Latest Odisha News

BREAKING NEWS

Browsing Category

ସହର

City

ଢିଙ୍କିଆରେ ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ପାରାଦୀପ: ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗାଁରେ ପଶି ଗ୍ରାମବାସୀଙ୍କୁ ପୋଲିସର ମାଡ଼ । ପାରାଦୀପ ଢିଙ୍କିଆରେ ମାଡ ମାରିବା ନେଇ ପୁରୁଷ କି ମହିଳାଙ୍କୁ ବାଦ୍ ଦେଇନି ପୋଲିସ । ଦୀର୍ଘ ଦିନ ହେଲା ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପିଜିଟିଭ୍

ଭୁବନେଶ୍ୱର :କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଟୁଇଟ କରି ସେ ସୂଚନା ଦେଇଛନ୍ତି । ମୋର କରୋନା ପଜିଟିଭ ବାହାରିବା ପରେ ମୁଁ ହୋମ ଆଇସୋଲେସନରେ ଅଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆଶିଛନ୍ତି ସେମାନେ କରୋନା ଟେଷ୍ଟ କରିବା ସହ ଆଇସୋଲେସନରେ…

ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସମ୍ବଲପୁରରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ୁଛି । ବୁର୍ଲା ଭିମସାରରେ ସଂକ୍ରମଣ ବୃଦ୍ଧି ପରେ ସ୍ଥଗିତ ରହିଲା ଏମବିବିଏସ୍ ପରୀକ୍ଷା । ୧୫ ଓ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ସ୍ଥଗିତ ରହିବା…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବଢି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୦ ହଜାର ୨୭୩ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କାଲି ସଂକ୍ରମିତ ହୋଇଥିଲେ ୧୦ ହଜାର ୫୯ ଜଣ । ଖୋର୍ଦ୍ଦାରୁ ସର୍ବାଧିକ ୩ହଜାର ୪୯୬ ନୂଆ କୋରୋନା ସଂକ୍ରମିତ ରହିଛନ୍ତି । ସେହିପରି ସୁନ୍ଦରଗଡକୁ ୧ ହଜାର ୪୯,…

ଅତି ଆବଶ୍ୟକ ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ: ବିଜୟ ମହାପାତ୍ର

ଭୁବନେଶ୍ୱର: ହସ୍ପିଟାଲରେ ପ୍ରତିସମୟରେ ଅଧିକ ଗହଳି ହୁଏ । ଯାହାଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଯେଉଁମାନଙ୍କ ସାଧାରଣ ରୋଗ ରହିଥିବ…

ଆଜିଠୁ ଜାନୁଆରୀ ୧୭ତାରିଖ ଯାଏଁ ବନ୍ଦ ରହିଲା ଗଞ୍ଜାମର ସମସ୍ତ ବେଳାଭୂମି

ବ୍ରହ୍ମପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଗଞ୍ଜାମରେ କଟକଣା କଡ଼ାକଡ଼ି କରାଯାଇଛି । ଆସନ୍ତା ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ଉତ୍ସବ ପୋଙ୍ଗଲ । ଉତ୍ସବ ପାଳନ ଅବସରରେ ଗହଳି ହେବା…

ରାଜ୍ୟରେ ଆଉ ୩ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଦୈନିକ ସଂକ୍ରମଣ ସଂଖ୍ୟା ୧୦,୦୫୯କୁ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନୁଗୁଳ, କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନାଜନିତ ମୃତ୍ୟ ହୋଇଥିବା ସୂଚନା ମିଳିଛି…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୦ହଜାର ଟପିଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୦ହଜାର ଡ଼େଇଁଲା ସଂକ୍ରମଣ । ସଂକ୍ରମଣ ଉପରମୁହାଁ ପାଇଁ ବଢ଼ିଲା ଚିନ୍ତା । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ଦିନକରେ ୧୦,୦୫୯କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୮୭୨ଜଣ କେସ୍ ରହିଛି । ସଙ୍ଗରୋଧରୁ ୫ହଜାର ୮୩୩ଜଣ କରୋନା ପଜିଟିଭ୍ ଚିହ୍ନଟ…

ଆଜିଠୁ ୧୭ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ୫ଦିନ ଯାଏଁ ହାଇକୋର୍ଟକୁ ବନ୍ଦ ରଖାଯାଇଛି । ଆଜିଠାରୁ ଜାନୁଆରୀ ୧୭ଜାନୁଆରୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟ ପକ୍ଷରୁ…