Latest Odisha News

BREAKING NEWS

Browsing Category

ସହର

City

ରାଜ୍ୟ ପୋଲିସର ୧୪ ଜଣ ଡିଏସ୍‌ପିଙ୍କର ଅତିରିକ୍ତ ଏଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ପୋଲିସର ୧୪ ଜଣ ଡିଏସପିଙ୍କର ଅତିରିକ୍ତ ଏଏସପି ପାହ୍ୟାକୁ ପଦୋନ୍ନତି। ଏହା ସହ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।ଏନେଇ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରୁ ସୂଚନା ମିଳିଛି।ରାଉରକେଲା ପିସିଆର୍ ସେଲ୍ରେ ଡିଏସ୍ପି ଥିବା ଅସିମ କୁମାର ପଣ୍ଡାଙ୍କର…

ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ୍‌’ର ପ୍ରଥମ ନିର୍ଦେଶକ ତଥା  ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ପଦ୍ନଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ ହୋଇଛି। । ଆଜି ସକାଳ ୧୧.୩୦ରେ ନିଜ ବାସଭବନରେ ୯୩ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ପଦ୍ମଭୂଷଣ ତ୍ରିଲୋଚନ ୧୯୨୯ ମସିହା…

ଦୁର୍ବଳ ହେଉଛି ବାତ୍ୟା, ୩ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ଜୱାଦ୍ । ଆଜି ରାତିରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି । ଏନେଇ ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସକାଳୁ ଜୱାଦ୍ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ ।…

ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ

ଚିଲିକା: ବାତ୍ୟା ‘ଜୱାଦ’ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷା ଓ ପବନ ଜାରି ରହିଥିବା ବେଳେ ରାସ୍ତାଘାଟ ଶୂନ୍ ଶାନ୍ ହୋଇପଡ଼ିଛି । ସେପଟେ ଚିଲିକା ତହସିଲଦାର ଚିଲିକା କୂଳିଆ ତଳି ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କହିଛନ୍ତି । ତେବେ ଚାଷୀଙ୍କ…

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ବାଲେଶ୍ୱର: ପୁଣି ଭିଜାଲାନ୍ସ ଜାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ବାଲେଶ୍ୱର ପୂର୍ତ୍ତି ବିଭାଗ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପଦ୍ମନାଭଙ୍କ ସୋର ବାଲିଗୁଡିସ୍ଥିତ ବାସଭବନରେ ଭିଜିନାଲ୍ସପକ୍ଷରୁ ଚଢାଉ…

ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ସୁନା ଦୋକାନୀ ଓ କର୍ମଚାରୀ ଗୁରୁତର, ଲୁଟ୍ ଉଦ୍ୟମ ବିଫଳ

ଯାଜପୁର: ପୁଣି ଲୁଟ୍ ଉଦ୍ୟମ । ଯାଜପୁର ହରିପୁର ବଜାରରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୁତ୍ତ । ହେଲେ ଲୁଟ୍ ଉଦ୍ୟମ ବିଫଳ ହୋଇଥିଲା । ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ୨ଜଣ ସୁନା ଦୋକାନୀ ଓ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଦୁର୍ବୁତ୍ତ ଫେରାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ଜଣେ ଗୁରୁତର

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ-୬୩ର ଅନୁଗୁଳ-ଛେଣ୍ଡିପଦା ରାସ୍ତାରେ ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କଟକ ଓ ପରେ…

ରାଜ୍ୟରେ ଗତ ୨୪ଘଣ୍ଟାରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ସ୍ଥାନୀୟ ସଂକ୍ରମଣରୁ ୭୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୨୩ଜଣ କରୋନା ପଜିଟିଭ ଚିହ୍ନଟ…

ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ

ଭୁବନେଶ୍ୱର: ବାତ୍ୟା ପାଇଁ କିଛି ରୁଟରେ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ଟ୍ରେନ ଚଳାଚଳ ବାତିଲ କଲା ପୂର୍ବତଟ ରେଳପଥ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୪ ଓ ୫ ତାରିଖରେ ଟ୍ରେନ ବାତିଲ କରାଯାଇଛି । ଆଜି ୩୬ଟି ଓ ଆସନ୍ତାକାଲି ୩୮ଟି ଟ୍ରେନ ବାତିଲ ହୋଇଛି । ୬…

ଆସୁଛି ବାତ୍ୟା ଜୱାଦ, ୪ଟି ବନ୍ଦରରେ ବିପଦ ସଙ୍କେତ ଜାରି

ଭୁବନେଶ୍ୱର: ଆସୁଛି ବାତ୍ୟା ଜୱାଦ । ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ନଂ ବିପଦ ସଙ୍କେତ, ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ନଂ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ପାଇଁ ଉପକୂଳବର୍ତ୍ତୀର ସମସ୍ତ ଅଞ୍ଚଳକୁ…