଗାଁ ଛାଡ଼ିବାକୁ ପଡ଼ିଛି। ଜୀବନ ପ୍ରତି ଭୟ ରହିଥିବା ଆଶଙ୍କାରେ ପରିବାର ପୁଲିସ ପାଖକୁ ବି ଯାଇନାହାନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ମଣ୍ଡଳ ପଞ୍ଚାୟତରେ…

ପିପିଲିରେ ନିର୍ବାଚନୀ ହିଂସା : ବିଜେପି –ବିଜେଡି ମୁହାଁମୁହିଁ , ୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ

ପିପିଲି : ପିପିଲିରେ ନିର୍ବାଚନୀ ହିଂସା । ଦୁଇଟି ରାଜନୈତିକ ଦଳ ମଧ୍ୟରେ ଘଟିଛି ହିଂସାକାଣ୍ଡ ।୨୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଆହତ ହୋଇଛନ୍ତି । ପିପିଲି ବ୍ଲକ ପୋଟଳ ଗାଁରେ ବିଜେପି ପ୍ରଚାର ଗାଡିକୁ ବିଜେଡି କର୍ମୀମାନେ ଅଟକାଇବା ଫଳରେ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଥିଲା ।…

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ, ଅତିରିକ୍ତ ଏସପିଙ୍କ ଘରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ମାଛ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୋଲିସ କମ୍ୟୁନିକେସନ୍ ବିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । କଟକ, କୋରାପୁଟ, ଯାଜପୁର ଓ…

ପୁଣି ଫେରିଲା ମମିତା ପ୍ରସଙ୍ଗ, ଗୃହରାଷ୍ଟ୍ର ମନ୍ତ୍ରୀଙ୍କର ସଂପୃକ୍ତି ଓ ଗୋପନୀୟ ଗସ୍ତର ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ମେହେର ହତ୍ୟାକାଣ୍ଡରେ ପୋଲିସ ଚାର୍ଜସିଟ ଦେଇଛି । ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ । ତାହାହେଲେ ପୋଲିସ କେବଳ ଦୁଇଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଘଟଣାରେ…

ଭକ୍ତଙ୍କ ପାଇଁ ଖୁସି ଖବର, ବିନା ସାର୍ଟିଫିକେଟରେ କରିହେବ ଜଗା ଦର୍ଶନ

ପୁରୀ: ଫେବ୍ରୁଆରୀ ୨୧ରୁ ବିନା କୋଭିଡ ସାର୍ଟିଫିକେଟରେ କରି ହେବ ଜଗା ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ନୀଳାଦ୍ରୀ ଭକ୍ତ ନିବାସ ନିକଟରେ ଏହି ବୈଠକ ହୋଇଥିଲା ।…

ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର : ଶାସକ ବିଜେଡି ନାଁରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହେଲା ବିଜେପି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର କରିବା ପାଇଁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାର ହୀନ ଉଦ୍ୟମ ଜାରି ରଖିଛି ।ମିଛ ପ୍ରତିଶ୍ରୁତି ଠାରୁ ଆରମ୍ଭ…

ପ୍ରତ୍ୟକ୍ଷ ସାକ୍ଷାତର ଆବଶ୍ୟକତା ନାହିଁ, ମୁଖ୍ୟମନ୍ତ୍ରୀ ଫୋନରେ କାର୍ଯ୍ୟ କରୁଛନ୍ତି: ବିଜେଡି ମୁଖପାତ୍ର ପ୍ରତାପ ଦେବ

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତିକୁ ନେଇ ଥରେ କି ଦୁଇଥର ନୁହେଁ, ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ବିରୋଧୀ ଦଳ । ଶେଷରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ । ପ୍ରତାପ ଦେବଙ୍କ ଅନୁଯାୟୀ,…

ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ଭରିର ସୁନା ଚେନ୍ ଝାମ୍ପି ନେଲେ ଦୁବୃର୍ତ୍ତ

ପୁରୀ : ପୁରୀରେ ମାତିଛନ୍ତି ଚୋର । ଲୋକନାଥ ମନ୍ଦିରରୁ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍ ଝାମ୍ପି ନେଲ ଦୁବୃର୍ତ୍ତ । ମହିଳା ଜଣକ ହେଉଛନ୍ତି ଛତ୍ରପୁର ଅଞ୍ଚଳର ମଞ୍ଜୁଳା ପାତ୍ର । ତାଙ୍କ ବେକରୁ ସୁନା ଚେନ ଚୋରି ହୋଇଥିବା ନେଇ ସେ ବାସେଳୀସାହି ଥାନାରେ ଅଭିଯୋଗ କରିଛନ୍ତି । ।ଛତ୍ରପୁର…

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ।ଆଜି ୧୧ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ, ଆସନ୍ତା କାଲି ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ପଞ୍ଚାୟତ ନିର୍ବାଚନରେ…