Latest Odisha News

BREAKING NEWS

Browsing Category

ସହର

City

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍…

[ଭିଡିଓ] ରଙ୍ଗବତୀ ଗୀତରେ ନାଚି ପ୍ରଚାର କଲେ ବିଧାୟକ

ନୂଆପଡା : ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର ନେତା ମାନେ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର ଜାରି ରଖିଛନ୍ତି ।ଏଥିରୁ ବାଦ ପଡିନାହ।ନ୍ତି ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ।ରଙ୍ଗବତୀ ଗୀତର ତାଳେ ତାଳେ ନାଚି ଭୋଟରଙ୍କ ମନମୋହୁଛନ୍ତି ବିଧାୟକ । ନୂଆପଡା ଜିଲ୍ଲାର ବିଧାୟକ…

ସ୍ନେହ ପ୍ରେମ ସହ ଚକୋଲେଟର ସମ୍ପର୍କ କିଛି ନିଆରା: ‘ହାପି ଚକୋଲେଟ ଡେ’

ଭୁବନେଶ୍ୱର: ଚାଲିଛି ପ୍ରେମ ସପ୍ତାହ । ରୋଜ୍ ଡେ’ରୁ ଏହି ଦିବସ ଆରମ୍ଭ ହୋଇଛି । ତେବେ ଏହି ପ୍ରେମ ଯେ କେବଳ ପ୍ରେମୀ ଯୁଗଳଙ୍କ ପାଖରେ ସୀମିତ ନୁହେଁ । ପ୍ରେମୀ ଯୁଗଳଙ୍କଠାରୁ ନେଇ ଭାଇ ଭଉଣୀ ସମ୍ପର୍କ ହେଉକି ବନ୍ଧୁତ୍ୱ ସମ୍ପର୍କରେ ବି ରହିବ ନିହାତି ଦରକାର । ଆଉ ଏବେ ଏହି ପ୍ରେମ…

ଭୋଟ୍‌ ପାଇଁ ଷ୍ଟାମ୍ପ୍‌ ପେପର୍‌ରେ ଲିଖିତ ପ୍ରତିଶ୍ରୁତି, ଭୋଟ ବର୍ଜନ ନିଷ୍ପତ୍ତି ପ୍ରତ୍ୟାହୃତ

ରାୟଗଡ଼ା: ରାଜନୀତି ମଇଦାନରେ ପ୍ରାର୍ଥୀଙ୍କ ଟକ୍କର। ଆଉ ଏହାରି ଭିତରେ କିଏ ମାରିବ ବାଜି ସେ ନେଇ ଚାଲିଛି ଜୋରଦାର ଲଢେଇ। ତା ସହିତ ପ୍ରାର୍ଥୀ ମାନେ ମଧ୍ୟ ବିଭିନ୍ନ ତରିକା ଆପଣାଇବାକୁ ଭୁଲୁନାହାନ୍ତି। ଏହିଭଳି କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ। ଜଣେ…

ଜେଲ ଗଲେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ମନରୋଞ୍ଜନ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ କୋଟିରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଏକାସଂଗେ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ଗିରଫ ପରେ ଆଜି କୋର୍ଟ ଚାଲାଣ ହେବ । ଆୟ…

ଆଜି ୪ ଘଣ୍ଟା ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ: ଆଜି ଶ୍ରୀମନ୍ଦିର ୪ ଘଣ୍ଟା ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜି ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଥିବାରୁ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗୁପ୍ତ ସେବା ଓ ସ୍ୱତନ୍ତ୍ର ନୀତି ହୋଇଥିବାରୁ ବନ୍ଦ ରହିବ ଶ୍ରୀମନ୍ଦିର । ସନ୍ଧ୍ୟା…

ରାଜ୍ୟରେ ଆଜି କରୋନା ସୁସ୍ଥଙ୍କ ସଂଖ୍ୟା ୩୪୨୯

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦିନକୁ ଦିନ କରୋନା ସଂକ୍ରମଣ ଗ୍ରାଫ ତଳକୁ ତଳକୁ ଖସୁଥିବା ବେଳେ ସୁସ୍ଥ ହାର ବଢିବାରେ ଲାଗିଛି । ମଙ୍ଗଳବାର ରାଜ୍ୟରେ ୩୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ଆକ୍ରାନ୍ତ…

ଓଡ଼ିଶା ଆସିବେ ରାଷ୍ଟ୍ରପତି !

ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ଶ୍ରୀଚୈତନ୍ୟ ଗୌଡ଼ିୟ ମଠର ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀଙ୍କ ୧୫୦ ତମ ଜନ୍ମୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଶରଧା ବାଲି କାର୍ୟ୍ୟକ୍ରମରେ ଯୋଗଦେବେ…

ପୁରୀ ସ୍ୱର୍ଗଦ୍ୱାରରେ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ : ପଣ୍ଡିତ ଦାମୋଦର ହୋତାଙ୍କର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ୱର୍ଗତ ହୋତାଙ୍କୁ ଜିଲ୍ଲା  ଓ ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ସହ ଭକ୍ତିପୁତ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯାଇଥିଲା । ସ୍ୱର୍ଗତ ହୋତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀ ଶିବାଶିଷ ହୋତା ମୁଖାଗ୍ନି…

ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର : ପୁରୀ ଆସିବେ ରାମନାଥ କୋବିନ୍ଦ । ଆସନ୍ତା ୨୦ ତାରିଖରେ ପୁରୀ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ସରକାରୀ ଭାବରେ କୌଣସି ସ୍ପଷ୍ଟସୂଚନା ମିଳିନାହିଁ । ଚୈତନ୍ୟ ଗୌଡୟୀ ମଠ ବା ବୈଷ୍ଣବ ଗୈଡୀୟ ମଠର କାର୍ଯ୍ୟକ୍ରମ ସରଧା ବାଲିରେ ଅନୁଷ୍ଠିତ ହେବ ।ଏହି ଭବ୍ୟ…