Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟରେ ପାଗ କୋହଲା ରହିବା ସହ କିଛି ଜିଲ୍ଲାରେ ଝିପ ଝିପ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପାଗ କୋହଲା ରହିଛି । କିଛି ଜିଲ୍ଲାରେ ଝିପି ଝିପ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହ ହାଲୁକା ଥଣ୍ଡା ପବନ ବୋହିବ। ଆଜି ସକାଳୁ ମଧ୍ୟ କିଛି ସ୍ଥାନରେ ଝିପି ଝିପି ବର୍ଷା ଜାରି ରହିଛି। ଏହା ସହ କିଛି ଜିଲ୍ଲାରେ ଆଗାମୀ ୩ ଘଣ୍ଟା…

କୁଏତରୁ ଫେରିଥିବା ଯାଜପୁରର ଦୁଇଜଣ କରୋନା ସଂକ୍ରମିତ

ଯାଜପୁର: କୁଏତରୁ ଫେରିଥିବା ଯାଜପୁର ଜିଲ୍ଲାର ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବଡ଼ଚଣା ଓ ଅନ୍ୟ ଜଣେ ବରୀ ଅଞ୍ଚଳର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ତାରିଖରେ ସେମାନେ କୁଏତରୁ ଭାରତକୁ ଆସିଥିଲେ । ସେମାନଙ୍କର ଆରଟିପିସିଆର ଟେଷ୍ଟ…

୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ , ସ୍ଥିତି ଅନୁଧ୍ୟାନ କଲେ ନଗର ଉନ୍ନୟନ ମନ୍ତ୍ରୀ

କଟକ :  ଆସନ୍ତା ୧୩ ତାରିଖରେ କଟକ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଡ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଗୁଆ…

ଜୋର ଧରିଲା ମମିତା ପ୍ରସଙ୍ଗ, ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ମିମତା ପ୍ରସଙ୍ଗ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି । ବିଜେପି ରାଜ୍ୟ କାର୍ୟ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି…

[ଭିଡ଼ିଓ]୯ବର୍ଷ ବାଳକର ଚିକିତ୍ସା ପାଇଁ ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼

ରାଜଗାଙ୍ଗପୁର: ପୁଅର ଚିକିତ୍ସା ପାଇଁ ଘରୋଇ ଓ ସରକାରୀ ଡ଼ାକ୍ତରଖାନାକୁ ବାରମ୍ବାର ଦୌଡ଼ୁଥିଲେ ପିତା । ଡ଼ାକ୍ତର ଅସ୍ତ୍ରୋପ୍ରଚାର ପାଇଁ କହିଥିଲେ । ଅସ୍ତ୍ରୋପ୍ରଚାର ପାଇଁ ଟଙ୍କା ନଥିବାରୁ ପୁରା ପରିବାର ଚିନ୍ତାରେ ପଡ଼ିଥିଲେ । ଶେଷରେ ୯ବର୍ଷ ବାଳକର ସାହା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…

ଦୁବାଇ ଫେରନ୍ତା କରୋନା ପିଜିଟଭ୍ ଚିହ୍ନଟ, ଓମିକ୍ରନକୁ ନେଇ ବଢ଼ିଲା ଭୟ

ଗଞ୍ଜାମ : ସାରା ବିଶ୍ୱ ବାସୀଙ୍କୁ ଘାରିଛି କରୋନା ଓ ଓମିକ୍ରନ ଭୟ। ହେଲେ ଦୁବାଇରୁ ଫେରିଥିବା ଜଣେ ବ୍ୟକ୍ତି କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ରାଉରକେଲାର। ସେ ଗଞ୍ଜାମ ଭଞ୍ଜନଗର ଲଣ୍ଡେଇ ସାହିର ନିଜ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ ଏହି ସମୟରେ ତାଙ୍କ ରିପୋର୍ଟ…

[ଭିଡ଼ିଓ] ଓଢଣଷଷ୍ଠୀରେ ଶ୍ରୀଜିଉଙ୍କ ଘୋଡ଼ଲାଗି ବେଶ

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଓଡ଼ଣଷଷ୍ଠୀ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ ଲାଗି କରାଯାଇଛି ।  ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼…

ଟିକାକରଣରେ ବିଏମସିର ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ବିଏମସି । ୨୭ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ କରିଛି ବିଏମସି । ଆଜି ପର୍ଯ୍ୟନ୍ତ ବିଏମସିରେ ମୋଟ୍ ୨୭ଲକ୍ଷ ୩ ହଜାର ୩୩୩ଜଣଙ୍କୁ ଟିକା ଦିଆଯାଇଛି । ୧୪ଲକ୍ଷ ୧୫ହଜାର ୫୦୬ ଜଣ ପ୍ରଥମ ଡ଼ୋଜ୍ ନେଇଛନ୍ତି । ୧୨ ଲକ୍ଷ ୮୭ହଜାର ୮୨୭ଜଣ ଦୁଇଟି…

କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା :ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ,୧ ମିନିଟ୍ ନୀରବ ପ୍ରାର୍ଥନା

ଭୁବନେଶ୍ୱର : କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ବିଧାନସଭାରେ ଶୋକପ୍ରସ୍ତାବ ଆଗତ । ସିଡିଏସଙ୍କ ସମେତ ୧୩ ଜଣଙ୍କ ବିୟୋଗରେ ଶୋକପ୍ରସ୍ତାବ । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମର୍ଥନ ଜଣାଇଲେ । ସିଡିଏସ୍ ବିପିନ…

ରାୟଗଡ଼ା ଜିଲ୍ଲାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ଭାରତୀୟ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରଥମେ କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତିଭାବେ ଅନିଲ…