Latest Odisha News

BREAKING NEWS

Browsing Category

ସହର

City

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ବିତର୍କ ପ୍ରତିଯୋଗୀତାକୁ ନେଇ ଚର୍ଚ୍ଚାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତରେ ଭାରତରୁ ତଥା ଚାଇନା, ୟୁଏଇ, ଡାପାନ, ପାକିସ୍ତାନ, ଦକ୍ଷିଣ ଆପ୍ରିକା, ଉଗାଣ୍ଡା, ରୁଆଣ୍ଡା, ମରୋକ୍କୋ ଓ କେନିଆ ଦେଶର…

ବାପା ଆଗରେ ଶିଶୁ କନ୍ୟାର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା

ଯାଜପୁର: ବାପା ଆଗରେ ଝିଅର ମୂଲ୍ୟ ମାତ୍ର ୧୨ ହଜାର ଟଙ୍କା । ହଁ ଆଜ୍ଞା କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସାନରାଇପଡ଼ା ଗ୍ରାମରେ । ଦରିଦ୍ରତାର କରୁଣ ପରିଣତି ପାଇଁ ବାପା ଜନ୍ମିତ ଝିଅକୁ…

କୋଲକାତାରୁ ଆମଦାନୀ, କଟକରୁ ଜବତ ହେଲା ବେଆଇନ୍ କଫ୍ ସିରଫ୍

କଟକ: କଟକରୁ ଆଜି ୩୨ ଶହ ବେଆଇନ୍ କଫ୍ ସିରଫ୍ ଜବତ ହୋଇଛି । ମଧୂପାଟଣା ଥାନା ପୋଲିସ ଓ ଡ୍ରଗ୍ସ୍ କଣ୍ଟ୍ରୋଲ୍ ମିଳିତ ଉଦ୍ୟମରେ ଚଢାଉ କରାଯାଇ ଜବତ କରାଯାଇଛି । ଖପୁରିଆ ଅଞ୍ଚଳରେ ଥିବା ଏକ ଗୋଦାମ ଉପରେ ଚଢ଼ାଉ କରାଯାଇ କଫ ସିରଫର ୩୨ ଶହ ବୋତଲ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ସାଢ଼େ…

[ଭିଡ଼ିଓ] ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ, କ୍ରିଡାବିତଙ୍କ ବିରୋଧ

ରାୟଗଡା : ରାୟଗଡ଼ା ଆମ୍ବଗୁଡା ଠାରେ ପ୍ରସ୍ତାବିତ ମିନି ଷ୍ଟାଡିୟମ ସ୍ଥାନ ନିରୁପଣ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ କ୍ରିଡାବିତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରସ୍ତାବିତ ସ୍ଥାନରେ ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଠାରେ କ୍ରିଡାବିତ ମାନେ ପହଞ୍ଚି…

ଶାସକ ବିଜେଡି ନାରେ ବିଭିନ୍ନ ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର :ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେପି । ସରକାରୀ ଦଳ ଶାସନ କ୍ଷମତାର ଅପବ୍ୟବହାର କରିବା ସହିତ ନିର୍ବାଚନୀ ଆଚରଣ ବିଧିକୁ ଖୋଲାଖୋଲି କରୁଛି ଶାସକ ବିଜେଡି ।ଶାସନ କ୍ଷମତାରେ ଚାପ ପ୍ରୟୋଗ କରି ସରକାରୀ ଅଫିସର ମାନଙ୍କୁ ଶାସକ ବିଜେଡି ସପକ୍ଷରେ…

ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ

କେନ୍ଦୁଝର :ନିର୍ବାଚନ ପୂର୍ବରୁ ଘଟଗାଁ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ଘଟଗାଁ ଢିଙ୍କିକୋଟ ୮ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସାନ୍ତରାପୁର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦୀ ସିଂ । ତାଙ୍କୁ ବୟସ ୫୯ ବର୍ଷ ହେବ । ସେ…

ଅଭିଯୁକ୍ତ ମାଡ଼ରେ ଘାଇଲା ପୋଲିସ୍

ଭୁବନେଶ୍ୱର: ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇଲା ପୋଲିସ । ଖସିଜିବାକୁ ଉଦ୍ୟମ କରିବା ସମୟରେ ଅଭିଯୁକ୍ତକୁ ଧରିନେଲା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି କପିଳେଶ୍ୱର ଅଞ୍ଚଳର ଟିକୁ ମାଲିଆ । ଅଭିଯୁକ୍ତ ପାଖରୁ କାଠ ପଟା ଜବତ କରିବା ସହ ପୋଲିସ ଟିକୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ବନ୍ଦ ହେବ ଖଣ୍ଡଗିରି ମେଳା, ଅନିଶ୍ଚିତତା ଘେରରେ ଯାତ୍ରା କଳାକାର

ଭୁବନେଶ୍ୱର: ଚଳିତବର୍ଷ ବନ୍ଦ ହେବ ଖଣ୍ଡଗିରି ମେଳା ସହିତ ଯାତ୍ରା ମଧ୍ୟ ବନ୍ଦ ହେବ । କୋଭିଡ଼ କଟକଣା ପାଇଁ ଖଣ୍ଡଗିରି ମେଳା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଖଣ୍ଡଗିରି ମେଳା ବନ୍ଦ କରିବା ନେଇ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି । ରାଜ୍ୟ…

ଛତିଶଗଡ ନାରାୟଣପୁରରେ ମାଓ ହିଂସା, ୩ଟି ଟ୍ରକକୁ ଜାଳିଦେଲେ ମାଓବାଦୀ

ଛତିଶଗଡ : ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ମାଓ ହିଂସା । ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ତିନୋଟି ଟ୍ରକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।ଧନରା ଥାନା ଅନ୍ତର୍ଗତ ରାଜପୁର ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି ।ଟ୍ରକ ଗୁଡିକ ଜଗଦଲପୁରରୁ ରାୟପୁର ଯାଉଥିବା ସମୟରେ…

ସଂକ୍ରମଣ ହ୍ରାସ ପାଇଛି ,ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର :ରାଜ୍ୟରେ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯଦିଓ ସଂକ୍ରମଣ ହ୍ରାସ ପାଇଛି ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ କୋଣସି ନିଷ୍ପତ୍ତି ନେଇ ନାହାନ୍ତି । କିଛି ଦିନ କରୋନା ସଂକ୍ରମଣ ଗତି ଉପରେ ନଜର ରଖାଯିବ…