Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ, ୨୪ଘଣ୍ଟାରେ ୧୨୧୬ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣ ପୁଣି ଥରେ ହଜାରେ ଟପିଲା । ରାଜ୍ୟରେ ଦିନକରେ ୧୨୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧୦ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୦୬ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ…

ମାର୍କେଟ ବିଲ୍ଡିଂ ବନ୍ଦ, ଆଜି ବିଏମସି ଓ ବ୍ୟବସାୟୀ ସଂଘ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ବ୍ୟବସାୟୀ ସଂଘ ଓ ଉଠାଦୋକାନୀଙ୍କ ବିବାଦ ମଧ୍ୟରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ବନ୍ଦ ହେଲା । ଆଜି ୧୧ଟାରେ ବ୍ୟବସାୟୀ ସଂଘ, ବିଏମସି ଅଧିକାରୀ ଓ ପୋଲିସ ମଧ୍ୟରେ ଆଲୋଚନା ହେବ । ଏହାପରେ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ନିଷ୍ପତ୍ତି ନିଆଯିବ । ଉଠାଦୋକାନୀଙ୍କ ଦୌରାତ୍ମ୍ୟ…

ରାଜ୍ୟରେ ବଦଳିବ ପାଣିପାଗ, କମିବ ଶୀତ

ଭୁବନେଶ୍ୱର: ପୁଣି ଶୀତରେ ଥରୁଛି ସାରା ଓଡ଼ିଶା । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ବର୍ଷା ପରେ ଶୀତ ବଢ଼ିଛି । ରାଜ୍ୟରେ ବଦଳିବ ପାଣିପାଗ । ଏବେ ପୁଣି ତାପମାତ୍ରା ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା ବଢ଼ିଲେ ଜାଡ଼ କମିବ । ୭ତାରିଖ ପରେ…

ଆଜିଠୁ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର:ଆଜିଠାରୁ ମାଟ୍ରିକର ପ୍ରଥମ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା ଆରମ୍ଭ । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଦିନକୁ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା ।ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ପରୀକ୍ଷା ହେବ ।…

ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା

ପୁରୀ : ପୁରୀରେ ଚାଞ୍ଚଲ୍ୟ ଖେଳାଇଲା ରହସ୍ୟମୟ ପାରା । କିଛି ଦିନ ପୂର୍ବରୁ ରାଉରକେଲାରେ ଦେଖାଯାଇଥିବା ପାରା ଏବେ ପୁରୀ ମାଳତୀପାଟପୁର ପାଖରେ ଦେଖାଦେଇଛି । ଏହି ପାରାର ଗୋଡରେ ଦୁଇଟି ରିଙ୍ଗ୍ ଲାଗିଥିବା ବେଳେ ସେଥିରେ କିଛି ନମ୍ବର ଲେଖା ହୋଇଛି । ଏପରିକି ପାରାଙ୍କ ପାଟିରେ କିଛି କେମିକାଲ…

ଓଡ଼ିଶାର ୭ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା…

ତପସ୍ୱିନୀ ଘରେ ରହିବା ନେଇ ଖୁସି ନାହାନ୍ତି ସୁମିତ, ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି । ୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ…

କରଡ଼ା ଘାଟିରେ ୭୦ଫୁଟ୍ ତଳକୁ ଖସିଲା କାର, ୩ମୃତ୍ୟୁ ଓ ୬ଜଣ ଆହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ ଦୁର୍ଘଟଣା । ପିକନିକ୍ ପାଇଁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍ । ଆଜି ଅପରାହ୍ନରେ ଘଟିଛି ଏହିଭଳି ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି ।…

କୋଭିଡ଼ ନିୟମ ଉଲ୍ଲଂଘନ, ପୁରୀରେ ସିଲ୍ ହେଲା ୩ଟି ଦୋକାନ

ପୁରୀ: ପୁରୀରେ ତିନୋଟି ଦୋକାନକୁ ସିଲ୍ କରାଯାଇଛି । କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପୁରୀ ଟାଉନ ଥାନା ଅଧିନ ନିଳାଦ୍ରୀ ମାର୍କେଟ କମ୍ପେ୍ଲକ୍ସରେ ଦୋକାନକୁ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ କଟକଣା…

ଅସହାୟ ଓ ଅଭାବୀ ଲୋକଙ୍କ ସେବାରେ ‘ଆସ୍ଥା ଆଲୋକ’ 

କଟକ: ସମାଜର ଅସହାୟ ଓ ଅଭାବୀ ଲୋକଙ୍କୁ ସେବା ମିଳିବ । ଲୋକଙ୍କର ସେବା କରିବା ଉଦ୍ଦେଶ୍ୟରେ 'ଆସ୍ଥା ଆଲୋକ' ନାମରେ ଏକ ରେଜିଷ୍ଟ୍ରୀଭୁକ୍ତ ନ୍ୟାସ ଗଠନ କରାଯାଇଛି । କେନ୍ଦ୍ର ରିଜର୍ଭ ପୁଲିସ ବାହାନୀର ପୂର୍ବତନ ମହାନିର୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ଓ ଓଡ଼ିଶା ଘରୋଇ ଯାନ୍ତ୍ରୀକ ମହାବିଦ୍ୟାଳୟ…