Latest Odisha News

BREAKING NEWS

Browsing Category

ସହର

City

ଏସଟିଏଫ୍ ପଞ୍ଝାରେ ଦୁଇ ବେପାରୀ, ୫ ହରିଣ ଛାଲ ଜବତ

ଭୁବନେଶ୍ୱର: ଏସିଟିଏଫ୍ ହାତରେ ଧରାପଡ଼ିଲେ ହରିଣ ଛାଲ ବେପାରୀ । ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ପିପିଲି ଫ୍ଲାଏ ଓଭର ନିକଟରେ ଡ଼ିଲ ଚାଲିଥିବାବେଳେ ଧରାପଡ଼ିଥିଲେ । ଘଟଣାରେ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଏହାସହ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୮୬କରୋନା ପଜିଟିଭ୍ ଚିହ୍ନଟ, ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୮୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରେ ୧୬୮ଜଣ ସଙ୍ଗରୋଧ କେନ୍ଦ୍ରରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୧୮ଜଣ ସ୍ଥାନୀୟ ସଂକ୍ରମଣରୁ ବାହାରିଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୪୦ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ…

ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଯାଜପୁର: ଯାଜପୁର ଥାନା ବୃନ୍ଦାବନପୁର ଗାଁରେ ଘଟିଛି ହତ୍ୟାକାଣ୍ଡ । ପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । କଟୁରୀ ଚୋଟରେ ଗାଁର ପ୍ରକାଶ ଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଛି । ଗାଁକୁ ଷ୍ଟ୍ରିଟ୍ ଲାଇଟ୍ ଲାଗିବା ପାଇଁ ଆସିଥିଲା । ଏହାକୁ ନେଇ ପ୍ରକାଶ ଏବଂ ଦେବ…

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ଖୋଲିବା ପରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସଂକ୍ରମିତ ହେଉଛନ୍ତି । ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ପଶିଲା କରୋନା । କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପଜିଟିଭ୍ ବାହାରିଛନ୍ତି । ଏହାକୁ ମିଶାଇ ଦୁଇ ମାସ…

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ । ଦୀର୍ଘ ୨ମାସ ପରେ ବି ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିପାରିନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ବିଧାନସଭା ଏନେଇ ବାରମ୍ବାର ମୁଲତବୀ ହେଉଛି । ସରକାର…

ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଚାଲିଛି ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୭ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିର ଦାସଙ୍କ ଅସୁସ୍ଥ ଖବର ଶୁଣି ଓଲିଉଡ଼ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା…

ବିଦ୍ୟୁତ ବିତରକ ସଂସ୍ଥାର ଦାଦାଗିରିକୁ ନେଇ ଥାନାକୁ ଘେରିବା ସହ ମାଣବସାଇ ପ୍ରତିବାଦ କଲେ ଗ୍ରାମବାସୀ

ପାରାଦୀପ : ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର କର୍ମଚାରୀଙ୍କ ଦାଦାଗିରି ସାଙ୍ଗକୁ ପୋଲିସର ଦମନ ଲୀଳା ବିରୋଧରେ ତାତିଲେ ଗ୍ରାମବାସୀ। ଏନେଇ ଶହ ଶହ ମହିଳା ଓ ପୁରୁଷ କୁଜଙ୍ଗ ଥାନା ଘେରଉ କରିବା ସହ ଧାରଣା ଦେଇଛନ୍ତି। ଅଭିଯୋଗ ଅନୁସାରେ ବୁଧବାର ଦିନ ମଧ୍ୟାହ୍ନରେ ବିଦ୍ୟୁତ ବିତରକ ସଂସ୍ଥାର…

ବିଧାନସଭାରେ ବିରୋଧୀଙ୍କର ଘଣ୍ଟମାଡ,ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା । ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ଫିଙ୍ଗିଲେ ବିରୋଧୀ । ଅପରାହ୍ନରେ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କରୁଥିବାବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଆଗରେ ହୋହଲ୍ଲା କରିଛନ୍ତି । ଖାଲି…

ପୁଣି ନମ୍ବର-୧ ସ୍ଥାନରେ ସାଇ ଇଣ୍ଟରନାସନାଲ ସ୍କୁଲ

ଭୁବନେଶ୍ୱର : ସାଇ ଇଣ୍ଟରନାସନାଲ ସ୍କୁଲ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ନମ୍ବର ୧ ବିଦ୍ୟାଳୟ ଭାବେ ସ୍ଥାନୀତ ହୋଇଛି l ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ସାଇ ଇଣ୍ଟରନାସନାଲ ସ୍କୁଲକୁ ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ ୨୦୨୧-୨୨ଦ୍ୱାରା ନମ୍ବର ୧ ସ୍କୁଲ ଭାବେ ସ୍ଥାନୀତ କରାଯାଇଛି ।…

ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ

ଭୁବନେଶ୍ୱର: ପୁଣି ଝିପ୍ ଝିପ୍ ବର୍ଷାରେ ଓଦା ହେଲା ଫସଲ , ଚିନ୍ତାରେ ଚାଷୀ । ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ଭାସୁଥିବା ବେଳେ, ପୁଣି ଆଜି ସକାଳୁ ଝିପି ଝିପି ବର୍ଷା ଜାରି ରହିଥିବାରୁ ଚିନ୍ତାରେ ଚାଷୀ କୂଳ । ବାତ୍ୟା ପରଠାରୁ ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଜଳରେ…