Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ଅବଗତ କର।।ଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଓଡ଼ିଶାର ୧୫ଟି ସ୍ଥାନରେ ୧୦ଡ଼ିଗ୍ରୀ କିମ୍ବା କମ୍ ରାତ୍ର ତାପମାତ୍ରା ରେକର୍ଡ଼

ଭୁବନେଶ୍ୱର: ଓଡ଼ିଶାର ୧୫ଟି ସ୍ଥାନରେ ୧୦ ଡ଼ିଗ୍ରୀ କିମ୍ବା ତାଠାରୁ କମ୍ ରାତି ତାପମାତ୍ରା ରେକର୍ଡ଼ ହୋଇଛି । ୫ଡ଼ିଗ୍ରୀ ରାତି ତାପମାତ୍ରା ସହ ଫୁଲବାଣୀ ଓଡ଼ିଶା ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୦ ଡ଼ିଗ୍ରୀ ତଳେ ଥିବା ସ୍ଥାନଗୁଡ଼ିକ…

ରାଜ୍ୟରେ କରୋନାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଗଲା ଆଉ ଏକ ଜୀବନ । ଗତ ୨୪ଘଣ୍ଟା ମଧ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଗାଁରେ ୨୦ ଟିକିଆ ହାତୀ ପଲ ଆତଙ୍କ

ଟାଙ୍ଗୀ : ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ। ଦିନ ଦିପହରରେ ବି ହାତୀ ପଲ ଗାଁ ଗଣ୍ଡାରେ ପଶି ଆତଙ୍କ ଖେଳାଉଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଏକର ଏକର ଫସଲ ସବୁ ନଷ୍ଟ କରିଚାଲିଛନ୍ତି । ସେହିଭଳି ଟାଙ୍ଗୀ ଅଞ୍ଚଳରେ ରାତି ହୋଇଗଲେ ହାତୀ ଉପଦ୍ରବ ଜାରି ରହିଛି । ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ…

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫୫ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୫୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ସଙ୍ଗରୋଧରୁ ୯୧ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୬୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…

ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହକରମାନଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ନଭେମ୍ବର ୩୦ତାରିଖରେ ରାଜ୍ୟ ସମ୍ବାଦପତ୍ର ହକରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଥିଲେ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…

ସୁମିତ୍- ତପସ୍ୱିନୀ ବିବାଦ ମାମଲା, ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ରାଜଭବନରୁ ନିର୍ଦ୍ଦେଶ

ବ୍ରହ୍ମପୁର: ସୁମିତ୍ ତପସ୍ୱିନୀ ମାମଲା । ଦିନକୁ ଦିନ ଘଟଣାର ମୋଡ଼ ବଦଳୁଛି । ହେଲେ ସମାଧାନର ବାଟ ଫିଟୁନି । ଶାଶୁଘର ବାରଣ୍ଡାରେ ଦୀର୍ଘଦିନ ହେବ ଧାରଣାରେ ବସିରହିଛନ୍ତି ତପସ୍ୱିନୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତପସ୍ୱିନୀ ନ୍ୟାୟ ପାଇଁ ସେ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର…

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି…

ଧାନକିଣା ଓ ମଣ୍ଡି ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍

ନୂଆଦିଲ୍ଲୀ:ମଣ୍ଡି ଓ ଧାନକିଣା ସମସ୍ୟାକୁ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟିଲା ବିଜେପି ଟିମ୍ । ମଣ୍ଡିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ପଡି ନଷ୍ଟ ହେଉଛି ।ଏନେଇ ପୀୟୁଷ ଗୋଏଲଙ୍କୁ ଜଣାଇଲା ବିଜେପି ଟିମ୍ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଥିବା…

ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କୁ ଚିତ୍ର କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପ୍ରତିବର୍ଷ ୨୨ ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବେ ପାଳନ କରାଯାଇଥାଏ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଆୟାଙ୍ଗରଙ୍କ ୧୨୫ ତମ ଜନ୍ମ ବାର୍ଷିକୀ । ଜନ୍ମ ବାର୍ଷିକୀ ପାଳନ ଅବସରରେ ୨୬ ଫେବୃଆରୀ ୨୦୧୨ରେ ମାଡ୍ରାସ ବିଶ୍ୱବିଦ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ…