Latest Odisha News

BREAKING NEWS

Browsing Category

ସହର

City

ପଞ୍ଚାୟତ ନିର୍ବାଚନରେ ବିଜେଡି ସର୍ବ ଆଗରେ ରହିବ : ଶଶୀ ଭୂଷଣ ବେହେରା

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଶଶୀ ଭୂଷଣ ବେହେରା । ଚଳିତ ଥର ପାଞ୍ଚ ପଞ୍ଚାୟତ ନିର୍ବାଚନ ବିଜୁ ଜନତା ଦଳ ସପକ୍ଷରେ ଯିବ । । ବିରୋଧୀ ଏବେ ଠାରୁ ଛାନିଆ ହେଲେଣି ବୋଲି ଶୀଶୀ ଭୂଷଣ ବେହେରା କହିଛନ୍ତି । ବିଜୁ ଜନତା ଦଳ ଯାହା ଆକଳନ ରଖିଛି…

ମଙ୍ଗଳାଯୋଡିରେ ଠାବ ହେଲା ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପକ୍ଷୀ

ବାଲୁଗାଁ : ମଙ୍ଗଳାଯୋଡିରେ ଠାବ ହେଲେ ବିରଳ ଲିୟୁସିଷ୍ଟିକ ଟେମନିକ୍ସ୍ ଷ୍ଟିଣ୍ଟ ପ୍ରଜାତିର ପକ୍ଷୀ । ବିହଙ୍ଗଙ୍କ ଭୂସ୍ୱର୍ଗ ପାଲଟିଥିବା ମଙ୍ଗଳାଯୋଡିରେ ଶୀତଦିନେ ପ୍ରତିବର୍ଷ ବହୁ ସଂଖ୍ୟାରେ ବିଦେଶଗତ ପକ୍ଷୀଙ୍କ ସମାଗମ ହୁଏ । ହେଲେ ଆଜି ମଙ୍ଗଳାଯୋଡିରେ ଅତି ବିରଳ ଧଳା ରଙ୍ଗର ଲିୟୁସିଷ୍ଟିକ…

ଗୋଟିଏ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ୫% ତଳେ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ଵର  : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ସଂକ୍ରମଣ ଏବେ ତଳମୁହାଁ ରହିଛ  ।ଯାହାକି ରାଜ୍ୟ ବାସୀଙ୍କ ପାଇଁ ଖୁସି ଖବର ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଗୋଟିଏ ଜିଲ୍ଲାକୁ ଛାଡି ଆଉ ସବୁ ଜିଲ୍ଲାରେ ଟେଷ୍ଟ…

ଟଙ୍କା ଲୋଭରେ ୧୪ଜଣଙ୍କ ମଥରା ସିନ୍ଦୁର ଦେଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଏକାଧିକ ମହିଳାଙ୍କ ସହ ବିବାହ କରିବା ପଡିଲା ମହଙ୍ଗା । ପ୍ରେମ ଦିବସରେ ଗିରଫ ହେଲା ଅଭିଯୁକ୍ତ ରମେଶ  ସ୍ୱାଇଁ ।୧୯୮୨ ମସିହାରୁ ଆଜି ପର୍ଯ୍ୟନ୍ତ ସେ ୧୪ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଯେଉଁଥିରୁ କମିଶନରେଟ ପୋଲିସ୍ ୯  ଜଣ ମହିଳାଙ୍କୁ ସମ୍ପର୍କ କରିଛି ଏବଂ ଏ ସମ୍ପର୍କରେ…

ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ

ଭୁବନେଶ୍ୱର: ନିର୍ବାଚନୀ ମଇଦାନରେ ପ୍ରଚାରର ଶେଷ ଦିନ । ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ । ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର…

ନିର୍ବାଚନୀ ମାହୋଲ ସରଗରମ , ଭୋଟ ମାଗୁଛନ୍ତି ୮ମାସର ଗର୍ଭବତୀ

ନୂଆପଡା:  ନିର୍ବାଚନୀ ପ୍ରଚାର ମାହୋଲ ସରଗରମ । ହେଲେ ଏଥର ମଇଦାନରେ ଜଣେ ୮ ମାସର ଗର୍ଭବତୀ ମହିଳା ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛିା  ମହିଳା ଜଣକ ହେଉଛନ୍ତି ସଂଯୁକ୍ତା ଦଳେଇ । ସେ ନୂଆପଡା ବୋଡେନ ବ୍ଲକ ପଲସଦା ଗ୍ରାମପଞ୍ଚାୟତର ସମିତି ସଭ୍ୟା ରୂପେ ପ୍ରତିତ୍ୱନ୍ଦିତା କରୁଛନ୍ତି ।…

ସରପଞ୍ଚ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, ପୋଲିସର ଛାନଭିନ୍ ଜାରି

କଟକ : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କଟକ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ  ଗାଁ ରେ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲୀକଙ୍କୁ ଘରକୁ ରାତି ଅଧିଆ ବୋମା ମାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ସମସ୍ତେ…

ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତି ଶପଥ ଗ୍ରହଣ କଲେ

କଟକ : ଓଡିଶା ହାଇକୋର୍ଟର ତିନି ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଓଡିଶା ହାଇକୋର୍ଟରେ ବିଚାରପତି ଭାବେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁୁରହରୀ ଶ୍ରୀ ରମଣ ଆଜି ଶପଥ ପାଠ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ…

ସମ୍ବଲପୁରରେ ଭିଜିଲାନ୍ସ ରେଡ୍: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର

ସମ୍ବଲପୁର: ସମ୍ବଲପୁରରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ରେଡ୍ ।  ଚିଫ୍ ଇଂଜିନିୟର ତଥା ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନୀଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ  ।…

ବଡ଼ ଦାଣ୍ଡରେ କୁନି ପୁଅ ରାଜବୀରର ଜୀବନ ଭିକ୍ଷା କଲେ ବାପା ମାଆ

ପୁରୀ: କୁନି ପୁଅର ଜୀବନ ଭିକ୍ଷା । ଚିକିତ୍ସା ପାଇଁ ଆଉ ୪୦ ଦିନ ବାକି ଅଛି । ହେଲେ ଅର୍ଥ ଦାଉ ସାଧୁଛି । ଶେଷରେ ନିରାଶ ଆଉ ନିରୁପାୟ ହୋଇ ବାପା ମାଆ ବଡ ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ଶରଣରେ ବସିଛନ୍ତି । ଫୁଲବାଣୀ ଆମ୍ବପୋଡ଼ା ଗାଁର ଦେଢ ବର୍ଷର ଶିଶୁ ରାଜବୀର ବିରଳ ସ୍ପାଇନାଲ ମସକୁଲାର…