Latest Odisha News

BREAKING NEWS

Browsing Category

ସହର

City

ଆସିଲା ରାୟ ,ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର : ବ୍ରହ୍ମପୁର ସୁମିତ୍ ଓ ତପସ୍ୱିନୀ ବିବାହ ବିବାଦ ମାମଲ।ର ଆସିଲା ରାୟ । ସୁମିତଙ୍କ ଘରେ ରହିବେ ତପସ୍ୱିନୀ । ସୁମିତଙ୍କ ସହ ବ୍ରହ୍ମାନଗର ଘରେ ରହିବେ ତପସ୍ୱିନୀ । ଏନେଇ ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ ଏହି ରାୟ ଶୁଣାଇଛନ୍ତି । ମାସିକ ଡିମ୍ପଲଙ୍କୁ ଖର୍ଚ୍ଚ ବାବଦରେ ୧୭ ହଜାର…

ବଢୁଛି ଓମିକ୍ରନ ଓ କରୋନା ସଂକ୍ରମଣ : ଦିଲ୍ଲୀରେ ଜାରି ହେଲା ସପ୍ତାହନ୍ତ କର୍ଫ୍ୟୁ

ଦିଲ୍ଲୀ : ଦେଶରେ କରୋନା ଓ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗୁ ହେଲା ସପ୍ତାହନ୍ତ କର୍ଫ୍ୟୁ । ଦିଲ୍ଲୀ ସରକାର ସପ୍ତାହନ୍ତ କର୍ଫ୍ୟୁ ଲଗାଇବା ପାଇଁ ନିଷ୍ପତି ନେଇଛନ୍ତି । ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରେଟି ଏହି ନିଷ୍ପତି ନେଇଛି । ଦିଲ୍ଲୀରେ କରୋନା ସଂକ୍ରମଣ ହାର ହୁ ହୁ…

ଗୁଣୁପୁର ପ୍ରେସ କ୍ଲବର ପ୍ରଥମ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ ପ୍ରେସ କ୍ଲବର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଣୁପୁର ପ୍ରେସ କ୍ଲବର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ପ୍ରେସ କ୍ଲବ ତରଫରୁ କଣ…

ବୁଧବାର ମାଟ୍ରିକ ସମ୍ମେଟିଭ-୧ ପରିକ୍ଷା, କରୋନା କଟକଣା ସହ ହେବ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ମାଟ୍ରିକ ସମ୍ମେଟିଭ-୧ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା କିପରି ସ୍ୱଚ୍ଛତା ବଜାୟ ରହିବ ସେନେଇ ଦୃଷ୍ଟି ଦିଆଯାଇଛି । ମାଟ୍ରିକ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…

ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବରଗଡ଼ :  ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ । ଡିଲ୍ ଚାଲିଥିବା ବେଳେ ବଜ୍ରକାପ୍ତା ଚାଲଣକାରୀଙ୍କୁ ବରଗଡ ବନ ବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ ଖାନୁସେମନ୍ ଦେବୀ ମନ୍ଦିର ରାସ୍ତା କଡରେ ଡିଲ୍ ଚାଲିଥିବା ବେଳେ ବିଶେଶ…

[ଭିଡ଼ିଓ] ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ, ଭାଇରାଲ ହେଉଛି ଭିଡ଼ିଓ

ବାଲେଶ୍ୱର: ଜେଲ୍ ଭିତରେ ଚାଲିଛି ରଙ୍ଗିିଲା ନାଚ। ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଭିଡ଼ିଓ । ଆଉ ଭିଡ଼ିଓ ଭାଇରାଲ ହେବା ପରେ ପରେ ଅଡ଼ୁଆରେ ପଡିଯାଇଛନ୍ତି କର୍ତ୍ତୃପକ୍ଷ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜଳେଶ୍ୱର ଜେଲ୍ ରେ । ଭିଡ଼ିଓରେ କିଛି ଯୁବତୀ ଗୀତର ତାଳେ ତାଳେ…

ବଢୁଛି କରୋନା ସଂକ୍ରମଣ : ସମସ୍ତଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ।ଏହାକୁ ନେଇ  ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ସଂକ୍ରମଣ ବଢୁଛି । ଯେହେତୁ ଭାଇରସ୍ ଅଛି ତେଣୁ ସଂକ୍ରମଣ ଆଶଙ୍କା ମଧ୍ୟ ଅଛି ।ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି…

ତିଗିରିଆ ବନାଞ୍ଚଳ ଭିରୁଡ଼ା ଜଙ୍ଗଲରୁ ମିଳିଲା କଲରାପତରିଆ ବାଘର ମୃତଦେହ

କଟକ: ପୁଣି ଏକ ବାଘର ମୃତଦେହ ଠାବ କରାଯାଇଛି । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳର ଭିରୁଡ଼ା ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି । ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବାଘର ମୃତଦେହ ଠାବ ପରେ ଏହି ଘଟଣାକୁ ନେଇ…

ପାରାଦୀପରେ ୫ ଦିନିଆ ପଲ୍ଲିଶ୍ରୀ ମେଳା , ଏଥର ମେଳାରେ ୬୨ଟି ଷ୍ଟଲ୍

ପାରାଦୀପ : ପାରାଦୀପ ବେଳାଭୂମି କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ୫ ଦିନିଆ ପଲ୍ଲୀଶ୍ରୀ ମେଳା ।ଏହି ମେଳାରେ ଓଡିଶାର ୨୨ ଜିଲ୍ଲା ଓ ଓଡିଶା ବାହାରୁ ୭ ଟି ରାଜ୍ୟରେ ମୋଟ ୬୨ ଟି ଷ୍ଟଲ୍ ଦିଆଯାଇଛି ।ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି…

ପିକ୍ଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା , ଜଣେ ମୃତ

ସୁବର୍ଣ୍ଣପୁର : ଦୁର୍ଘଟଣାରେ ଅକାଳରେ ଚାଲିଗଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୁର୍ଡା -ଅର୍ଜୁନପୁର ରାସ୍ତାର ନାରାୟଣପୁର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏକ ହୀରୋ ଡିଲକ୍ସ ବାଇକ ଏବଂ ବୋଲର ପିକ ଅପ ଗାଡି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଯୁବକ…