Latest Odisha News

BREAKING NEWS

Browsing Category

ସହର

City

ପୌର ସଂସ୍ଥା ଅଧ୍ୟକ୍ଷ ପଦ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଲା ପୌରାଧ୍ୟକ୍ଷ ଚୂଡ଼ାନ୍ତ ତାଲିକା । ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରୁ ଏସି ମହିଳାଙ୍କ ପାଇଁ ୯ଟି ଅଧ୍ୟକ୍ଷ ପଦ ଥିବା ବେଳେ ଏସଟି ପାଇଁ ୮ଟି ଅଧ୍ୟକ୍ଷ ପଦ ସଂରକ୍ଷିତ…

କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

କେନ୍ଦୁଝର : ହସ୍ପିଟାଲରେ ଲାଗିଲା ନିଆଁ । କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡାଇଲେସିସ ଓ ସିଟି ସ୍କାନ କେନ୍ଦ୍ରରେ ନିଆଁ ଲାଗି ଯାଇଛି । ପ୍ରାୟ ୬ ଜଣ ଡାକ୍ତର ୨୦ର ଅଧିକ ମେଡିକାଲ କର୍ମଚାରୀ ପହଁଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ପ୍ରତେକ୍ଷ ଦର୍ଶୀଙ୍କ କହିବା…

ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ

ଚଣ୍ଡିଖୋଲ : ହୃଦ୍‌ଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ।ଯାଜପୁର ଜିଲ୍ଲା ଧାନମଣ୍ଡଳ ବ୍ଲକ ପଞ୍ଚାୟତର ପ୍ରାର୍ଥୀ ସରୋଜ କୁମାର ସ୍ୱାଇଁଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାପରେ ତାଙ୍କୁ ରବିବାର ହସ୍ପିଟାଲରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା…

ପୋଲିସ ଓ ମାଓବାଦୀ ମଧ୍ୟରେ ଏନକାଉଣ୍ଟର , ମାଓବାଦୀ ଆହତ

ମାଲକାନଗିରି :ପୋଲିସ ଓ ମାଓବାଦୀ ଗୁଳି ବିନିମୟରେ ମାଓବାଦୀ ଆହତ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଜଣେ ହାର୍ଡଖୋର ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।ଆହାତ ମାଓବାଦୀକୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି…

ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ

ଭୁବନେଶ୍ୱର :ଲିଙ୍ଗରାଜଙ୍କ ଜମିରେ କାମ ବନ୍ଦ କଲା ପ୍ରଶାସନ । କଂଟେନର ସିଜ୍ ସହ ନାଲି ପତାକା ଓ ନୋଟିସ୍ ଲଗାଇଛନ୍ତି ତହସିଲଦାର । ବୋର୍ଡ ଅଫ୍ ରେଭିନ୍ୟୁଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିର୍ମାଣ କାମ ବନ୍ଦ କରିଛନ୍ତି । ବିବାଦୀୟ ଜମିକୁ ନେଇ ବୋର୍ଡ ଅଫ୍…

ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ । ଅବକାରୀ ବିଭାଗର ବଡ଼ ସୂଚନା । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍…

ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା: ଶ୍ରମିକଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ( ଆରଏସପି) କ୍ୟାପଟିଭ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ପ୍ଲାଣ୍ଟରେ  ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା । ଗୁରୁତର ହେଲେ ସୁଶୀଲ କୁମାର…

[ଭିଡ଼ିଓ] ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ, ଭୋଟ୍ ହାତେଇବାକୁ ଚାଲିଛି ପ୍ରଚାର

ଜଗତସିଂହପୁର: ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ। ଚାଲିଛି ପ୍ରଚାର। କେଉଁଠି ଫାମିଲି ଫାଇଟ ତ ଆଉ କେଉଁଠି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଟକ୍କର। କହିବାକୁ ଗଲେ ରାଜନୀତି ମାହୋଲ ବେଶ୍ ସରଗରମ ହୋଇପଡିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର,…

ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ୍ ବେହେରା

ଭୁବନେଶ୍ୱର: ଭାରତର ନିଷ୍ଟାଇକର୍ ଭାବରେ ସୁପରିଚିତ ସଚିନ୍ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟ୍ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକରେ ଗିନିଜ ବୁକ୍ ଅଫ୍ ୱାଲର୍ଡ଼ ରେକର୍ଡ଼ରେ ନିଜର ନାମକୁ ଲିପିବଦ୍ଧ କରିଥିବା ନୂଆପଡ଼ାର ଏହି ଦୁଃସାହସିକ…

ଆଜି ରାଜ୍ୟରୁ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୦,୨୬୭ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ତୁଳନାରେ ଆଜି ସୁସ୍ଥଙ୍କ ସଂଖ୍ୟା ବଢିଛି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୨୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।…