Latest Odisha News

BREAKING NEWS

Browsing Category

ସହର

City

ମାନବିକତାର ପରିଚୟ ଦେଲେ ଅଟୋ ଚାଳକ ଚକ୍ରଧର

ମୟୁରଭଞ୍ଜ: ଏବେ ବି ବଞ୍ଚିଛି ମାନବିକତା । ଆଜିର ସମାଜରେ ମଣିଷ ସ୍ୱାର୍ଥପର ହୋଇଯାଉଛନ୍ତି । ହେଲେ ଏହାରି ଭିତରେ ଅନେକ ମଣିଷ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି । ମୂଲ୍ୟବାନ ଜିନିଷ ଫେରାଇ ଅଟୋ ଚାଳକ ଚକ୍ରଧର ପୃଷ୍ଟି ଦେଲେ ନିଜ ମହାନତାର ପରିଚୟ ।…

ନାଇଟ୍ କର୍ଫ୍ୟୁରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗିବ କଟକଣା । ଟ୍ୱିନସିଟିରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ରାତିସାରା ପୋଲିସ ପଇଁତରା…

କଟକ ଏସ୍ପି ସିଗନାଲ ଅଫିସରେ ୧୧ ଜଣ କୋଭିଡ ପଜିଟିଭ ଚିହ୍ନଟ

କଟକ : ରାଜ୍ୟରେ କୋରନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଶୁକ୍ରବାର କଟକ ତୁଳସୀପୁର ଏସ୍ପି ସିଗନାଲ ଅଫିସରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସିଗନାଲ ଟ୍ରେନିଂ ସେଣ୍ଟର ଅଫିସକୁ ସିଲ କରାଯାଇଛି । ତେବେ ଯେଉଁମାନେ ସଂକ୍ରମିତ ଅଛନ୍ତି ତାଙ୍କ…

[ଭିଡିଓ]ପୁରୀ ବାସେଳୀସାହି ପୋଲିସକୁ ସଫଳତା :୧୪୦ ଗ୍ରାମ ବ୍ରାଉନସୁଗର ଜବତ, ୫ ଗିରଫ

ପୁରୀ : ପୁରୀ ବାସେଳୀସାହି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ୫ ଜଣ ବ୍ରାଉନ ସୁଗର ବେପାରୀ ଆଜି ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ତା ସହ ଅଭିଯୁକ୍ତଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଦ ଟଙ୍କା…

[ଭିଡ଼ିଓ]ମାଲକାନଗିରି ଦୁର୍ଗମ ଇଲାକାରେ ଦୂର ହେବ ବେକାରୀ ସମସ୍ୟା

ମାଲକାନଗିରି: ଆଗକୁ ବଢିବେ ଦୁର୍ଗମ ଇଲାକା ପିଲା । କେହି ରହିବେନି ବେକାରୀ। ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ଚାକିରୀ। ଏନେଇ ମାଲକାନଗିରି ଜିଲ୍ଲା ପଲିଟେକନିକ କଲେଜରେ ଆୟୋଜିତ ହୋଇଛି କ୍ଷୁଦ୍ର ନିଯୁକ୍ତି ମେଳା । ଯେଉଁଥିରେ ପ୍ରଥମ ଦିନରେ ଜିଲ୍ଲାର ୮୩୭ ଜଣ ଯୁବକ ଯୁବତି ନିଜର ନାମ…

[ଭିଡ଼ିଓ]ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା, ୩ଦିନ ଅଫିସ ସିଲ୍

ଝାରସୁଗୁଡ଼ା: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଝାରସୁଗୁଡ଼ା ଡ଼ିଆରଡ଼ିଏ ଅଫିସରେ ପଶିଲା କରୋନା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ୨୨ କର୍ମଚାରୀ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ୩ଦିନ ଅଫିସ ସିଲ୍ କରାଯାଇଛି । ଏନେଇ…

ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ ବାତିଲ

ସମ୍ବଲପୁର: ବୁର୍ଲା ଭିସୁଟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକ ଦୃଷ୍ଟିରେ ରଖି ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ । କୋଭିଡ଼ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ…

୪୦ କେଜି ଗଞ୍ଜେଇ ଜବତ, ଏସଟିଏଫ୍ ପଞ୍ଝାରେ ୩ଜଣ ଚୋରା ଚାଲଣକାରୀ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର…

[ଭିଡ଼ିଓ]ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବିରେ ଡ଼ଗରାସାହି ଲେବୁଲ କ୍ରସିଂରେ ଧାରଣା

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦିଆଯାଇଛି । ଚରମ୍ପା ଡ଼ଗରାସାହିରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଛି । ପୂର୍ବତନ ବିଧାୟକ ନରେନ୍ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟବାସିନ୍ଦା ଲେବଲ କ୍ରସିଂରେ ରେଳ ଧାରଣା ଉପରେ ଧାରଣା…

ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ୧୧୯୧ କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି । ହେଲଥ କେୟାର…