Latest Odisha News

BREAKING NEWS

Browsing Category

ସହର

City

ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି, ଚାଷ ଜମି କ୍ଷତିଗ୍ରସ୍ତ

ସମ୍ବଲପୁର: ପାଚେରି ଭାଙ୍ଗି ମାଡ଼ିଗଲା ଲୁହା ପଥର ଗୁଣ୍ଡ ପାଣି । ସମ୍ବଲପୁର ଠେଲକୁଲି ସ୍ଥିତ JSW ଭୂଷଣ କାରଖାନାର ପାଚେରି ଭାଙ୍ଗିଯିବା ପରେ ବାଞ୍ଜିବେରଣା ଅଞ୍ଚଳରେ ଲୁହା ଗୁଣ୍ଡ ପାଣି ମାଡ଼ି ଯାଇଛି। ଫଳରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ପାଣି ମାଡ଼ି ଆସିବା ଯୋଗୁ ନିକଟରେ ଥିବା…

ଓଟିଟି ପ୍ଲାଟଫର୍ମରେ ରିଲିଜ ହେଲା ମିହିର ଦାସଙ୍କ ପ୍ରଥମ ଫିଲ୍ମ ‘ସ୍କୁଲ ମାଷ୍ଟର୍’

ଭୁବନେଶ୍ୱର: ଭେଟେରାନ ଓଡ଼ିଆ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ OTT ପ୍ଲାଟଫର୍ମ AAO NXT ତାଙ୍କର ଡ଼େବ୍ୟୁ ଫିଚର ଫିଲ୍ମ ‘ସ୍କୁଲ ମାଷ୍ଟର୍’ ମୁକ୍ତିଲାଭ କରିଛି । ୧୯୭୦ ଦଶକର ଚଳଚ୍ଚିତ୍ର ଏକ ମଧ୍ୟବିତ୍ତ ପରିବାରର ଅଭିଳାଷ, ସଂଘର୍ଷ ଓ ଉତଥାନକୁ ନେଇ ଚିତ୍ରଣ ହୋଇଛି ।…

୫ ହଜାର ବୋତଲ କଫସିରପ୍‌ ଜବତ ,୩ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ପୋଲିସକୁ ସଫଳତା ।ବଲାଙ୍ଗୀରରୁ ବିପୁଳ ପରିମାଣର କଫସିରପ୍‌ ଜବତ । କପ ସିରଫ ମାଫିଆ ସହ ୩ ଜଣଙ୍କୁ ଗରଫ କଲା ବଲାଙ୍ଗୀର ପୋଲିସ । ରାଞ୍ଚିରୁ ବଲାଙ୍ଗୀର ବେଆଇନ କଫସିରଫ ଚାଲଣ ବେଳେ ସଦର ଥାନା ପୋଲିସ ପଛରଚେପା ରାସ୍ତାରେ ଏହି କଫସିରପ୍ ଜବତ କରିଛି ।ଏହି କଫସିରପର…

ଗାଁକୁ ପହଞ୍ଚୁନି ମୌଳିକ ସୁବିଧା, ତୃତୀୟଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ ବାର୍ଷିକୋଣାବାସୀ

କଳାହାଣ୍ଡି: ଆଜିବି ଗାଁକୁ ପହଞ୍ଚୁନି ମୌଳିକ ସୁବିଧା । ତୃତୀୟ ଥର ପାଇଁ ଭୋଟ୍ ବର୍ଜନର ନିଷ୍ପତ୍ତି ନେଲେ କଳାହାଣ୍ଡିର ବାର୍ଷିକୋଣାବାସୀ । ଏନେଇ ଥୁଆମୂଳ ରାମପୁର ବିଡ଼ିଓଙ୍କ ଲିଖିତଭାବେ ଜଣାଇଛନ୍ତି ବାର୍ଷିକୋଣା ସମେତ ଗମ୍ଭାରୀଗୁଡ଼ା, ବିରାଗୁଡ଼ା ଓ ମଣ୍ଡିଚୁଆଁ ବାସିନ୍ଦା । ଶିକ୍ଷା,…

ରାଜ୍ୟରେ ସଂକ୍ରମଣ ତଳମୁହାଁ ,ଲକ୍ଷଣ ଦେଖାଦେଲେ ଟେଷ୍ଟ କରାନ୍ତୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କୋଭିଡ ସଂକ୍ରମଣ ତଳମୁହାଁ ହୋଇଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଗାଇଡ ଲାଇନ ଅନୁସାରେ ଟେଷ୍ଟିଂ ଚାଲିଛି । ଆକ୍ଟିଭ କେସରେ ଓଡିଶା ଅଷ୍ଟମ ସ୍ଥାନରେ ରହିଛି । ସର୍ଭେଲାନ୍ସ ଟେଷ୍ଟିଂ ମଧ୍ୟ ରାଜ୍ୟରେ ଭଲ ଅଛି ।…

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର…

ଖୋର୍ଦ୍ଧାରୁ ବିପୁଳ ପରିମାଣର ଦେଶୀ ମଦ ଜବତ ,ଜଣେ ଗିରଫ

ଖୋର୍ଦ୍ଧା : ପୁଣି ଅବକାରୀ ବିଭାଗ ହାତରେ ଦେଶୀ ମଦ । ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗୋଟିଏ କାର ,ଗୋଟିଏ ବାଇକ ଓ ଟ୍ରକକୁ ଜବତ କରାଯାଇଛି ।ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା ।ଏହି ଚଢାଉ ସମୟରେ ୮ଶହ…

[ଭିଡ଼ିଓ] ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ଉଚ୍ଛେଦ

ପୁରୀ:  ଦୀର୍ଘ ଦିନର ବିବାଦର ଅବସାନ ଘଟିଛି। ବେଆଇନ୍ ଭାବେ କରାଯାଉଥିବା କୋଣାର୍କ ଚନ୍ଦ୍ରଭାଗା ନିକଟରେ ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର  ଶେଷରେ ଉଚ୍ଛେଦ ହୋଇଛି । ଏହି ନିର୍ମାଣ ବେଆଇନ୍ ହୋଇଥିବା ବେଳେ ସ୍ଥାନୀୟ ଲୋକେ ବି ଏହାକୁ ବିରୋଧ କରିଆସୁଥିଲେ। ଆଜି ଶେଷର ଏହି ନିର୍ମାଣ ବନ୍ଦ…

ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ପାଇଁ ଖୁସି ଖବର । ପୁଣି ପୁରୀ ବାସୀଙ୍କୁ ମିଳିବ ମୋ ବସ୍ ସେବା ।  ଶୁକ୍ରବାରଠାରୁ ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ। ଏ ନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍…

ଉଦ୍ଧାର ହେଲା ବିରଳ କଇଁଛ, ଦେଖିବାକୁ ଲୋକଙ୍କ ଭିଡ଼

ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର…