Latest Odisha News

BREAKING NEWS

Browsing Category

ସହର

City

ବଢ଼ୁଛି କରୋନା ସଂକ୍ରମଣ, ଆଜିଠୁ ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ପ୍ରତିଦିନ ରାଜ୍ୟରେ ଓମିକ୍ରନ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପଟେ କରୋନା ସଂକ୍ରମଣ ମଧ୍ୟ ବଢ଼ିଚାଲିଛି । ତେଣୁ ସଂକ୍ରମଣ କିପରି ବୃଦ୍ଧି ନପାଇବ ସେନେଇ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ ଧାର୍ମିକସ୍ଥଳୀମାନଙ୍କରେ ଭିଡ଼…

ପିପିଲି ପୋଲିସକୁ ସଫଳତା : ୨୫୫ ଗ୍ରାମ ବ୍ରାଉନସୁଗର ଜବତ, ବେପାରୀ ଗିରଫ

ପିପିଲି : ପିପିଲି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ଅଭିଯାନରେ ପିପିଲି ପୋଲିସକୁ ବଡ ସଫଳତା ମିଳିଛି ।ଜଣେ ବ୍ରାଉନ ସୁଗାର ବେପାରୀକୁ ଆଜି ଗିରଫ କରିଛି ପିପିଲି ପୋଲିସ । ଗିରଫ ହୋଇଥିବା ବ୍ରାଉନ ସୁଗର ବେପାରୀ ନିକଟରୁ ୨୫୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯିବା ସହ ୫ ହଜାର…

ବିଦ୍ୟୁତ ତାର ନେଇଥିଲା ଜୀବନ ,ଷଡଯନ୍ତ୍ର ରଚିଥିଲେ ଭାଇ

କୋରାପୁଟ : ବହୁଚର୍ଚ୍ଚିତ କୋରାପୁଟ ଜିଲ୍ଲା ବୋରିଗୁମା ଚିଲିଗୁଡା କାଜୁ ବାଡରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ଯୁବତୀଙ୍କ ସହ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ଯାଇଥିବା ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଶେଷରେ ଏହି ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି…

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୁଡାନ୍ତ ନିଷ୍ପତ୍ତି ନେବେ

ଭୁବନେଶ୍ଵର : କୋଭିଡ ଭୟାବହତାରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ,ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ସ୍ୱାସ୍ଥ୍ୟ ବିଭାଗର…

ବୁର୍ଲା ଥାନାରେ ୩ ଜଣ କନେଷ୍ଟବଳ କରୋନା ପଜିଟିଭ

ବୁର୍ଲା : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଥାନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ମହିଳା ଓ ଜଣେ ପୁରୁଷ କନେଷ୍ଟବଳ  କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଥାନାକୁ ସାନିଟାଇଜ କରାଯାଇଛି । ପୋଲିସ ମାନଙ୍କ ସସ୍ପର୍ଶରେ ଯେଉଁମାନେ ଆସିଛନ୍ତି…

ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ କମାରଗୁଡା ଛକ ମାରଦା ଗାଁରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ପ୍ରାୟ ୬କ୍ୱିଣ୍ଟାଲ ୬୫ କେଜିର ଗଞ୍ଜେଇ ଜବତ ହୋଇଛି । ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜବତ…

ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଏସବୁ ସ୍ଥାନରେ ୭…

ନାଇଟ୍ କର୍ଫ୍ୟୁରେ ଟାଇଟ୍ ଚେକିଂ

ଭୁବନେଶ୍ୱର: ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ଚାଲିଛି ଟାଇଟ୍ ଚେକିଂ । ଛକ ଛକରେ ଚେକିଂ କରୁଛି ପୋଲିସ । ଓଡ଼ିଶାରେ ସବୁ ସହରାଞ୍ଚଳରେ ଆଜି ୯ଟାରୁ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ ।…

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ…

ବିମାନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନରେ ସଂଶୋଧନ କଲା ବିଏମସି

ଭୁବନେଶ୍ୱର: ଓମିକ୍ରନ ଭୟାବହତାକୁ ଦେଖି ବିଏମସି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ଼ଲାଇନରେ ସଂଶୋଧନ କରିଛନ୍ତି । ୭୨ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡ଼ାଯିବ ।…