Latest Odisha News

BREAKING NEWS

Browsing Category

ସହର

City

ନୂଆବର୍ଷ ପାଇଁ ଆସିପାରେ ନୂଆ ଗାଇଡ଼ଲାଇନ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନ ଭୟ । ସେଥିରେ ଆଗକୁ ଆସୁଛି ନୂଆ ବର୍ଷ । ନୂଆବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ ଦିଆଯିବ । ସଂକ୍ରମଣ ଯେପରି ନବଢ଼ିବ ସେନେଇ ଆସିପାରେ ନୂଆବର୍ଷ ଗାଇଡ଼ଲାଇନ୍ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ…

ଓମିକ୍ରନକୁ ନେଇ ସତର୍କ କଲେ ମୁଖ୍ୟମନ୍ତ୍ରୀ, ଆବଶ୍ୟକ ନଥିଲେ ଭିଡ଼କୁ ନ ଯିବାକୁ ପରାମର୍ଶ

ଭୁବନେଶ୍ୱର: ଓମିକ୍ରନ ଭ୍ୟାରିଆଣ୍ଟ ରାଜ୍ୟରେ ଚିହ୍ନଟ ପରେ ଲୋକଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓମିକ୍ରନକୁ ନେଇ ସତର୍କ କରିବା ସହ ମୁଖ୍ୟମନ୍ତ୍ରୀ କହିଲେ, ବର୍ତ୍ତମାନ ଓମିକ୍ରନ ତାର କାୟା ବିସ୍ତାର କରୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ପ୍ରତିଟି ଜୀବନ…

‘BSKY’ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଜୀବିକା ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଦେଖି  ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ…

କରୋନା କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ

ଭୁବନେଶ୍ୱର :କଟକଣାରେ ହେବ ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ । ଶୀତ ଦିନ ଆସିଲେ ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ । ଚଳିତ ବର୍ଷ କରୋନା କଟକଣାରେ ଏକାମ୍ର ପୁଷ୍ପ ପ୍ରଦର୍ଶନୀ ହେବ ବୋଲି ସୂଚନା ମିଳିଛି । ତା ସହ ଏଥର ପ୍ରଦର୍ଶନୀ ସମୟରେ ବୋଟିଂ ବ୍ୟବସ୍ଥା ମଧ୍ୟ…

୧୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ , ୨ଗିରଫ

ଯାଜପୁର: ପୁଣି ଜବତ ହୋଇଛି ଗଞ୍ଜେଇ । ଯାଜପୁର କୁଆଖିଆ ଥାନା ପୁଲିସ ଚଢାଉ କରି ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ତା ସହିତ ଘଟଣାରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ବଡ଼ମ୍ବା ଥାନା ମାଣିଆବନ୍ଧ ଗାଁର ବଳଭଦ୍ର ବେହେରା ଓ ଆରତ ପାତ୍ର ।…

ରାଜ୍ୟରେ ଶୀତର ଲହରୀ ଜାରି , ଶିମିଳିପାଳରେ ତୁଷାରପାତ

ମୟୂରଭଞ୍ଜ : ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ କରଞ୍ଜିଆ ଉପଖଣ୍ଡରେ ଶୀତର  ପ୍ରକୋପ ଦେଖିବାକୁ ମିଳିଛି । ଶିମିଳିପାଳରେ ଉପରେ ବାର୍ହାକାମୁଡା ,ଚହଲା, ବରେହିପାଣି,ନଅଣା ଆଦି ସ୍ଥାନରେ ପ୍ରବଳ ଶୀତ ଅନୁଭୁତ ହେଉଛିା କୁମାରୀ ଠାରେ ପ୍ରବଳ ତୁଷାରପାତ…

ଓମିକ୍ରନ ଚିନ୍ତା, ଆଜି ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଓମିକ୍ରନକୁ ନେଇ ବଢ଼ିଛି ଚିନ୍ତା । ସାରା ବିଶ୍ୱରେ ଓମିକ୍ରନ ବ୍ୟାପିବାରେ ଲାଗିଛି । ଗତକାଲି ରାଜ୍ୟରୁ ୨ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟକୁ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା…

ସମ୍ବଲପୁରରୁ ଗିରଫ ଟ୍ୟୁସନ ମାଷ୍ଟର, ଅପହୃତା ୨ ନାବାଳିକା ଉଦ୍ଧାର

ଭୁବନେଶ୍ବର : ଶେଷରେ ବନ୍ଧା ହେଲେ ରସିକିଆ ଟ୍ୟୁସନ୍ ମାଷ୍ଟର। ପାଠ ପଢାଉଥିବା ଛାତ୍ରୀଙ୍କୁୂ ଅପହରଣ କରି ନେଇଥିବା ଏହି ଟ୍ୟୁସନ୍ ସାର୍ଙ୍କୁ ସମ୍ବୁଲପୁରରୁ ଗିରଫ କରିଛି ପୁଲିସ୍। ଭୁବନେଶ୍ବରରେ ଦୁଇ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ସାର ଅପହରଣ କରିନେବା ଅଭିଯୋଗ ହୋଇଥିଲା। ଟ୍ୟୁସନ ସାର୍…

ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ ଆତଙ୍କ

କେନ୍ଦୁଝର: ଚମ୍ପୁଆ ରେଞ୍ଜରେ୨୬ ଟିକିଆ ହାତୀପଲ । ଆତଙ୍କ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ । ବିଳମ୍ବିତ ରାତିରେ ହାତୀପଲ ସଦର ରେଞ୍ଜର ଜଡିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଔଷଧ ମହଜୁଦ ରହୁଥିବା ଘରର କାନ୍ଥ ଓ କଣା ପଶି ଗ୍ରାମରେ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି…

ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୮୩ଜଣ କୋଭିଡ଼ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୮୩ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ସଙ୍ଗରୋଧରୁ ୧୦୮ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୭୫ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୩୦ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…